Acts 16:16 Image in Oriya
ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ୟିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ। ତା' ଦହେ ରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ବାରା ସେ ଭବିଷ୍ଯତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ଯତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।
ଦିନେଆମ୍ଭେପ୍ରାର୍ଥନାସ୍ଥାନକୁୟିବାସମୟରେଗୋଟିଏଚ଼ାକରାଣୀକୁଦେଖିଲୁ।ତା'ଦହେରେଏପରିଆତ୍ମାଟିଏଥିଲା,ଯାହାଦ୍ବାରାସେଭବିଷ୍ଯତକଥାସବୁକହିପାରୁଥିଲା।ସେଏହିପରିଭବିଷ୍ଯତରକଥାସବୁକହିତା'ମାଲିକମାନଙ୍କପାଇଁବହୁତଧନଉପାର୍ଜନକରୁଥିଲା।
Acts 16:16 Picture in Oriya