Zechariah 1:9
ମୁଁ ପଗ୍ଭରିଲି, ହେ ମାରେ ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?
Zechariah 1:9 in Other Translations
King James Version (KJV)
Then said I, O my lord, what are these? And the angel that talked with me said unto me, I will shew thee what these be.
American Standard Version (ASV)
Then said I, O my lord, what are these? And the angel that talked with me said unto me, I will show thee what these are.
Bible in Basic English (BBE)
Then I said, O my lord, what are these? And the angel who was talking to me said to me, I will make clear to you what they are.
Darby English Bible (DBY)
And I said, My lord, what are these? And the angel that talked with me said unto me, I will shew thee what these are.
World English Bible (WEB)
Then I asked, 'My lord, what are these?'" The angel who talked with me said to me, "I will show you what these are."
Young's Literal Translation (YLT)
And I say, `What `are' these, my lord?' And the messenger who is speaking with me saith unto me, `I -- I do shew thee what these `are'.'
| Then said | וָאֹמַ֖ר | wāʾōmar | va-oh-MAHR |
| I, O my lord, | מָה | mâ | ma |
| what | אֵ֣לֶּה | ʾēlle | A-leh |
| are these? | אֲדֹנִ֑י | ʾădōnî | uh-doh-NEE |
| And the angel | וַיֹּ֣אמֶר | wayyōʾmer | va-YOH-mer |
| talked that | אֵלַ֗י | ʾēlay | ay-LAI |
| with me said | הַמַּלְאָךְ֙ | hammalʾok | ha-mahl-oke |
| unto | הַדֹּבֵ֣ר | haddōbēr | ha-doh-VARE |
| I me, | בִּ֔י | bî | bee |
| will shew | אֲנִ֥י | ʾănî | uh-NEE |
| thee what | אַרְאֶ֖ךָּ | ʾarʾekkā | ar-EH-ka |
| these | מָה | mâ | ma |
| be. | הֵ֥מָּה | hēmmâ | HAY-ma |
| אֵֽלֶּה׃ | ʾēlle | A-leh |
Cross Reference
Zechariah 4:4
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, ମାରେ ମହାଶୟ, ଏଗୁଡିକ ସବୁ କଣ?
Zechariah 5:5
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରକୁ ଆସିଲେ। ମାେତେ କହିଲେ, ଦେଖ, କ'ଣ ଆସୁଥିବାର ଦେଖୁଛ?
Zechariah 2:3
ତା'ପ ରେ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।
Zechariah 1:19
ତା'ପ ରେ ମୁଁ ଯେଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, ଏହି ଶିଙ୍ଗଗୁଡିକ କ'ଣ?
Revelation 22:8
ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।
Revelation 19:9
ତା'ପରେ ଦୂତ ମାେତେ କହିଲେ, ଏହା ଲେଖ : ମଷେଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ଯକ୍ତିମାନେ ଧନ୍ଯ ! ସେ ଦୂତ ପୁଣି କହିଲେ, ପରମେଶ୍ବରଙ୍କର ବାକ୍ଯ ସତ୍ଯ ଅଟେ।
Revelation 17:1
ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।
Revelation 7:13
ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?
Zechariah 6:4
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ମୁଁ ପଗ୍ଭରିଲି, ମାରେମହାଶୟ, ଏଗୁଡିକର ଅର୍ଥ କ'ଣ?
Zechariah 4:11
ତା'ପ ରେ ମୁଁ ତାଙ୍କୁ କହିଲି, ଦ୍ବୀପରୂଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ'ଣ?
Daniel 10:11
ସେ ମାେତେ କହିଲେ, ' ହେ ଦାନିୟେଲ, ତୁମ୍ଭେ ପରମେଶ୍ବରଙ୍କର ଅତି ପ୍ରିଯପାତ୍ର। ମାେ କଥା ଶୁଣ ଓ ମାେତେ ବୁଝିବାକୁ ଚେଷ୍ଟାକର। ଛିଡା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।' ସେ ମାେତେ ଏହିକଥା କହିବାରୁ ମୁଁ କମ୍ପିତ ହାଇେ ଛିଡା ହଲିେ।
Daniel 9:22
ଗାବ୍ରିଯଲେ ମାେତେ ଶିକ୍ଷା ଦଇେ କହିଲେ, ହେ ଦାନିୟେଲ, ମୁଁ ତୁମ୍ଭକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରୁଅଛି।
Daniel 8:15
ଅନନ୍ତର ମୁଁ ଦାନିୟେଲ, ଏହି ଦର୍ଶନ ପାଇଲା ପ ରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ଯ ପରି ଦଖାଯାେଉଥିବା ପ୍ରାଣୀ ମାେ ସମ୍ମୁଖ ରେ ଆର୍ବିଭାବ ହୋଲା।
Daniel 7:16
ସଠାେ ରେ ଛିଡା ହାଇେଥିବା ଲୋକମାନଙ୍କ ମଧ୍ଯରୁ ଜଣକ ନିକଟକୁ ୟାଇ ଏସବୁ ତଥ୍ଯ ପଗ୍ଭରିଲି। ତେଣୁ ସେ ମାେତେ ସେ ସବୁର ଅର୍ଥ ବୁଝାଇ କହିଲେ।
Genesis 31:11
ସେତବେେଳେ ପରମେଶ୍ବରଙ୍କର ଦୂତ ସ୍ବପ୍ନ ରେ ମାେତେ 'ଯାକୁବ' ବୋଲି ଡାକନ୍ତେ!