Acts 13

fullscreen13 ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ଫଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସମାନଙ୍କେୁ ଛାଡ଼ି ୟିରୂଶାଲମକୁ ଫରେିଆସିଲେ।

fullscreen14 ସମାନେେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗର ରେ ଆସି ପହନ୍ଚିଲେ। ଆନ୍ତିୟଖିଆ ରେ ବିଶ୍ରାମ ଦିନ ରେ ସମାନେେ ୟିହୁଦୀମାନଙ୍କର ସମାଜଗୃହ ରେ ଯାଇ ବସିଲେ।

fullscreen15 ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।

fullscreen16 ତେଣୁ ପାଉଲ ଠିଆ ହାଇେ ହାତ ରେ ସଙ୍କତେ ଦେଲେ ଏବଂ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମାେ କଥା ଶୁଣ।

fullscreen17 ଇଶ୍ରାୟେଲର ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶର ରେ ବିଦେଶୀ ଭାବେ ସମାନେେ ରହୁଥିବା ବେଳେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳ ରେ ସଠାରୁେ ସମାନଙ୍କେୁ ବାହାର ମଧ୍ଯ କରି ଆଣିଲେ।

fullscreen18 ପରମେଶ୍ବର ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ସମାନଙ୍କେର ଆଚ଼ରଣ ସହିଲେ।

fullscreen19 ପରମେଶ୍ବର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସହେି ଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ଦେଲେ।

fullscreen20 ଏହି ସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ୟ୍ଯନ୍ତ ସମାନେେ ଅଧିକାର କଲେ।

fullscreen21 ଏହାପରେ ସମାନେେ ଜଣେ ରାଜା ଚାହିଁଲେ। ପରମେଶ୍ବର ସମାନଙ୍କେୁ ବିନ୍ଯାମୀନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ରାଜତ୍ବ କଲେ।

fullscreen22 ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'

fullscreen23 ପରମେଶ୍ବର ତାହାଙ୍କର ପ୍ରତିଜ୍ଞା ଅନୁଯାଯୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇଶ୍ରାୟେଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।

fullscreen24 ତାହାଙ୍କ ଆସିବା ପୂର୍ବରୁ ଯୋହନ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସମାନଙ୍କେ ଜୀବନ ରେ ପରିବର୍ତ୍ତନ ହାଇେ ଥିବାର ଚ଼ିହ୍ନ ସ୍ବରୁପ ସମାନେେ ବାପ୍ତିସ୍ମ ନବୋ ଆବଶ୍ଯକ।

fullscreen25 ଯୋହନ ତାହାଙ୍କ କାର୍ୟ୍ଯ ପୂର୍ଣ୍ଣ କରି କହିଲେ, ' ମାେତେ ତୁମ୍ଭମାନେେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମାରେ ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟଇବୋ ପାଇଁ ମଧ୍ଯ ମୁଁ ଯୋଗ୍ଯ ନୁହେଁ।'

fullscreen26 ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।

fullscreen27 ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।

fullscreen28 ସମାନେେ ତାହାଙ୍କର ମୃତ୍ଯୁଦଣ୍ଡ ଦବୋର କିଛି କାରଣ ନ ପାଇ ତାହାଙ୍କୁ ମାରିଦବୋପାଇଁ ପୀଲାତଙ୍କୁ କହିଲେ।

fullscreen29 ତାହାଙ୍କ ବିଷୟ ରେ ସବୁ ଲଖାେ ହାଇେଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସମାନେେ ତାହାଙ୍କୁ କୃଶରୁ ଓହ୍ଲାଇ ଆଣି କବର ମଧିଅରେ ରଖି ଦେଲେ।

fullscreen30 କିନ୍ତୁ ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ।

fullscreen31 ସେ ତାହାଙ୍କ ସହିତ ଗାଲିଲୀରୁ ୟିରୂଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ୟ୍ଯନ୍ତ ଦର୍ଶନ ଦେଲେ। ସମାନେେ ଲୋକମାନଙ୍କ ଆଗ ରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

