Acts 12:25
ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।
And | Βαρναβᾶς | barnabas | vahr-na-VAHS |
Barnabas | δὲ | de | thay |
and | καὶ | kai | kay |
Saul | Σαῦλος | saulos | SA-lose |
returned | ὑπέστρεψαν | hypestrepsan | yoo-PAY-stray-psahn |
from | ἐξ | ex | ayks |
Jerusalem, | Ἰερουσαλὴμ | ierousalēm | ee-ay-roo-sa-LAME |
when they had fulfilled | πληρώσαντες | plērōsantes | play-ROH-sahn-tase |
their | τὴν | tēn | tane |
ministry, | διακονίαν | diakonian | thee-ah-koh-NEE-an |
and | συμπαραλαβόντες | symparalabontes | syoom-pa-ra-la-VONE-tase |
took with them | καὶ | kai | kay |
John, | Ἰωάννην | iōannēn | ee-oh-AN-nane |
τὸν | ton | tone | |
whose surname was | ἐπικληθέντα | epiklēthenta | ay-pee-klay-THANE-ta |
Mark. | Μᾶρκον | markon | MAHR-kone |
Cross Reference
Acts 12:12
ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ଯ କୁହା ଯାଉଥିଲା। ସଠାେରେ ଅନକେ ଲୋକ ଏକାଠି ହାଇେ ପ୍ରାର୍ଥନା କରୁଥିଲେ।
Acts 4:36
ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।
Acts 11:29
ସେଥିପାଇଁ ବିଶ୍ବାସୀମାନେ ସ୍ଥିର କଲେ ଯେ, ସମାନେେ ଯଥାଶକ୍ତି ସାହାୟ୍ଯ ପାଠାଇବେ। ପ୍ରେତ୍ୟକକ ବିଶ୍ବାସୀ ନିଜର ସାଧ୍ଯମତେ ସାହାୟ୍ଯ ଦବୋପାଇଁ ଯୋଜନା କଲେ।
Acts 15:37
ବର୍ଣ୍ଣବ୍ବା ସମାନଙ୍କେ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନଙ୍କୁ ନବୋପାଇଁ ଚାହିଁଲେ।
1 Peter 5:13
ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସମାନେେ ମଧ୍ଯ ମନୋନୀତ। ଯୀଶୁଖ୍ରୀଷ୍ଟଙ୍କ ବିଶ୍ବାସୀ ମାେ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି।
Acts 13:1
ଆନ୍ତିୟଖିଆ ମଣ୍ଡଳୀ ରେ କେତକେ ଭବିଷ୍ଯଦ୍ବକ୍ତା ଓ ଶିକ୍ଷକ ଥିଲେ। ସମାନେେ ହେଲେ, ବର୍ଣ୍ଣବ୍ବା,ଶିମିଯୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୁରୀଣୀୟ, ଲୂକିୟ, ମନ ହେମ୍ ୟିଏ େ ହରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ।