Acts 20:20 ଯେଉଁ ସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସହେିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚ ରେ ପ୍ରଚ଼ାର କହିଛି। ଜନସାଧାରଣଙ୍କ ସାମନା ରେ ଓ ଘ ରେ ଘ ରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦଇେଛି।
Acts 20:20 in Other Translations
King James Version (KJV) And how I kept back nothing that was profitable unto you, but have shewed you, and have taught you publickly, and from house to house,
American Standard Version (ASV) how I shrank not from declaring unto you anything that was profitable, and teaching you publicly, and from house to house,
Bible in Basic English (BBE) And how I kept back nothing which might be of profit to you, teaching you publicly and privately,
Darby English Bible (DBY) how I held back nothing of what is profitable, so as not to announce [it] to you, and to teach you publicly and in every house,
World English Bible (WEB) how I didn't shrink from declaring to you anything that was profitable, teaching you publicly and from house to house,
Young's Literal Translation (YLT) how nothing I did keep back of what things are profitable, not to declare to you, and to teach you publicly, and in every house,
how
ὡς
hōs
ose
nothing
οὐδὲν
oudeis
oo-THEES
I kept back
ὑπεστειλάμην
hypostellō
yoo-poh-STALE-loh
τῶν
ho
oh
that was profitable
συμφερόντων
sympherō
syoom-FAY-roh
τοῦ
ho
oh
but
μὴ
mē
may
have shewed
ἀναγγεῖλαι
anangellō
ah-nahng-GALE-loh
you,
ὑμῖν
hymin
yoo-MEEN
and
καὶ
kai
kay
have taught
διδάξαι
didaskō
thee-THA-skoh
you
ὑμᾶς
hymas
yoo-MAHS
publickly,
δημοσίᾳ
dēmosios
thay-MOH-see-ose
and
καὶ
kai
kay
κατ'
kata
ka-TA
from house to house,
οἴκους
oikos
OO-kose
Read Full Chapter :
Acts 20
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 20:27
କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:31
ତେଣୁ ତୁମ୍ଭମାନେେ ସାବଧାନ ହାଇେ ରୁହ। ତୁମ୍ଭମାନେେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଖ ରେ ରହି ଆଖିର ଲୁହ ରେ ପ୍ରେତ୍ୟକକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:42
ପ୍ ରରେିତମାନେ ପ୍ରତିଦିନ ମନ୍ଦିର ରେ ଓ ଘ ରେ ଘ ରେ ଏହି ସୁସମାଚ଼ାର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସମାନେେ ପ୍ରଚାର କାର୍ୟ୍ଯ ଆଦୌ ବନ୍ଦ କଲେ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:2
ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:46
ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:7
ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:3
ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:28
ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:16
ସବୁ ଶାସ୍ତ୍ର ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ ଯୋଗୀ ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:6
ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖ ରେ ଅନ୍ୟଭାଷା ରେ କଥା କ ହେ, ତା' ହେଲେ ତୁମ୍ଭର ବା କଣ ଲାଭ ହବେ? କବଳେ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ୟ୍ଯ ବା କିଛି ଭବିଷ୍ଯତ୍ ବାଣୀ ବା କିଛି ଉପଦେଶର କଥା କୁ ହେ ତବେେ ତୁମ୍ଭମାନଙ୍କର ପ୍ରକୃତ ରେ ଲାଭ ହବେ।
ଦିତୀୟ ବିବରଣ 4:5
ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।
ଗୀତସଂହିତା 40:9
ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।
ମାର୍କଲିଖିତ ସୁସମାଚାର 4:34
ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।
ଯିହିଜିକଲ 33:7
ଏଣୁ ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲ ବଂଶର ପ୍ରହରୀ କରି ନିୟୁକ୍ତ କରିଅଛି, ତୁମ୍ଭେ ମାରେ ମୁଖରୁ ଯେଉଁ ବାକ୍ଯଗୁଡ଼ିକ ମାେ ପକ୍ଷରୁ ସମାନଙ୍କେୁ ସଚତନେ କରିବ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:1
ଆଉ ଏବେ ହେ ମାରେ ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠା ରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସହେି ଏକାକଥା ଲେଖିବା ରେ, ମାେତେ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍ଭମାନେେ ଅଧିକ ପ୍ରସ୍ତୁତ ହାଇେ ରହିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:2
ସେ ତା' ସ୍ତ୍ରୀକୁ ଜଣାଇ ତା'ର ସମ୍ମତି ରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖ ରେ ରଖିଲା ଓ ବାକି ଟଙ୍କା ଆଣି ପ୍ ରରେିତମାନଙ୍କ ଚରଣ ରେ ରଖିଲା।