fullscreen32 ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର ଶୁଣାଉଛୁ।

fullscreen33 ପରମେଶ୍ବର ସହେି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୁର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତା ରେ ଲଖାେଅଛି:

fullscreen34 ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣିଥରେ କବରପ୍ରାପ୍ତ ହାଇେ କ୍ଷୟ ନହୁଏ। ଏ ବିଷୟ ରେ ସେ କହିଲେ,

fullscreen35 ପବିତ୍ର ବାକ୍ଯର ଅନ୍ୟ ସ୍ଥାନ ରେ ମଧ୍ଯ ଲଖାେଅଛି,

fullscreen36 ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।

fullscreen37 କିନ୍ତୁ ପରମେଶ୍ବର ଯାହାଙ୍କୁ ମୃତ୍ଯୁରୁ ଉେଠଇଲେ ସେ କ୍ଷୟପ୍ରାପ୍ତ ହାଇେ ନଥିଲେ।

fullscreen38 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, କବଳେ ଏହି ଜଣଙ୍କ ଦ୍ବାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହାଇପୋ ରେ।

fullscreen39 ମାଶାଙ୍କେ ବ୍ଯବସ୍ଥା ଦ୍ବାରା ତୁମ୍ଭମାନେେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠା ରେ ବିଶ୍ବାସ କରି ତୁମ୍ଭମାନେେ ସହେିସବୁ ପାପରୁ ମୁକ୍ତି ପାଇ ପାରିବ।

fullscreen40 ତେଣୁ ସାବଧାନ ରୁହ ଯେ, ଭବିଷ୍ଯଦ୍ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନଘଟେ।

fullscreen41 ବିଷ୍ଯଦ୍ବକ୍ତାମାନେ କହିଲେ,

fullscreen42 ପାଉଲ ଓ ବର୍ଣ୍ଣବ୍ବା ସଠାରୁେ ଗଲା ବେଳେ ଲୋକମାନେ ସମାନଙ୍କେୁ ଆଗାମୀ ବିଶ୍ରାମ ଦିବସ ରେ ଏହି ସବୁକଥା ଆହୁରି କରିବାପାଇଁ ଅନୁରୋଧ କଲେ।

fullscreen43 ସଭା ସମାପ୍ତ ହବୋପରେ ଅନକେ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅନୁସରଣ କଲେ। ସମାନେେ ସମାନଙ୍କେ ସହିତ କଥାବାର୍ତ୍ତା ହାଇେ ସମାନଙ୍କେୁ ପରମେଶ୍ବରଙ୍କ ଅନୁଗ୍ରହ ରେ ସ୍ଥିର ହାଇେ ରହିବାପାଇଁ କହିଲେ।

fullscreen44 ପରବର୍ତ୍ତୀ ବିଶ୍ରାମବାର ରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ଯ ଶୁଣିବା ପାଇଁ ଏକାଠି ହେଲେ।

fullscreen45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।

fullscreen46 କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।

fullscreen47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦଇେଛନ୍ତି:

fullscreen48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସି ହେଲେ ଓ ପ୍ରଭୁଙ୍କର ସୁସମାଚ଼ାରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହାଇେଥିଲେ, ସହେି ଲୋକମାନେ ପ୍ରଭୁଙ୍କଠା ରେ ବିଶ୍ବାସ କଲେ।

fullscreen49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଚ଼ାରିଆଡ଼େ ବ୍ଯାପିଗଲା।

fullscreen50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।

fullscreen51 ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ବିରୁଦ୍ଧ ରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦଇେ ଇକନିୟ ନଗରକୁ ଚ଼ାଲିଗଲେ।

13 Now when Paul and his company loosed from Paphos, they came to Perga in Pamphylia: and John departing from them returned to Jerusalem.

