Amos 2 - DBY (Oriya)
1 Thus saith Jehovah: For three transgressions of Moab, and for four, I will not revoke its sentence; because he burned the bones of the king of Edom into lime.ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।
2 And I will send a fire upon Moab, and it shall devour the palaces of Kerijoth; and Moab shall die with tumult, with shouting, [and] with the sound of the trumpet.ତେଣୁ ଆମ୍ଭେ ମାୟୋବ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦବେ। ସଠାେ ରେ କୋଳାହଳ ଓ ତୂରୀର ଶଦ୍ଦ ହବେ ଏବଂ ମାଯାେବ ଧ୍ବଂସ ହବେ।
3 And I will cut off the judge from the midst thereof, and will slay all the princes thereof with him, saith Jehovah.ମାତ୍ର ଆମ୍ଭେ ମାୟୋବର ରାଜାମାନଙ୍କୁ ହତ୍ଯା କରିବା ଏବଂ ମାୟୋବର ସମସ୍ତ ନେତାମାନଙ୍କର ଧ୍ବଂସ କରି ପତନ ଘଟାଇବା। ସଦାପ୍ରଭୁ ଏହାହିଁ କହନ୍ତି।
4 Thus saith Jehovah: For three transgressions of Judah, and for four, I will not revoke its sentence; because they have despised the law of Jehovah, and have not kept his statutes; and their lies have caused them to err, after which their fathers walked.ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦବୋ। କାରଣ ସମାନେେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସମାନେେ ତାଙ୍କର ଆଦେଶ ରଖିଲେ ନାହିଁ। ସମାନଙ୍କେର ପୂର୍ବପୁରୁଷଗଣ ଯେଉଁ ମିଥ୍ଯାକୁ ବିଶ୍ବାସ କରୁଥିଲେ, ସମାନେେ ମଧ୍ଯ ତାହା ବିଶ୍ବାସ କଲେ।
5 And I will send a fire upon Judah, and it shall devour the palaces of Jerusalem.ତେଣୁ ଆମ୍ଭେ ଯିହୁଦା ରେ ଅଗ୍ନି ସଂୟୋଗ କରିବା ଏବଂ ସହେି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦବେ।
6 Thus saith Jehovah: For three transgressions of Israel, and for four, I will not revoke its sentence; because they have sold the righteous for silver, and the needy for a pair of shoes;ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
7 panting after the dust of the earth on the head of the poor, and turning aside the way of the meek; and a man and his father will go in unto the [same] maid, to profane my holy name.ସମାନେେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡି ଦଣ୍ତ ଦେଉଥିଲେ ଓ ସମାନଙ୍କେୁ ପଦାଘାତ କରୁଥିଲେ। ସମାନେେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିଲେ। ମାରେ ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜଣେ ବ୍ଯକ୍ତି ଓ ତା'ର ପିତା, ଜଣେ ରମଣୀ ସହ ୟୌନ ସଂପର୍କ ରଖିଥିଲେ।
8 And they lay [themselves] down by every altar upon clothes taken in pledge, and they drink [in] the house of their God the wine of the condemned.ସମାନେେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସହେି ବସ୍ତ୍ର ଉପ ରେ ବସି ୟଜ୍ଞବଦେୀ ନିକଟରେ ପୂଜା କରନ୍ତି। ସମାନେେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାର ରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସମାନେେ ବସ୍ତ୍ରଗୁଡିକ ନଇୟୋଆନ୍ତି। ସମାନେେ ସହେି ଦରିଦ୍ରମାନଙ୍କ ଉପ ରେ ଅର୍ଥ ଦଣ୍ତ କରନ୍ତି ଏବଂ ସହେି ଅର୍ଥ ରେ ଦ୍ରାକ୍ଷାରସ କିଣି ସମାନଙ୍କେର ପରମେଶ୍ବରଙ୍କ ମନ୍ଦିର ରେ ସବେନ କରନ୍ତି।
9 But I destroyed the Amorite before them, whose height was as the height of the cedars, and he was strong as the oaks; but I destroyed his fruit from above, and his roots from beneath.କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।
10 And I brought you up from the land of Egypt, and led you forty years in the wilderness, to possess the land of the Amorite.ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।
11 And I raised up of your sons for prophets, and of your young men for Nazarites. Is it not even thus, ye children of Israel? saith Jehovah.ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।
12 And ye gave the Nazarites wine to drink; and commanded the prophets, saying, Prophesy not.କିନ୍ତୁ ତୁମ୍ଭମାନେେ ନାସରୀଯ ଲୋକମାନଙ୍କୁ ଦ୍ରାକ୍ଷାରସ ସବେନ କରାଇଲା। ତୁମ୍ଭ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ ଭବିଷ୍ଯତବାକ୍ଯ ପ୍ରଗ୍ଭର ନକରିବାକୁ କହିଲ।
13 Behold, I will press upon you, as a cart presseth that is full of sheaves.ତୁମ୍ଭମାନେେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦବୋ। ଆମ୍ଭେ ତୁମ୍ଭକୁ ନଡା ରେ ବୋଝଇେ ଶଗଡ ପରି ବଙ୍କା କରିଦବୋ।
14 And flight shall perish from the swift, and the strong shall not strengthen his force, neither shall the mighty deliver his soul.କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
15 Neither shall he stand that handleth the bow; and the swift of foot shall not escape, and he that rideth the horse shall not deliver his soul;ଧନୁର୍ଦ୍ଧାରୀମାନେ ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଦ୍ରୁତତମ ଦୌଡାଳି ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଅଶ୍ବାରୋହୀମାନେ ନିଜ ନିଜକୁ ରକ୍ଷା କରିପାରିବେ ନାହିଁ।
16 and he that is stout-hearted among the mighty shall flee away naked in that day, saith Jehovah.ସହେି ସମୟରେ ସାହାସୀ ସୈନ୍ଯମାନେ ଉଲଗ୍ନ ଦୌଡି ପଳାଇବେ। ସଦାପ୍ରଭୁ ଏହି କଥା କୁହନ୍ତି।
Oriya Bible