Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Amos 1 KJV ASV BBE DBY WBT WEB YLT

Amos 1 in Oriya WBT Compare Webster's Bible

Amos 1

1 ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।

2 ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।

3 ସଦାପ୍ରଭୁ ଏହି କଥା କହନ୍ତି: ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ୟ୍ଯ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଦଣ୍ତ ଦବୋ। କାରଣ ସମାନେେ ଶସ୍ଯ ଦଳନ ଲୌହ ୟନ୍ତ୍ର ରେ ଗିଲିଯଦର ଲୋକମାନଙ୍କୁ ଦଳନ କରିଥିଲେ।

4 ତେଣୁ ଆମ୍ଭେ ହସାଯଲଙ୍କେ ଗୃହ ନିକଟକୁ ଅଗ୍ନି ପ୍ ରରଣେ କରିବା। ଏବଂ ସହେି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ।

5 ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।

6 ସଦାପ୍ରଭୁ ଏହାହିଁ କହନ୍ତି: ଘସାର ଲୋକମାନଙ୍କୁ ଆମ୍ଭେ ସମାନଙ୍କେର ବହୁ ଅପରାଧ ପାଇଁ ନିଶ୍ଚଯ ଦଣ୍ତ ଦବେି, କାରଣ ସମାନେେ ସମଗ୍ର ଜାତିମାନଙ୍କୁ ନଇୟୋଇ ଇଦୋମକୁ କ୍ରୀତଦାସରୂପେ ଦଇେଥିଲେ।

7 ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ବଂସ କରିବ।

8 ଆଉ ମଧ୍ଯ ଅସ୍ଦୋଦର ସିଂହାସନ ରେ ବସିଥିବା ଲୋକଟିକୁ ଧ୍ବଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ଯ ବିନାଶ କରିବା। ଇକ୍ରୋଣ୍ର ଲୋକମାନଙ୍କୁ ମଧ୍ଯ ଆମ୍ଭେ ଦଣ୍ତ ଦବୋ। ତା'ପ ରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସମାନେେ ମଧ୍ଯ ମୃତ୍ଯୁବରଣ କରିବେ। ସଦାପ୍ରଭୁ ପରମେଶ୍ବର ଏହିସବୁ କହିଥିଲେ।

9 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ କରିଥିଲେ। ଆଉ ମଧ୍ଯ ସମାନେେ ସମଗ୍ର ଜାତିକୁ ନଇଗେଲେଏବଂ ସମାନଙ୍କେୁ କ୍ରୀତଦାସ ରୂପେ ଇଦୋମକୁ ପ୍ ରରଣେ କରିଥିଲେ। ସମାନେେ ଇଶ୍ରାୟେଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମନେ ପକାଇ ନଥିଲେ।

10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡିକୁ ଧ୍ବଂସ କରିଦବେ।

11 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।

12 ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।

13 ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।

14 କିନ୍ତୁ ଆମ୍ଭେ ରଦ୍ଦାର ପ୍ରାଚୀର ଉପ ରେ ଅଗ୍ନି ପକାଇବା ଏବଂ ଏହା ସଠାେକାର ସମସ୍ତ ପ୍ରାସାଦ ଓ ସହେି ଅଗ୍ନି ଦେଶକୁ ଧ୍ବଂସ କରିଦବେ ଏବଂ ସଠାେ ରେ ୟୁଦ୍ଧ ବିଭୀଷିକା ଘୂର୍ଣ୍ଣିବାଯୁ ଆସିବ।

15 ତା'ପ ରେ ସମାନଙ୍କେର ରାଜା ଓ ପ୍ରାଚୀନମାନେ ଏବଂ ସମାନେେ ସମସ୍ତେ ନିର୍ବାସିତ ହବେେ। ସଦାପ୍ରଭୁ ଏହି ବାକ୍ଯ କହିଥିଲେ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close