Acts 17:17 ତେଣୁ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।
Acts 17:17 in Other Translations
King James Version (KJV) Therefore disputed he in the synagogue with the Jews, and with the devout persons, and in the market daily with them that met with him.
American Standard Version (ASV) So he reasoned in the synagogue with Jews and the devout persons, and in the marketplace every day with them that met him.
Bible in Basic English (BBE) So he had discussions in the Synagogue with the Jews and God-fearing Gentiles, and every day in the market-place with those who were there.
Darby English Bible (DBY) He reasoned therefore in the synagogue with the Jews, and those who worshipped, and in the market-place every day with those he met with.
World English Bible (WEB) So he reasoned in the synagogue with the Jews and the devout persons, and in the marketplace every day with those who met him.
Young's Literal Translation (YLT) therefore, indeed, he was reasoning in the synagogue with the Jews, and with the worshipping persons, and in the market-place every day with those who met with him.
disputed he
διελέγετο
dialegomai
thee-ah-LAY-goh-may
μὲν
men
mane
Therefore
οὖν
oun
oon
in
ἐν
en
ane
the
τῇ
ho
oh
synagogue with
συναγωγῇ
synagōgē
syoon-ah-goh-GAY
the
τοῖς
ho
oh
Jews,
Ἰουδαίοις
ioudaios
ee-oo-THAY-ose
and
καὶ
kai
kay
the
τοῖς
ho
oh
with devout persons,
σεβομένοις
sebomai
SAY-voh-may
and
καὶ
kai
kay
in
ἐν
en
ane
the
τῇ
ho
oh
market
ἀγορᾷ
agora
ah-goh-RA
κατὰ
kata
ka-TA
πᾶσαν
pas
pahs
daily
ἡμέραν
hēmera
ay-MAY-ra
with
πρὸς
pros
prose
them that
τοὺς
ho
oh
met with him.
παρατυγχάνοντας
paratynchanō
pa-ra-tyoong-HA-noh
Read Full Chapter :
Acts 17
Cross Reference
ହିତୋପଦେଶ 1:20
ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ।
ହିତୋପଦେଶ 8:1
ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
ହିତୋପଦେଶ 8:34
ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
ଯିରିମିୟ 6:11
ଏଣୁ ମୁଁ ସଦାପ୍ରଭୁଙ୍କ କୋରଧ ରେ ପରିପୂର୍ଣ୍ଣ ହାଇେଅଛି ଓ ମୁଁ ତାହା ଧରି ରଖିବା ରେ କ୍ଲାନ୍ତ ହାଇେଅଛି। ସଦାପ୍ରଭୁଙ୍କ କୋର୍ଧକୁ ରାସ୍ତା ରେ କ୍ରୀଡ଼ାରତ ପିଲାମାନଙ୍କ ଉପ ରେ ଢ଼ାଳି ପକାଅ ଓ ସଭା ରେ ଏକତ୍ରୀତ ହାଇେଥିବା ୟୁବକମାନଙ୍କ ଉପ ରେ ଢ଼ାଳିଦିଅ, କାରଣ ସ୍ବାମୀ, ସ୍ତ୍ରୀ, ବୃଦ୍ଧ ଓ ବଯସ୍କ ସମସ୍ତେ ଧରାଯିବେ।
ମାଥିଉଲିଖିତ ସୁସମାଚାର 5:1
ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।
ମାର୍କଲିଖିତ ସୁସମାଚାର 16:15
ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।
ଲୂକଲିଖିତ ସୁସମାଚାର 12:3
ତୁମ୍ଭମାନେେ ଅନ୍ଧକାର ରେ କହୁଥିବା କଥା ଆଲୁଅ ରେ କହି ଦିଆୟିବ। ଗୋଟିଏ ଏକାନ୍ତ କଠାେରୀ ଭିତ ରେ ଚୁପ୍ କରି କାହା କାନ ରେ ତୁମ୍ଭମାନେେ କିଛି କହିଲେ ମଧ୍ଯ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆୟିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:2
କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:20
ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କ ରେ ପହଞ୍ଚି ସଠାେରେ ଯୀଶୁଙ୍କ ବିଷୟ ରେ ପ୍ରଚ଼ାର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:2
ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:16
ତେଣୁ ପାଉଲ ଠିଆ ହାଇେ ହାତ ରେ ସଙ୍କତେ ଦେଲେ ଏବଂ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମାେ କଥା ଶୁଣ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:1
ପାଉଲ ଓ ବର୍ଣ୍ଣବ୍ବା ଦୁ ହେଁ ଇକନିୟ ନଗର ରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସଠାେରେ ସମାନେେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ଯ ପ୍ରଚ଼ାର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନକେ ଲୋକ ବିଶ୍ବାସ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:2
ପାଉଲ ସମାନଙ୍କେ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ୟ୍ଯନ୍ତ ସମାନଙ୍କେ ସହିତ ଶାସ୍ତ୍ର ଆଲୋଚନା କଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:2
ସହେି ସମୟରେ ଲୋକେ କବଳେ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସମାନେେ ଅହଂକାରୀ ଓ ଉଦ୍ଧତ ହବେେ। ଅନ୍ୟ ଲୋକଙ୍କ ବିରୁଦ୍ଧ ରେ ନିନ୍ଦାକଥା କହିବେ। ମାତାପିତାଙ୍କୁ ମାନିବେ ନାହିଁ। ସମାନେେ ବିଶ୍ବାସଘାତକ ହବେେ। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିବେ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:5
ସମାନେେ ପରମେଶ୍ବରଙ୍କ ସବେକ ହବୋର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ବାରା ଜଣାପଡ଼ିବ ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ କରୁନାହାଁନ୍ତି। ତୀମଥି, ତୁମ୍ଭେ ସହେି ଲୋକମାନଙ୍କଠାରୁ ଦୂର ରେ ରୁହ।