1 John 3:8 in Oriya

Oriya Oriya Bible 1 John 1 John 3 1 John 3:8

1 John 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

1 John 3:71 John 31 John 3:9

1 John 3:8 in Other Translations

King James Version (KJV)
He that committeth sin is of the devil; for the devil sinneth from the beginning. For this purpose the Son of God was manifested, that he might destroy the works of the devil.

American Standard Version (ASV)
he that doeth sin is of the devil; for the devil sinneth from the beginning. To this end was the Son of God manifested, that he might destroy the works of the devil.

Bible in Basic English (BBE)
The sinner is a child of the Evil One; for the Evil One has been a sinner from the first. And the Son of God was seen on earth so that he might put an end to the works of the Evil One.

Darby English Bible (DBY)
He that practises sin is of the devil; for from [the] beginning the devil sins. To this end the Son of God has been manifested, that he might undo the works of the devil.

World English Bible (WEB)
He who sins is of the devil, for the devil has been sinning from the beginning. To this end the Son of God was revealed, that he might destroy the works of the devil.

Young's Literal Translation (YLT)
he who is doing the sin, of the devil he is, because from the beginning the devil doth sin; for this was the Son of God manifested, that he may break up the works of the devil;

He
hooh
that
committeth
ποιῶνpoiōnpoo-ONE
sin
τὴνtēntane
of
ἁμαρτίανhamartiana-mahr-TEE-an
the
ἐκekake
devil;
τοῦtoutoo
is
διαβόλουdiabolouthee-ah-VOH-loo
for
ἐστίν·estinay-STEEN
from
ὅτιhotiOH-tee
the
ἀπ'apap
beginning.
ἀρχῆςarchēsar-HASE
the
hooh
devil
sinneth
διάβολοςdiabolosthee-AH-voh-lose
For
ἁμαρτάνειhamartaneia-mahr-TA-nee
purpose
this
εἰςeisees
was
τοῦτοtoutoTOO-toh
manifested,
ἐφανερώθηephanerōthēay-fa-nay-ROH-thay
the
Son
hooh

υἱὸςhuiosyoo-OSE
of
God
τοῦtoutoo
that
Θεοῦ,theouthay-OO
he
might
destroy
ἵναhinaEE-na
the
λύσῃlysēLYOO-say
works
of
τὰtata
the
ἔργαergaARE-ga
devil.
τοῦtoutoo
διαβόλουdiabolouthee-ah-VOH-loo

Cross Reference

ଯୋହନଲିଖିତ ସୁସମାଚାର 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।

ଯୋହନଲିଖିତ ସୁସମାଚାର 16:11
ସହେି ସାହାୟ୍ଯକାରୀ ବିଚାରର ସତ୍ଯତା ବିଷୟ ରେ ଜଗତକୁ ପ୍ରମାଣ ଦବେେ, କାରଣ ଏହି ଜଗତର ଶାସକର ବିଚାର ହାଇେ ସାରିଲଣେି।

ମାଥିଉଲିଖିତ ସୁସମାଚାର 13:38
ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।

ମାର୍କଲିଖିତ ସୁସମାଚାର 1:24
ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।

ଯୋହନଙ୍କ ପ୍ରଥମ ପତ୍ର 3:10
ତେଣୁ କେଉଁମାନେ ପରମେଶ୍ବର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭମାନେେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସମାନେେ ପରମେଶ୍ବରଙ୍କର ସନ୍ତାନ ନୁହଁନ୍ତି, ଯେ କହେି ନିଜ ଭାଇକୁ ପ୍ ରମେ କରେ ନାହିଁ, ସେ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁହେଁ।

ଯୋହନଙ୍କ ପ୍ରଥମ ପତ୍ର 3:5
ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତ ରେ କୌଣସି ପାପ ନାହିଁ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:15
ପରମେଶ୍ବର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ବାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜଯୀ ହେଲେ। ପରମେଶ୍ବର ସଂସାରକୁ ଦଖାଇେ ଦେଲେ ଯେ ସମାନେେ ଶକ୍ତିହୀନ ଅଟନ୍ତି।

ଯୋହନଲିଖିତ ସୁସମାଚାର 12:31
ବର୍ତ୍ତମାନ ଜଗତର ବିଚାରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡିତ ହବୋର ଏହା ହେଉଛି ସମୟ।

ଲୂକଲିଖିତ ସୁସମାଚାର 10:18
ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:10
ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।

ପିତରଙ୍କ ଦିତୀୟ ପତ୍ର 2:4
ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

ଯିଶାଇୟ 27:1
ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ।

ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:15
ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲଖାେ ହାଇେଥିବାର ଦଖାଗେଲା ନାହିଁ, ତାହାକୁ ମଧ୍ଯ ଅଗ୍ନିମୟ ହ୍ରଦ ରେ ନିକ୍ଷପେ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:2
ସ୍ବର୍ଗଦୂତ ସହେି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସହେି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ୟ୍ଯନ୍ତ ଶିକୁଳି ରେ ବାନ୍ଧି ଦେଲେ।

ଯୋହନଙ୍କ ପ୍ରଥମ ପତ୍ର 5:19
ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ବରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣ ରେ ଅଛି।

ଯିହୂଦାଙ୍କ ପତ୍ର 1:6
ତୁମ୍ଭେ ସହେି ସ୍ବର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସମାନେେ ତାହାକୁ ରଖିପାରିଲେ ନାହିଁ। ସମାନେେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସମାନଙ୍କେୁ ଅନ୍ଧକାର ରେ ରଖିଛନ୍ତି। ସମାନେେ ଅନନ୍ତକାଳୀନ ବନ୍ଧନ ରେ ବନ୍ଧା ହାଇେଛନ୍ତି। ସେ ସମାନଙ୍କେୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି।