Esther 5:11 in Oriya

Oriya Oriya Bible Esther Esther 5 Esther 5:11

Esther 5:11
ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

Esther 5:10Esther 5Esther 5:12

Esther 5:11 in Other Translations

King James Version (KJV)
And Haman told them of the glory of his riches, and the multitude of his children, and all the things wherein the king had promoted him, and how he had advanced him above the princes and servants of the king.

American Standard Version (ASV)
And Haman recounted unto them the glory of his riches, and the multitude of his children, and all the things wherein the king had promoted him, and how he had advanced him above the princes and servants of the king.

Bible in Basic English (BBE)
And he gave them an account of the glories of his wealth, and the number of children he had, and the ways in which he had been honoured by the king, and how he had put him over the captains and servants of the king.

Darby English Bible (DBY)
And Haman told them of the glory of his riches, and the multitude of his children, and all wherein the king had promoted him, and how he had advanced him above the princes and servants of the king.

Webster's Bible (WBT)
And Haman told them of the glory of his riches, and the multitude of his children, and all the things in which the king had promoted him, and how he had advanced him above the princes and servants of the king.

World English Bible (WEB)
Haman recounted to them the glory of his riches, and the multitude of his children, and all the things in which the king had promoted him, and how he had advanced him above the princes and servants of the king.

Young's Literal Translation (YLT)
and Haman recounteth to them the glory of his wealth, and the abundance of his sons, and all that with which the king made him great, and with which he lifted him up above the heads and servants of the king.

the
things
וַיְסַפֵּ֨רwaysappērvai-sa-PARE
told
לָהֶ֥םlāhemla-HEM
And
Haman
of
הָמָ֛ןhāmānha-MAHN

them
אֶתʾetet
the
glory
riches,
כְּב֥וֹדkĕbôdkeh-VODE
his
of
and
עָשְׁר֖וֹʿošrôohsh-ROH
the
multitude
his
וְרֹ֣בwĕrōbveh-ROVE
children,
of
בָּנָ֑יוbānāywba-NAV
and
all
wherein
וְאֵת֩wĕʾētveh-ATE
promoted
had
כָּלkālkahl
king
the
אֲשֶׁ֨רʾăšeruh-SHER
him,
and
how
גִּדְּל֤וֹgiddĕlôɡee-deh-LOH
advanced
had
he
הַמֶּ֙לֶךְ֙hammelekha-MEH-lek
him
above
וְאֵ֣תwĕʾētveh-ATE
the
princes
אֲשֶׁ֣רʾăšeruh-SHER
servants
and
נִשְּׂא֔וֹniśśĕʾônee-seh-OH
of
the
king.
עַלʿalal
הַשָּׂרִ֖יםhaśśārîmha-sa-REEM
וְעַבְדֵ֥יwĕʿabdêveh-av-DAY
הַמֶּֽלֶךְ׃hammelekha-MEH-lek

Cross Reference

ଏଷ୍ଟର ବିବରଣ 9:7
ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାନେ ହତ୍ଯା କଲେ।

ଏଷ୍ଟର ବିବରଣ 3:1
ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

ଲୂକଲିଖିତ ସୁସମାଚାର 12:19
ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:17
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।

ମାର୍କଲିଖିତ ସୁସମାଚାର 10:24
ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।

ହୋଶେୟ 9:13
ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।

ଦାନିଏଲ 4:30
ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଯିରିମିୟ 9:23
ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିଶାଇୟ 10:8
ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।

ଗୀତସଂହିତା 49:16
କବଳେ ସମାନେେ ଧନୀ ବୋଲି ସମାନଙ୍କେୁ ଭୟ କର ନାହିଁ। ସହେି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।

ଗୀତସଂହିତା 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।

ଆୟୁବ ପୁସ୍ତକ 31:24
ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'

ଆୟୁବ ପୁସ୍ତକ 27:14
ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।

ଏଷ୍ଟର ବିବରଣ 9:12
ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।

ଏଷ୍ଟର ବିବରଣ 1:4
ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।

ଆଦି ପୁସ୍ତକ 31:1
ଦିନେ ଯାକୁବ, ଲାବନର ଓ ତା'ର ପୁତ୍ରମାନେ କଥାବର୍ତ୍ତା ହେଉଥିବାର ଶୁଣିଲେ। ସମାନେେ କହିଲେ, ଯାକୁବ ସବୁକିଛି ନଇେ ୟାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନଇେ ସେ ଧନୀ ହାଇେଛି।