Acts 10:22 Image in Oriya
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
ସମାନେେତାହାଙ୍କୁକହିଲେ,ଆମ୍ଭମାନଙ୍କେୁସୈନ୍ଯବାହିନୀରଅଧିକାରୀକର୍ଣ୍ଣୀଲିୟପଠାଇଛନ୍ତି।ସେପରମେଶ୍ବରଙ୍କୁଭୟକରୁଥିବାଜଣେଉତ୍ତମବ୍ଯକ୍ତି।ତାହାଙ୍କୁଯିହୂଦୀମାନେବହୁତସମ୍ମାନଦିଅନ୍ତି।ଜଣେପବିତ୍ରସ୍ବର୍ଗଦୂତକର୍ଣ୍ଣୀଲିୟଙ୍କୁଦର୍ଶନଦଇେତୁମ୍ଭକୁତାହାଙ୍କଘରକୁନିମନ୍ତ୍ରଣକରିବାପାଇଁକହିଛନ୍ତି,ଯେପରିସେତୁମ୍ଭନିକଟରୁକଥାଶୁଣିପାରନ୍ତି।
Acts 10:22 Picture in Oriya