14 But when they departed from Perga, they came to Antioch in Pisidia, and went into the synagogue on the sabbath day, and sat down.

15 And after the reading of the law and the prophets the rulers of the synagogue sent unto them, saying, Ye men and brethren, if ye have any word of exhortation for the people, say on.

16 Then Paul stood up, and beckoning with his hand said, Men of Israel, and ye that fear God, give audience.

17 The God of this people of Israel chose our fathers, and exalted the people when they dwelt as strangers in the land of Egypt, and with an high arm brought he them out of it.

18 And about the time of forty years suffered he their manners in the wilderness.

19 And when he had destroyed seven nations in the land of Chanaan, he divided their land to them by lot.

20 And after that he gave unto them judges about the space of four hundred and fifty years, until Samuel the prophet.

21 And afterward they desired a king: and God gave unto them Saul the son of Cis, a man of the tribe of Benjamin, by the space of forty years.

22 And when he had removed him, he raised up unto them David to be their king; to whom also he gave testimony, and said, I have found David the son of Jesse, a man after mine own heart, which shall fulfil all my will.

23 Of this man’s seed hath God according to his promise raised unto Israel a Saviour, Jesus:

24 When John had first preached before his coming the baptism of repentance to all the people of Israel.

25 And as John fulfilled his course, he said, Whom think ye that I am? I am not he. But, behold, there cometh one after me, whose shoes of his feet I am not worthy to loose.

26 Men and brethren, children of the stock of Abraham, and whosoever among you feareth God, to you is the word of this salvation sent.

27 For they that dwell at Jerusalem, and their rulers, because they knew him not, nor yet the voices of the prophets which are read every sabbath day, they have fulfilled them in condemning him.

28 And though they found no cause of death in him, yet desired they Pilate that he should be slain.

29 And when they had fulfilled all that was written of him, they took him down from the tree, and laid him in a sepulchre.

30 But God raised him from the dead:

31 And he was seen many days of them which came up with him from Galilee to Jerusalem, who are his witnesses unto the people.

32 And we declare unto you glad tidings, how that the promise which was made unto the fathers,

33 God hath fulfilled the same unto us their children, in that he hath raised up Jesus again; as it is also written in the second psalm, Thou art my Son, this day have I begotten thee.

34 And as concerning that he raised him up from the dead, now no more to return to corruption, he said on this wise, I will give you the sure mercies of David.

35 Wherefore he saith also in another psalm, Thou shalt not suffer thine Holy One to see corruption.

36 For David, after he had served his own generation by the will of God, fell on sleep, and was laid unto his fathers, and saw corruption:

37 But he, whom God raised again, saw no corruption.

38 Be it known unto you therefore, men and brethren, that through this man is preached unto you the forgiveness of sins:

39 And by him all that believe are justified from all things, from which ye could not be justified by the law of Moses.

40 Beware therefore, lest that come upon you, which is spoken of in the prophets;

41 Behold, ye despisers, and wonder, and perish: for I work a work in your days, a work which ye shall in no wise believe, though a man declare it unto you.

42 And when the Jews were gone out of the synagogue, the Gentiles besought that these words might be preached to them the next sabbath.

43 Now when the congregation was broken up, many of the Jews and religious proselytes followed Paul and Barnabas: who, speaking to them, persuaded them to continue in the grace of God.

44 And the next sabbath day came almost the whole city together to hear the word of God.

45 But when the Jews saw the multitudes, they were filled with envy, and spake against those things which were spoken by Paul, contradicting and blaspheming.

46 Then Paul and Barnabas waxed bold, and said, It was necessary that the word of God should first have been spoken to you: but seeing ye put it from you, and judge yourselves unworthy of everlasting life, lo, we turn to the Gentiles.

47 For so hath the Lord commanded us, saying, I have set thee to be a light of the Gentiles, that thou shouldest be for salvation unto the ends of the earth.

