Acts 20

fullscreen7 ମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହବୋ ବେଳେ ପାଉଲ ସମାନଙ୍କେୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଚ଼ାଲିୟିବା ପାଇଁ ଯୋଜନା କରି ମଧ୍ଯରାତ୍ରି ପର୍ୟ୍ଯନ୍ତ ସମାନଙ୍କେୁ ଉପଦେଶ ଦେଲେ।

fullscreen8 ଆମ୍ଭେ ଯେଉଁଠି ଏକାଠି ହାଇେଥିଲୁ, ସହେି ଉପର ଘ ରେ ଅନକଗେୁଡ଼ିଏ ଦୀପ ଥିଲା।

fullscreen9 ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।

fullscreen10 ପାଉଲ ତଳକୁ ଆସି ଆଣ୍ଠଇେ ପଡ଼ିଲେ, ଓ ତାହାକୁ ନିଜ ହାତ ରେ ଟକେି ନେଲେ ଓ କହିଲେ, ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହବେ।

fullscreen11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସମାନଙ୍କେ ସହିତ ଅଧିକ ସମୟ ପାହାନ୍ତିଆ ପର୍ୟ୍ଯନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ।

fullscreen12 ସମାନେେ ୟୁବକକୁ ଜୀବିତ ପାଇ ଘରକୁ ନଇଗେଲେ ଓ ବହୁତ ଆଶ୍ବସ୍ତ ହେଲେ।

7 And upon the first day of the week, when the disciples came together to break bread, Paul preached unto them, ready to depart on the morrow; and continued his speech until midnight.

8 And there were many lights in the upper chamber, where they were gathered together.

9 And there sat in a window a certain young man named Eutychus, being fallen into a deep sleep: and as Paul was long preaching, he sunk down with sleep, and fell down from the third loft, and was taken up dead.

10 And Paul went down, and fell on him, and embracing him said, Trouble not yourselves; for his life is in him.

11 When he therefore was come up again, and had broken bread, and eaten, and talked a long while, even till break of day, so he departed.

12 And they brought the young man alive, and were not a little comforted.

Acts 20 in Tamil and English

7 ମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହବୋ ବେଳେ ପାଉଲ ସମାନଙ୍କେୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଚ଼ାଲିୟିବା ପାଇଁ ଯୋଜନା କରି ମଧ୍ଯରାତ୍ରି ପର୍ୟ୍ଯନ୍ତ ସମାନଙ୍କେୁ ଉପଦେଶ ଦେଲେ।
And upon the first day of the week, when the disciples came together to break bread, Paul preached unto them, ready to depart on the morrow; and continued his speech until midnight.

8 ଆମ୍ଭେ ଯେଉଁଠି ଏକାଠି ହାଇେଥିଲୁ, ସହେି ଉପର ଘ ରେ ଅନକଗେୁଡ଼ିଏ ଦୀପ ଥିଲା।
And there were many lights in the upper chamber, where they were gathered together.

9 ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
And there sat in a window a certain young man named Eutychus, being fallen into a deep sleep: and as Paul was long preaching, he sunk down with sleep, and fell down from the third loft, and was taken up dead.

10 ପାଉଲ ତଳକୁ ଆସି ଆଣ୍ଠଇେ ପଡ଼ିଲେ, ଓ ତାହାକୁ ନିଜ ହାତ ରେ ଟକେି ନେଲେ ଓ କହିଲେ, ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହବେ।
And Paul went down, and fell on him, and embracing him said, Trouble not yourselves; for his life is in him.

11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସମାନଙ୍କେ ସହିତ ଅଧିକ ସମୟ ପାହାନ୍ତିଆ ପର୍ୟ୍ଯନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ।
When he therefore was come up again, and had broken bread, and eaten, and talked a long while, even till break of day, so he departed.

12 ସମାନେେ ୟୁବକକୁ ଜୀବିତ ପାଇ ଘରକୁ ନଇଗେଲେ ଓ ବହୁତ ଆଶ୍ବସ୍ତ ହେଲେ।
And they brought the young man alive, and were not a little comforted.