Acts 21
17 ଆମ୍ଭମାନେେ ୟିରୂଶାଲମ ରେ ପହଞ୍ଚିବା ମାତ୍ ରେ ଆମ୍ଭକୁ ଭାଇମାନେ ଖୁସି ରେ ସ୍ବାଗତ ଜଣାଇଲେ।
18 ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।
19 ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।
20 ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।
21 ସମାନେେ ତୁମ୍ଭ ବିଷୟ ରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶ ରେ ରହୁଥିବା ଯିହୂଦୀମାନଙ୍କୁ, ମାଶାଙ୍କେର ବ୍ଯବସ୍ଥା ତ୍ଯାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସମାନଙ୍କେୁ ସମାନଙ୍କେର ପିଲାମାନଙ୍କର ସନ୍ନତ ନ କରିବାପାଇଁ ଓ ୟିହୁଦୀ ରୀତିନୀତି ଗୁଡିକୁ ନ ମାନିବା ପାଇଁ ଶିକ୍ଷା ଦଇେଛ।
22 ତେଣୁ ଆମ୍ଭକୁ କ'ଣ କରିବା ଉଚ଼ିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସମାନେେ ନିଶ୍ଚୟ ଶୁଣିବାକୁ ପାଇବେ।
23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖ ରେ ପରମେଶ୍ବରଙ୍କ ଠା ରେ ମାନତ କରିଥିବାର ଚ଼ାରି ଜଣ ଲୋକ ଅଛନ୍ତି।
24 ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।
25 ଆମ୍ଭେ ଅଣଯିହୂଦୀ ବିଶ୍ବାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସମାନଙ୍କେୁ ଲେଖିସାରିଛୁ:
17 And when we were come to Jerusalem, the brethren received us gladly.
18 And the day following Paul went in with us unto James; and all the elders were present.
19 And when he had saluted them, he declared particularly what things God had wrought among the Gentiles by his ministry.
20 And when they heard it, they glorified the Lord, and said unto him, Thou seest, brother, how many thousands of Jews there are which believe; and they are all zealous of the law:
21 And they are informed of thee, that thou teachest all the Jews which are among the Gentiles to forsake Moses, saying that they ought not to circumcise their children, neither to walk after the customs.
22 What is it therefore? the multitude must needs come together: for they will hear that thou art come.
23 Do therefore this that we say to thee: We have four men which have a vow on them;
24 Them take, and purify thyself with them, and be at charges with them, that they may shave their heads: and all may know that those things, whereof they were informed concerning thee, are nothing; but that thou thyself also walkest orderly, and keepest the law.
25 As touching the Gentiles which believe, we have written and concluded that they observe no such thing, save only that they keep themselves from things offered to idols, and from blood, and from strangled, and from fornication.
Acts 21 in Tamil and English
17 ଆମ୍ଭମାନେେ ୟିରୂଶାଲମ ରେ ପହଞ୍ଚିବା ମାତ୍ ରେ ଆମ୍ଭକୁ ଭାଇମାନେ ଖୁସି ରେ ସ୍ବାଗତ ଜଣାଇଲେ।
And when we were come to Jerusalem, the brethren received us gladly.
18 ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।
And the day following Paul went in with us unto James; and all the elders were present.
19 ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।
And when he had saluted them, he declared particularly what things God had wrought among the Gentiles by his ministry.
20 ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।
And when they heard it, they glorified the Lord, and said unto him, Thou seest, brother, how many thousands of Jews there are which believe; and they are all zealous of the law:
21 ସମାନେେ ତୁମ୍ଭ ବିଷୟ ରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶ ରେ ରହୁଥିବା ଯିହୂଦୀମାନଙ୍କୁ, ମାଶାଙ୍କେର ବ୍ଯବସ୍ଥା ତ୍ଯାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସମାନଙ୍କେୁ ସମାନଙ୍କେର ପିଲାମାନଙ୍କର ସନ୍ନତ ନ କରିବାପାଇଁ ଓ ୟିହୁଦୀ ରୀତିନୀତି ଗୁଡିକୁ ନ ମାନିବା ପାଇଁ ଶିକ୍ଷା ଦଇେଛ।
And they are informed of thee, that thou teachest all the Jews which are among the Gentiles to forsake Moses, saying that they ought not to circumcise their children, neither to walk after the customs.
22 ତେଣୁ ଆମ୍ଭକୁ କ'ଣ କରିବା ଉଚ଼ିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସମାନେେ ନିଶ୍ଚୟ ଶୁଣିବାକୁ ପାଇବେ।
What is it therefore? the multitude must needs come together: for they will hear that thou art come.
23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖ ରେ ପରମେଶ୍ବରଙ୍କ ଠା ରେ ମାନତ କରିଥିବାର ଚ଼ାରି ଜଣ ଲୋକ ଅଛନ୍ତି।
Do therefore this that we say to thee: We have four men which have a vow on them;
24 ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।
Them take, and purify thyself with them, and be at charges with them, that they may shave their heads: and all may know that those things, whereof they were informed concerning thee, are nothing; but that thou thyself also walkest orderly, and keepest the law.
25 ଆମ୍ଭେ ଅଣଯିହୂଦୀ ବିଶ୍ବାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସମାନଙ୍କେୁ ଲେଖିସାରିଛୁ:
As touching the Gentiles which believe, we have written and concluded that they observe no such thing, save only that they keep themselves from things offered to idols, and from blood, and from strangled, and from fornication.