48 And when the Gentiles heard this, they were glad, and glorified the word of the Lord: and as many as were ordained to eternal life believed.

49 And the word of the Lord was published throughout all the region.

50 But the Jews stirred up the devout and honourable women, and the chief men of the city, and raised persecution against Paul and Barnabas, and expelled them out of their coasts.

51 But they shook off the dust of their feet against them, and came unto Iconium.

Acts 13 in Tamil and English

13 ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ଫଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସମାନଙ୍କେୁ ଛାଡ଼ି ୟିରୂଶାଲମକୁ ଫରେିଆସିଲେ।
Now when Paul and his company loosed from Paphos, they came to Perga in Pamphylia: and John departing from them returned to Jerusalem.

14 ସମାନେେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗର ରେ ଆସି ପହନ୍ଚିଲେ। ଆନ୍ତିୟଖିଆ ରେ ବିଶ୍ରାମ ଦିନ ରେ ସମାନେେ ୟିହୁଦୀମାନଙ୍କର ସମାଜଗୃହ ରେ ଯାଇ ବସିଲେ।
But when they departed from Perga, they came to Antioch in Pisidia, and went into the synagogue on the sabbath day, and sat down.

15 ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।
And after the reading of the law and the prophets the rulers of the synagogue sent unto them, saying, Ye men and brethren, if ye have any word of exhortation for the people, say on.

16 ତେଣୁ ପାଉଲ ଠିଆ ହାଇେ ହାତ ରେ ସଙ୍କତେ ଦେଲେ ଏବଂ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମାେ କଥା ଶୁଣ।
Then Paul stood up, and beckoning with his hand said, Men of Israel, and ye that fear God, give audience.

17 ଇଶ୍ରାୟେଲର ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶର ରେ ବିଦେଶୀ ଭାବେ ସମାନେେ ରହୁଥିବା ବେଳେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳ ରେ ସଠାରୁେ ସମାନଙ୍କେୁ ବାହାର ମଧ୍ଯ କରି ଆଣିଲେ।
The God of this people of Israel chose our fathers, and exalted the people when they dwelt as strangers in the land of Egypt, and with an high arm brought he them out of it.

18 ପରମେଶ୍ବର ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ସମାନଙ୍କେର ଆଚ଼ରଣ ସହିଲେ।
And about the time of forty years suffered he their manners in the wilderness.

19 ପରମେଶ୍ବର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସହେି ଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ଦେଲେ।
And when he had destroyed seven nations in the land of Chanaan, he divided their land to them by lot.

20 ଏହି ସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ୟ୍ଯନ୍ତ ସମାନେେ ଅଧିକାର କଲେ।
And after that he gave unto them judges about the space of four hundred and fifty years, until Samuel the prophet.

21 ଏହାପରେ ସମାନେେ ଜଣେ ରାଜା ଚାହିଁଲେ। ପରମେଶ୍ବର ସମାନଙ୍କେୁ ବିନ୍ଯାମୀନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ରାଜତ୍ବ କଲେ।
And afterward they desired a king: and God gave unto them Saul the son of Cis, a man of the tribe of Benjamin, by the space of forty years.

22 ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'
And when he had removed him, he raised up unto them David to be their king; to whom also he gave testimony, and said, I have found David the son of Jesse, a man after mine own heart, which shall fulfil all my will.

23 ପରମେଶ୍ବର ତାହାଙ୍କର ପ୍ରତିଜ୍ଞା ଅନୁଯାଯୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇଶ୍ରାୟେଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।
Of this man’s seed hath God according to his promise raised unto Israel a Saviour, Jesus:

24 ତାହାଙ୍କ ଆସିବା ପୂର୍ବରୁ ଯୋହନ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସମାନଙ୍କେ ଜୀବନ ରେ ପରିବର୍ତ୍ତନ ହାଇେ ଥିବାର ଚ଼ିହ୍ନ ସ୍ବରୁପ ସମାନେେ ବାପ୍ତିସ୍ମ ନବୋ ଆବଶ୍ଯକ।
When John had first preached before his coming the baptism of repentance to all the people of Israel.

