Acts 19:28 ସମାନେେ ଏହାଶୁଣି ଭୀଷଣ ରାଗିଗଲେ ଓ ଚ଼ିତ୍କାର କରି କହିଲେ, ଏଫିସୀୟମାନଙ୍କର ଆର୍ତ୍ତମେୀ ମହାଦବେୀ ମାହାନ୍ ଅଟନ୍ତି।
Acts 19:28 in Other Translations
King James Version (KJV) And when they heard these sayings, they were full of wrath, and cried out, saying, Great is Diana of the Ephesians.
American Standard Version (ASV) And when they heard this they were filled with wrath, and cried out, saying, Great is Diana of the Ephesus.
Bible in Basic English (BBE) And hearing this, they were very angry, crying out and saying, Great is Diana of Ephesus.
Darby English Bible (DBY) And having heard [this], and being filled with rage, they cried out, saying, Great [is] Artemis of the Ephesians.
World English Bible (WEB) When they heard this they were filled with anger, and cried out, saying, "Great is Artemis of the Ephesians!"
Young's Literal Translation (YLT) And they having heard, and having become full of wrath, were crying out, saying, `Great `is' the Artemis of the Ephesians!'
when they heard
Ἀκούσαντες
akouō
ah-KOO-oh
And
δὲ
de
thay
and
καὶ
kai
kay
they were
γενόμενοι
ginomai
GEE-noh-may
full
πλήρεις
plērēs
PLAY-rase
of wrath,
θυμοῦ
thymos
thyoo-MOSE
cried out,
ἔκραζον
krazō
KRA-zoh
saying,
λέγοντες
legō
LAY-goh
Great
Μεγάλη
megas
MAY-gahs
ἡ
ho
oh
Diana
Ἄρτεμις
artemis
AR-tay-mees
of the Ephesians.
Ἐφεσίων
ephesios
ay-FAY-see-ose
Read Full Chapter :
Acts 19
Cross Reference
ପ୍ରଥମ ଶାମୁୟେଲ 5:3
ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।
ପ୍ରଥମ ରାଜାବଳୀ 18:26
ତେଣୁ ସମାନେେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସମାନେେ ପ୍ରାତଃକାଳରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ବାଲ ନାମ ରେ ପ୍ରାର୍ଥନା କରି କହିଲେ, ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ। ମାତ୍ର କୌଣସି ଶଦ୍ଦ ହେଲାନାହିଁ କି କହେି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେ ନିର୍ମିତ ୟଜ୍ଞବଦେୀର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।
ଗୀତସଂହିତା 2:2
ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।
ଯିଶାଇୟ 41:5
ଦ୍ବୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସମାନେେ ନିକଟବର୍ତ୍ତୀ ହାଇେ ଆସିଲେ।'
ଯିରିମିୟ 50:38
ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:54
ୟିହୁଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ ମଡ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:19
ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:34
କିନ୍ତୁ ଯେତବେେଳେ ଲୋକମାନେ ଆଲେକ୍ଜାଣ୍ଡରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତବେେଳେ ସମାନେେ ଦୁଇ ଘଣ୍ଟା ପର୍ୟ୍ଯନ୍ତ ଚ଼ିତ୍କାର କଲେ ଓ କହିଲେ, ଏଫିସୀୟମାନଙ୍କର ମହାଦବେୀ ଆର୍ତ୍ତମେୀ ମହାନ୍ ଅଟନ୍ତି...!
ରେରିତମାନଙ୍କ କାର୍ଯ୍ୟର ବିବରଣ 21:28
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:12
ତେଣୁ ହେ ସ୍ବର୍ଗ ଓ ସ୍ବର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ଯନ୍ତ ଖରାପ ସମୟ, ଯେ ହତେୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କୋର୍ଧ ରେ ପୂର୍ଣ୍ଣ ହାଇେ ତୁମ୍ଭମାନଙ୍କ ମଧ୍ଯକୁ ଓହ୍ଲାଇ ଯାଇଅଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:4
ଲୋକାମନେ ସହେି ସାପକୁ ପୂଜା କଲେ, କାରଣ ସେ ତା'ର କ୍ଷମତା ପଶୁକୁ ଦାନ କରିଦଇେଥିଲା। ଲୋକମାନେ ସହେି ପଶୁକୁ ମଧ୍ଯ ପୂଜା କଲେ। ସମାନେେ କହିଲେ, ଏହି ପଶୁ ଭଳି ଶକ୍ତିଶାଳୀ କିଏ ଅଛି ? ତା' ବିରୁଦ୍ଧ ରେ କିଏ ୟୁଦ୍ଧ କରିପାରିବ ?
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:13
ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।