Acts 24
1 ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।
2 ତେଣୁ ପାଉଲଙ୍କୁ ଡ଼କା ହେଲା। ତତ୍ତୁର୍ଲ୍ଲ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ, ହେ ମହାମାନ୍ଯ ଫଲେିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାେଶ ବହୁତ ଶାନ୍ତି ରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ଯବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗଁୁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ୟ୍ଯ ହାଇପୋରୁଛି।
3 ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ଯନ୍ତ କୃତଜ୍ଞ।
4 ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନକରି, ସଂକ୍ଷପରେେ ଆମ୍ଭ କଥା କହିବି। ତେଣୁ ଆପଣ ର୍ଧୈୟ୍ଯ ଧରି ଆମ୍ଭ କଥା ଶୁଣନ୍ତୁ।
5 ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।
6 ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ଯ ଚେ଼ଷ୍ଟା କରୁଥିଲା।
7 କିନ୍ତୁ ସତେିକି ବେଳେ ଆମ୍ଭେ ତାହାକୁ ଧରିନଲେୁ।
8 ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧ ରେ କରଥିବା ସମସ୍ତେ ଅଭିଯୋଗର ସତ୍ଯାସତ୍ଯ ଜାଣି ପାରିବେ।
9 ତା'ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ଯ ବୋଲି କହିଲେ।
1 And after five days Ananias the high priest descended with the elders, and with a certain orator named Tertullus, who informed the governor against Paul.
2 And when he was called forth, Tertullus began to accuse him, saying, Seeing that by thee we enjoy great quietness, and that very worthy deeds are done unto this nation by thy providence,
3 We accept it always, and in all places, most noble Felix, with all thankfulness.
4 Notwithstanding, that I be not further tedious unto thee, I pray thee that thou wouldest hear us of thy clemency a few words.
5 For we have found this man a pestilent fellow, and a mover of sedition among all the Jews throughout the world, and a ringleader of the sect of the Nazarenes:
6 Who also hath gone about to profane the temple: whom we took, and would have judged according to our law.
7 But the chief captain Lysias came upon us, and with great violence took him away out of our hands,
8 Commanding his accusers to come unto thee: by examining of whom thyself mayest take knowledge of all these things, whereof we accuse him.
9 And the Jews also assented, saying that these things were so.
Acts 24 in Tamil and English
1 ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।
And after five days Ananias the high priest descended with the elders, and with a certain orator named Tertullus, who informed the governor against Paul.
2 ତେଣୁ ପାଉଲଙ୍କୁ ଡ଼କା ହେଲା। ତତ୍ତୁର୍ଲ୍ଲ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ, ହେ ମହାମାନ୍ଯ ଫଲେିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାେଶ ବହୁତ ଶାନ୍ତି ରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ଯବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗଁୁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ୟ୍ଯ ହାଇପୋରୁଛି।
And when he was called forth, Tertullus began to accuse him, saying, Seeing that by thee we enjoy great quietness, and that very worthy deeds are done unto this nation by thy providence,
3 ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ଯନ୍ତ କୃତଜ୍ଞ।
We accept it always, and in all places, most noble Felix, with all thankfulness.
4 ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନକରି, ସଂକ୍ଷପରେେ ଆମ୍ଭ କଥା କହିବି। ତେଣୁ ଆପଣ ର୍ଧୈୟ୍ଯ ଧରି ଆମ୍ଭ କଥା ଶୁଣନ୍ତୁ।
Notwithstanding, that I be not further tedious unto thee, I pray thee that thou wouldest hear us of thy clemency a few words.
5 ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।
For we have found this man a pestilent fellow, and a mover of sedition among all the Jews throughout the world, and a ringleader of the sect of the Nazarenes:
6 ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ଯ ଚେ଼ଷ୍ଟା କରୁଥିଲା।
Who also hath gone about to profane the temple: whom we took, and would have judged according to our law.
7 କିନ୍ତୁ ସତେିକି ବେଳେ ଆମ୍ଭେ ତାହାକୁ ଧରିନଲେୁ।
But the chief captain Lysias came upon us, and with great violence took him away out of our hands,
8 ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧ ରେ କରଥିବା ସମସ୍ତେ ଅଭିଯୋଗର ସତ୍ଯାସତ୍ଯ ଜାଣି ପାରିବେ।
Commanding his accusers to come unto thee: by examining of whom thyself mayest take knowledge of all these things, whereof we accuse him.
9 ତା'ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ଯ ବୋଲି କହିଲେ।
And the Jews also assented, saying that these things were so.