Acts 22:7 in Oriya

Oriya Oriya Bible Acts Acts 22 Acts 22:7

Acts 22:7
ମୁଁ ତଳେ ପଡ଼ିଗଲି। ସେତବେେଳେ ମାେତେ ଗୋଟିଏ ବାଣୀ ଶୁଭିଲା, 'ଶାଉଲ, ଶାଉଲ, ତୁମ୍ଭେ କାହିଁକି ମାେତେ ତାଡ଼ନା କରୁଛ?'

Acts 22:6Acts 22Acts 22:8

Acts 22:7 in Other Translations

King James Version (KJV)
And I fell unto the ground, and heard a voice saying unto me, Saul, Saul, why persecutest thou me?

American Standard Version (ASV)
And I fell unto the ground, and heard a voice saying unto me, Saul, Saul, why persecutest thou me?

Bible in Basic English (BBE)
And when I went down on the earth, a voice came to my ears saying to me, Saul, Saul, why are you attacking me so cruelly?

Darby English Bible (DBY)
And I fell to the ground, and heard a voice saying to me, Saul, Saul, why persecutest thou me?

World English Bible (WEB)
I fell to the ground, and heard a voice saying to me, 'Saul, Saul, why are you persecuting me?'

Young's Literal Translation (YLT)
I fell also to the ground, and I heard a voice saying to me, Saul, Saul, why me dost thou persecute?

And
ἔπεσονepesonA-pay-sone
I
fell
τεtetay
unto
εἰςeisees
the
τὸtotoh
ground,
ἔδαφοςedaphosA-tha-fose
and
καὶkaikay
heard
ἤκουσαēkousaA-koo-sa
voice
a
φωνῆςphōnēsfoh-NASE
saying
λεγούσηςlegousēslay-GOO-sase
unto
me,
μοιmoimoo
Saul,
Σαοὺλsaoulsa-OOL
Saul,
Σαούλsaoulsa-OOL
why
τίtitee
persecutest
thou
μεmemay
me?
διώκειςdiōkeisthee-OH-kees

Cross Reference

Genesis 3:9
ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଡାକିଲେ, ତୁମ୍ଭେ କେଉଁଠା ରେ?

Matthew 27:23
ପୀଲାତ ପଚ଼ାରିଲେ, କାହିଁକି? ସେ କ'ଣ ଅପରାଧ କରିଛନ୍ତି? କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, ତାହାଙ୍କୁ କୃଶ ରେ ଚ଼ଢ଼ଇେ ଦିଆଯାଉ।

Matthew 25:45
ତାପରେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଅଛି, ଯେତବେେଳେ ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଲୋକଙ୍କ ଭିତରୁ ଯେ କୌଣସି ଲୋକକୁ ସାହାୟ୍ଯ କରିବାକୁ ମନା କଲ, ତୁମ୍ଭେ ମାେତେ ସାହାୟ୍ଯ କରିବା ପାଇଁ ମନା କଲ!'

Jeremiah 2:9
ତେଣୁ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧ ରେ ଆମ୍ଭେ ଏକ ମକଦ୍ଦମା କରିବା।

Jeremiah 2:5
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠା ରେ କେଉଁ ଅନ୍ଯାଯ ଦେଖିଲେ ଯେ ସମାନେେ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି ଓ ଅସାର ଦବେତାମାନଙ୍କର ପଶ୍ଚାଦ୍ ଗମନ କରି ଅସାର ହାଇେଅଛନ୍ତି ?

Isaiah 43:22
ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇଶ୍ରାୟେଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହାଇେଅଛ।

1 Samuel 3:10
ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ ବୋଲି ଡାକିଲେ।

Exodus 3:4
ସଦାପ୍ରଭୁ ଦେଖିଲେ, ମାଶାେ ବୁଦା ଆଡକୁ ଆସୁଛନ୍ତି। ତେଣୁ ପରମେଶ୍ବର ବୁଦା ମଧ୍ଯରୁ ମାଶାଙ୍କେୁ ଡାକିଲେ, ପରମେଶ୍ବର କହିଲେ, ମାଶାେ, ମାଶାେ!

Genesis 22:11
କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

Genesis 22:1
ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

Genesis 16:8
ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?

1 Timothy 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।