Acts 13:20
ଏହି ସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ୟ୍ଯନ୍ତ ସମାନେେ ଅଧିକାର କଲେ।
Acts 13:20 in Other Translations
King James Version (KJV)
And after that he gave unto them judges about the space of four hundred and fifty years, until Samuel the prophet.
American Standard Version (ASV)
and after these things he gave `them' judges until Samuel the prophet.
Bible in Basic English (BBE)
And after these things he gave them judges, till the time of Samuel the prophet.
Darby English Bible (DBY)
And after these things he gave [them] judges till Samuel the prophet, [to the end of] about four hundred and fifty years.
World English Bible (WEB)
After these things he gave them judges until Samuel the prophet.
Young's Literal Translation (YLT)
`And after these things, about four hundred and fifty years, He gave judges -- till Samuel the prophet;
| And | καὶ | kai | kay |
| after | μετὰ | meta | may-TA |
| that | ταῦτα | tauta | TAF-ta |
| he gave | ὡς | hōs | ose |
| judges them unto | ἔτεσιν | etesin | A-tay-seen |
| of space the about | τετρακοσίοις | tetrakosiois | tay-tra-koh-SEE-oos |
| four hundred | καὶ | kai | kay |
| and | πεντήκοντα | pentēkonta | pane-TAY-kone-ta |
| fifty | ἔδωκεν | edōken | A-thoh-kane |
| years, | κριτὰς | kritas | kree-TAHS |
| until | ἕως | heōs | AY-ose |
| Samuel | Σαμουὴλ | samouēl | sa-moo-ALE |
| the | τοῦ | tou | too |
| prophet. | προφήτου | prophētou | proh-FAY-too |
Cross Reference
Judges 2:16
ଏହାପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି କଲେ। ଏବଂ ସହେି ବିଗ୍ଭରକର୍ତ୍ତାଗଣ, ସମାନଙ୍କେର ଧନସଐତ୍ତି ଯେଉଁମାନେ ନଇେଥିଲେ, ସହେି ଶତୃମାନଙ୍କ ହାତରକ୍ସ୍ଟ ସମାନଙ୍କେୁ ଉଧାର କଲେ।
1 Samuel 3:20
ତା'ପରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ଯଦ୍ବକ୍ତା ବୋଲି ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମସ୍ତ ଇଶ୍ରାୟେଲୀୟ ଜ୍ଞାତ ହେଲେ।
Judges 3:10
ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।
Ruth 1:1
ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।
1 Samuel 12:11
ସଦାପ୍ରଭୁ ତୁମ୍ଭମାନଙ୍କୁ ୟିରକ୍ସ୍ଟଦ୍ଦାଲକକ୍ସ୍ଟ, ବଦାନ୍କକ୍ସ୍ଟ, ୟିଲ୍ଗହକକ୍ସ୍ଟ ଓ ଶାମୁୟେଲଙ୍କୁ ପଠାଇ ଚତକ୍ସ୍ଟର୍ଦ୍ଦିଗ ରେ ଥିବା ତକ୍ସ୍ଟମ୍ଭ ଶତୃମାନଙ୍କ କବଳରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭମାନେେ ନିର୍ଭୟ ରେ ବାସ କଲ।
2 Samuel 7:11
ପରମେଶ୍ବର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କଠାରକ୍ସ୍ଟ ଆଶ୍ବସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରକ୍ସ୍ଟ ଓ ପରିବାରରକ୍ସ୍ଟ ରାଜାଗଣ କରିବେ
2 Kings 23:22
ପୂର୍ବଦିନଗୁଡିକରେ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳ ରେ ବିଗ୍ଭରକମାନେ ଇଶ୍ରାୟେଲ ରେ ଶାସନ କଲେ। ଏପରି ନିସ୍ତାର ପର୍ବ ପାଳନ କବେେ ହାଇେ ନଥିଲା।
1 Chronicles 17:6
ଆମ୍ଭେ ଇଶ୍ରାୟେଲୀୟମାନଙ୍କ ସହିତ ଗଲା ସମୟରେ କବେେ ହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ : ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦବଦୋରୁ କାଠ ରେ ଗୃହ ନିର୍ମାଣ କରି ନାହଁ ?
Acts 3:24
ହଁ, ଶାମୁଯଲେ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟ ରେ ଘୋଷଣା କରିଛନ୍ତି।