Amos 7:14
ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।
Then answered | וַיַּ֤עַן | wayyaʿan | va-YA-an |
Amos, | עָמוֹס֙ | ʿāmôs | ah-MOSE |
and said | וַיֹּ֣אמֶר | wayyōʾmer | va-YOH-mer |
to | אֶל | ʾel | el |
Amaziah, | אֲמַצְיָ֔ה | ʾămaṣyâ | uh-mahts-YA |
I | לֹא | lōʾ | loh |
was no | נָבִ֣יא | nābîʾ | na-VEE |
prophet, | אָנֹ֔כִי | ʾānōkî | ah-NOH-hee |
neither | וְלֹ֥א | wĕlōʾ | veh-LOH |
was I | בֶן | ben | ven |
prophet's a | נָבִ֖יא | nābîʾ | na-VEE |
son; | אָנֹ֑כִי | ʾānōkî | ah-NOH-hee |
but | כִּֽי | kî | kee |
I | בוֹקֵ֥ר | bôqēr | voh-KARE |
herdman, an was | אָנֹ֖כִי | ʾānōkî | ah-NOH-hee |
and a gatherer | וּבוֹלֵ֥ס | ûbôlēs | oo-voh-LASE |
of sycomore fruit: | שִׁקְמִֽים׃ | šiqmîm | sheek-MEEM |
Cross Reference
Amos 1:1
ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।
2 Kings 4:38
ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।
2 Kings 2:5
ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?
Zechariah 13:5
ସହେି ଲୋକମାନେ କହିବେ, 'ମୁଁ ଜଣେ ଭବିଷ୍ଯଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମାରେ ବାଲ୍ଯକାଳରୁ ମାରେ ଅଧିକାର ରେ ଅଛି।'
2 Chronicles 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
2 Kings 2:3
ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?
1 Kings 20:35
ଭବିଷ୍ଯଦ୍ବକ୍ତାଗଣଙ୍କ ମଧ୍ଯରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, ମାେତେ ମାର! ସେ ଏକଥା ସଦାପ୍ରଭୁଙ୍କ ଆଜ୍ଞା ରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା।
1 Corinthians 1:27
କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।
2 Chronicles 20:34
ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।
2 Chronicles 16:7
ସହେି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାୟ୍ଯ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେ ହତେୁ ତୁମ୍ଭେ ସାହାୟ୍ଯ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ଯଦଳ ତୁମ୍ଭଠାରୁ ଖସି ପଳାଇଗଲେ।
2 Kings 6:1
ଅନନ୍ତର ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, ଆମ୍ଭମାନେେ ଆପଣଙ୍କ ସମ୍ମୁଖ ରେ ଯେଉଁ ସ୍ଥାନ ରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ଯନ୍ତ ସଂକୀର୍ଣ୍ଣ।
2 Kings 2:7
ପୁନଶ୍ଚ ଭବିଷ୍ଯଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ ପଗ୍ଭଶ ଜଣ ତାଙ୍କର ପଶ୍ଚାଧାବନ କଲେ। ଏଲିଯ ଓ ଇଲୀଶାୟ ୟର୍ଦ୍ଦନ ନଦୀ ନିକଟକୁ ୟାଇ ଠିଆ ହେଲେ। ଆଉ ସେ ପଗ୍ଭଶ ଲୋକ ସମାନଙ୍କେଠାରୁ ଦୂର ରେ ଛିଡା ହେଲେ।