Colossians 2:1
ମୁଁ ଚା ହେଁ ତୁମ୍ଭମାନେେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦକୀଆ ରେ ଥିବା ଲୋକମାନଙ୍କୁ ଓ ମାେତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ମୁଁ ସାହାୟ୍ଯ କରିବାକୁ ଚେଷ୍ଟା କରୁଛି।
Colossians 2:1 in Other Translations
King James Version (KJV)
For I would that ye knew what great conflict I have for you, and for them at Laodicea, and for as many as have not seen my face in the flesh;
American Standard Version (ASV)
For I would have you know how greatly I strive for you, and for them at Laodicea, and for as many as have not seen my face in the flesh;
Bible in Basic English (BBE)
For it is my desire to give you news of the great fight I am making for you and for those at Laodicea, and for all who have not seen my face in the flesh;
Darby English Bible (DBY)
For I would have you know what combat I have for you, and those in Laodicea, and as many as have not seen my face in flesh;
World English Bible (WEB)
For I desire to have you know how greatly I struggle for you, and for those at Laodicea, and for as many as have not seen my face in the flesh;
Young's Literal Translation (YLT)
For I wish you to know how great a conflict I have for you and those in Laodicea, and as many as have not seen my face in the flesh,
| For | Θέλω | thelō | THAY-loh |
| I would | γὰρ | gar | gahr |
| that ye | ὑμᾶς | hymas | yoo-MAHS |
| knew | εἰδέναι | eidenai | ee-THAY-nay |
| what great | ἡλίκον | hēlikon | ay-LEE-kone |
| conflict | ἀγῶνα | agōna | ah-GOH-na |
| I have | ἔχω | echō | A-hoh |
| for | περὶ | peri | pay-REE |
| you, | ὑμῶν | hymōn | yoo-MONE |
| and | καὶ | kai | kay |
| for them | τῶν | tōn | tone |
| at | ἐν | en | ane |
| Laodicea, | Λαοδικείᾳ | laodikeia | la-oh-thee-KEE-ah |
| and | καὶ | kai | kay |
| for as many as | ὅσοι | hosoi | OH-soo |
| not have | οὐχ | ouch | ook |
| seen | ἑωράκασιν | heōrakasin | ay-oh-RA-ka-seen |
| my | τὸ | to | toh |
| πρόσωπόν | prosōpon | PROSE-oh-PONE | |
| face | μου | mou | moo |
| in | ἐν | en | ane |
| the flesh; | σαρκί | sarki | sahr-KEE |
Cross Reference
Colossians 1:29
ଖ୍ରୀଷ୍ଟ ମାେତେ ଦଇେଥିବା ମହାନ୍ ଶକ୍ତି ବଳ ରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମାେ ଜୀବନ ରେ କାମ କରୁଛି।
Philippians 1:30
ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭମାନେେ ମାେତେ ସୁସମାଚାର ବିରୁଦ୍ଧ ରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠା ରେ ସଂଘର୍ଷରତ। ତୁମ୍ଭମାନେେ ମଧ୍ଯ ସହେିଭଳି ଏବେ ସଂଘର୍ଷରତ ଅଛ।
Revelation 1:11
ସହେି ସ୍ବର ମାେତେ କହିଲା, ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତାଟେି ମଣ୍ଡଳୀ ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥିୟତୀର ସାର୍ଦ୍ଦୀ, ଫିଲାଦଲଫେିଆ ଓ ଲାଓଦିକିଆକୁ ପଠାଅ।
Colossians 4:12
ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସବେକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ପରିପକ୍ବ ହୁଅ, ଓ ପରମେଶ୍ବର ଯାହା କିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି।
Revelation 3:14
ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ :
1 Peter 1:8
ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ଯ ପ୍ ରମେ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ଯ ବିଶ୍ବାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସହେି ଆନନ୍ଦ ମହିମା ରେ ପରିପୂର୍ଣ୍ଣ।
Hebrews 5:7
ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।
1 Thessalonians 2:2
ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା ରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ ରେ ତୁମ୍ଭମାନେେ ଜାଣିଛ। ଆମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତବେେଳେ ଅନକେ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ବରଙ୍କ ସାହାୟ୍ଯରୁ ଆମ୍ଭେ ସାହସୀ ହାଇେ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ ସେ ଆମ୍ଭକୁ ସାହାୟ୍ଯ କଲେ।
Colossians 4:15
ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ।
Colossians 2:5
ମୁଁ ମାେ ଶରୀର ରେ ତୁମ୍ଭ ସହିତ ସଠାେରେ ନାହିଁ, କିନ୍ତୁ ମାରେଆତ୍ମା ସଠାେରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠା ରେ ବଳିଷ୍ଠ ବିଶ୍ବାସ ଦେଖି ପ୍ରସନ୍ନ ଅଟେ।
Colossians 1:24
ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମାେତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦହେ ସ୍ବରୂପ ମଣ୍ଡଳୀ ମାଧ୍ଯମ ରେ କେତକେ କଷ୍ଟ ଭୋଗିବା ବାକି ଥିଲା। ସଗେୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମାରେଅଂଶ ମୁଁ ମାେ ଦହେ ରେ ଗ୍ରହଣ କରୁଛି।
Galatians 4:19
ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।
Acts 20:38
ସମାନେେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସମାନଙ୍କେୁ ବହୁତ ଦୁଃଖ ଦଇେଥିଲା ା ସମାନେେ ସମସ୍ତେ ତାହାଙ୍କୁ ଜାହାଜ ପର୍ୟ୍ଯନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।
Acts 20:25
ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭମାନେେ ତୁମ୍ଭମାନଙ୍କ ମଧ୍ଯରୁ କହେି ହେଲେ ବର୍ତ୍ତମାନଠାରୁ ମାେତେ ଆଉ କବେେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ।
Luke 22:44
ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।
Hosea 12:3
ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।
Genesis 32:24
ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।
Genesis 30:8
ରାହେଲ କହିଲା, ମୁଁ ମାରେ ଭଉଣୀ ସହିତ ସଂଘର୍ଷ କରି ଜଯ କଲି। ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।