Psalm 119:81 in Oriya

Oriya Oriya Bible Psalm Psalm 119 Psalm 119:81

Psalm 119:81
ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।

Psalm 119:80Psalm 119Psalm 119:82

Psalm 119:81 in Other Translations

King James Version (KJV)
My soul fainteth for thy salvation: but I hope in thy word.

American Standard Version (ASV)
KAPH. My soul fainteth for thy salvation; `But' I hope in thy word.

Bible in Basic English (BBE)
<CAPH> My soul is wasted with desire for your salvation: but I have hope in your word.

Darby English Bible (DBY)
CAPH. My soul fainteth for thy salvation; I hope in thy word.

World English Bible (WEB)
My soul faints for your salvation. I hope in your word.

Young's Literal Translation (YLT)
`Kaph.' Consumed for Thy salvation hath been my soul, For Thy word I have hoped.

My
soul
כָּלְתָ֣הkoltâkole-TA
fainteth
לִתְשׁוּעָתְךָ֣litšûʿotkāleet-shoo-ote-HA
for
thy
salvation:
נַפְשִׁ֑יnapšînahf-SHEE
hope
I
but
לִדְבָרְךָ֥lidborkāleed-vore-HA
in
thy
word.
יִחָֽלְתִּי׃yiḥālĕttîyee-HA-leh-tee

Cross Reference

Psalm 84:2
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।

Revelation 3:15
ମୁଁ ତୁମ୍ଭର କାର୍ୟ୍ଯ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶା କରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହାଇେଥିଲେ ଭଲ ହାଇେଥାଆନ୍ତା।

Song of Solomon 5:8
ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।

Psalm 119:114
ତୁମ୍ଭେ ହେଉଛ ମାରେ ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ଯକ୍ତି। ମୁଁ ତୁମ୍ଭ ବାକ୍ଯରେ ସର୍ବଦା ଭରସା କରେ।

Psalm 119:77
ସଦାପ୍ରଭୁ ମାେ ଉପରେ ଦୟା ରଖ, ୟପରେିକି ମୁଁ ବଞ୍ଚିପାରେ। ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପ ଭୋଗ କରେ।

Psalm 119:74
ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସମାନେେ ମାେତେ ଦେଖିବେ ଏବଂ ଖୁସି ହବେେ। କାରଣ ମୁଁ ତୁମ୍ଭଠାରେ ଭରସା କରେ।

Psalm 119:42
ତହିଁରେ ମୁଁ ସମାନଙ୍କେୁ ଉତ୍ତର ଦବେି। ଯେଉଁମାନେ ମାେତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

Psalm 119:40
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।

Psalm 119:20
ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଚା ହେଁ।

Psalm 73:26
ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।

Psalm 42:1
ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।