25 ଯୋହନ ତାହାଙ୍କ କାର୍ୟ୍ଯ ପୂର୍ଣ୍ଣ କରି କହିଲେ, ' ମାେତେ ତୁମ୍ଭମାନେେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମାରେ ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟଇବୋ ପାଇଁ ମଧ୍ଯ ମୁଁ ଯୋଗ୍ଯ ନୁହେଁ।'
And as John fulfilled his course, he said, Whom think ye that I am? I am not he. But, behold, there cometh one after me, whose shoes of his feet I am not worthy to loose.

26 ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।
Men and brethren, children of the stock of Abraham, and whosoever among you feareth God, to you is the word of this salvation sent.

27 ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।
For they that dwell at Jerusalem, and their rulers, because they knew him not, nor yet the voices of the prophets which are read every sabbath day, they have fulfilled them in condemning him.

28 ସମାନେେ ତାହାଙ୍କର ମୃତ୍ଯୁଦଣ୍ଡ ଦବୋର କିଛି କାରଣ ନ ପାଇ ତାହାଙ୍କୁ ମାରିଦବୋପାଇଁ ପୀଲାତଙ୍କୁ କହିଲେ।
And though they found no cause of death in him, yet desired they Pilate that he should be slain.

29 ତାହାଙ୍କ ବିଷୟ ରେ ସବୁ ଲଖାେ ହାଇେଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସମାନେେ ତାହାଙ୍କୁ କୃଶରୁ ଓହ୍ଲାଇ ଆଣି କବର ମଧିଅରେ ରଖି ଦେଲେ।
And when they had fulfilled all that was written of him, they took him down from the tree, and laid him in a sepulchre.

30 କିନ୍ତୁ ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ।
But God raised him from the dead:

31 ସେ ତାହାଙ୍କ ସହିତ ଗାଲିଲୀରୁ ୟିରୂଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ୟ୍ଯନ୍ତ ଦର୍ଶନ ଦେଲେ। ସମାନେେ ଲୋକମାନଙ୍କ ଆଗ ରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।
And he was seen many days of them which came up with him from Galilee to Jerusalem, who are his witnesses unto the people.

32 ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର ଶୁଣାଉଛୁ।
And we declare unto you glad tidings, how that the promise which was made unto the fathers,

33 ପରମେଶ୍ବର ସହେି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୁର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତା ରେ ଲଖାେଅଛି:
God hath fulfilled the same unto us their children, in that he hath raised up Jesus again; as it is also written in the second psalm, Thou art my Son, this day have I begotten thee.

34 ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣିଥରେ କବରପ୍ରାପ୍ତ ହାଇେ କ୍ଷୟ ନହୁଏ। ଏ ବିଷୟ ରେ ସେ କହିଲେ,
And as concerning that he raised him up from the dead, now no more to return to corruption, he said on this wise, I will give you the sure mercies of David.

35 ପବିତ୍ର ବାକ୍ଯର ଅନ୍ୟ ସ୍ଥାନ ରେ ମଧ୍ଯ ଲଖାେଅଛି,
Wherefore he saith also in another psalm, Thou shalt not suffer thine Holy One to see corruption.

36 ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।
For David, after he had served his own generation by the will of God, fell on sleep, and was laid unto his fathers, and saw corruption:

37 କିନ୍ତୁ ପରମେଶ୍ବର ଯାହାଙ୍କୁ ମୃତ୍ଯୁରୁ ଉେଠଇଲେ ସେ କ୍ଷୟପ୍ରାପ୍ତ ହାଇେ ନଥିଲେ।
But he, whom God raised again, saw no corruption.

