Acts 24:19
ସେ ସମୟରେ ଏସିଆର କେତକେ ଯିହୂଦୀ ସଠାେରେ ଥିଲେ। ଯଦି ସମାନଙ୍କେର ମାେ ବିରୁଦ୍ଧ ରେ କିଛି ଆପତ୍ତି ଥାଏ ତବେେ ସମାନେେ ଆପଣଙ୍କ ନିକଟରେ ଉପସ୍ଥିତ ହବୋ ଉଚ଼ିତ୍,
Who | οὓς | hous | oos |
ought | δεῖ | dei | thee |
to have been here | ἐπὶ | epi | ay-PEE |
before | σοῦ | sou | soo |
thee, | παρεῖναι | pareinai | pa-REE-nay |
and | καὶ | kai | kay |
object, | κατηγορεῖν | katēgorein | ka-tay-goh-REEN |
if | εἴ | ei | ee |
they had | τι | ti | tee |
ought | ἔχοιεν | echoien | A-hoo-ane |
against | πρὸς | pros | prose |
me. | μέ | me | may |
Cross Reference
Acts 23:30
ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
Acts 25:16
ମୁଁ ସମାନଙ୍କେୁ ଉତ୍ତର ଦଲେି, 'ଯେତବେେଳେ କୌଣସି ବ୍ଯକ୍ତି କୌଣସି ଦୋଷ ପାଇଁ ଅଭିୟୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହବୋ ପର୍ୟ୍ଯନ୍ତ ଓ ନିଜ ବିରୁଦ୍ଧ ରେ ଆଗତ ଅଭିଯୋଗର ଉତ୍ତର ନଦବୋ ପର୍ୟ୍ଯନ୍ତ ରୋମୀୟମାନେ ସହେି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ।'