Bible

Acts 4:19 Image in Oriya

କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।

କିନ୍ତୁଯୋହନପିତରସମାନଙ୍କେୁଉତ୍ତରଦେଲେ,ପରମେଶ୍ବରଙ୍କଆଜ୍ଞାଅପେକ୍ଷାତୁମ୍ଭମାନଙ୍କରଆଜ୍ଞାପାଳନକରିବାଆମ୍ଭରଉଚିତକିନାହିଁ,ତାହାତୁମ୍ଭମାନେେବିଚାରକର।ଆମ୍ଭେଯାହାଦେଖିଛୁଯାହାଶୁଣିଛୁତାହାଲୋକମାନଙ୍କୁନକହିରହିପାରିବୁନାହିଁ।
Click consecutive words to select a phrase. Click again to deselect.

Acts 4:19 Picture in Oriya