38 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, କବଳେ ଏହି ଜଣଙ୍କ ଦ୍ବାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହାଇପୋ ରେ।
Be it known unto you therefore, men and brethren, that through this man is preached unto you the forgiveness of sins:

39 ମାଶାଙ୍କେ ବ୍ଯବସ୍ଥା ଦ୍ବାରା ତୁମ୍ଭମାନେେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠା ରେ ବିଶ୍ବାସ କରି ତୁମ୍ଭମାନେେ ସହେିସବୁ ପାପରୁ ମୁକ୍ତି ପାଇ ପାରିବ।
And by him all that believe are justified from all things, from which ye could not be justified by the law of Moses.

40 ତେଣୁ ସାବଧାନ ରୁହ ଯେ, ଭବିଷ୍ଯଦ୍ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନଘଟେ।
Beware therefore, lest that come upon you, which is spoken of in the prophets;

41 ବିଷ୍ଯଦ୍ବକ୍ତାମାନେ କହିଲେ,
Behold, ye despisers, and wonder, and perish: for I work a work in your days, a work which ye shall in no wise believe, though a man declare it unto you.

42 ପାଉଲ ଓ ବର୍ଣ୍ଣବ୍ବା ସଠାରୁେ ଗଲା ବେଳେ ଲୋକମାନେ ସମାନଙ୍କେୁ ଆଗାମୀ ବିଶ୍ରାମ ଦିବସ ରେ ଏହି ସବୁକଥା ଆହୁରି କରିବାପାଇଁ ଅନୁରୋଧ କଲେ।
And when the Jews were gone out of the synagogue, the Gentiles besought that these words might be preached to them the next sabbath.

43 ସଭା ସମାପ୍ତ ହବୋପରେ ଅନକେ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅନୁସରଣ କଲେ। ସମାନେେ ସମାନଙ୍କେ ସହିତ କଥାବାର୍ତ୍ତା ହାଇେ ସମାନଙ୍କେୁ ପରମେଶ୍ବରଙ୍କ ଅନୁଗ୍ରହ ରେ ସ୍ଥିର ହାଇେ ରହିବାପାଇଁ କହିଲେ।
Now when the congregation was broken up, many of the Jews and religious proselytes followed Paul and Barnabas: who, speaking to them, persuaded them to continue in the grace of God.

44 ପରବର୍ତ୍ତୀ ବିଶ୍ରାମବାର ରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ଯ ଶୁଣିବା ପାଇଁ ଏକାଠି ହେଲେ।
And the next sabbath day came almost the whole city together to hear the word of God.

45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
But when the Jews saw the multitudes, they were filled with envy, and spake against those things which were spoken by Paul, contradicting and blaspheming.

46 କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।
Then Paul and Barnabas waxed bold, and said, It was necessary that the word of God should first have been spoken to you: but seeing ye put it from you, and judge yourselves unworthy of everlasting life, lo, we turn to the Gentiles.

47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦଇେଛନ୍ତି:
For so hath the Lord commanded us, saying, I have set thee to be a light of the Gentiles, that thou shouldest be for salvation unto the ends of the earth.

48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସି ହେଲେ ଓ ପ୍ରଭୁଙ୍କର ସୁସମାଚ଼ାରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହାଇେଥିଲେ, ସହେି ଲୋକମାନେ ପ୍ରଭୁଙ୍କଠା ରେ ବିଶ୍ବାସ କଲେ।
And when the Gentiles heard this, they were glad, and glorified the word of the Lord: and as many as were ordained to eternal life believed.

49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଚ଼ାରିଆଡ଼େ ବ୍ଯାପିଗଲା।
And the word of the Lord was published throughout all the region.

50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।
But the Jews stirred up the devout and honourable women, and the chief men of the city, and raised persecution against Paul and Barnabas, and expelled them out of their coasts.

51 ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ବିରୁଦ୍ଧ ରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦଇେ ଇକନିୟ ନଗରକୁ ଚ଼ାଲିଗଲେ।
But they shook off the dust of their feet against them, and came unto Iconium.