Proverbs 30:6
ତେଣୁ ପରମେଶ୍ବରଙ୍କର ବାକ୍ଯକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦବେେ, ଏବଂ ତୁମ୍ଭେ ମିଥ୍ଯା କହୁଛ ବୋଲି ପ୍ରମାଣିତ ହବେ।
Proverbs 30:6 in Other Translations
King James Version (KJV)
Add thou not unto his words, lest he reprove thee, and thou be found a liar.
American Standard Version (ASV)
Add thou not unto his words, Lest he reprove thee, and thou be found a liar.
Bible in Basic English (BBE)
Make no addition to his words, or he will make clear your error, and you will be seen to be false.
Darby English Bible (DBY)
Add thou not unto his words, lest he reprove thee, and thou be found a liar.
World English Bible (WEB)
Don't you add to his words, Lest he reprove you, and you be found a liar.
Young's Literal Translation (YLT)
Add not to His words, lest He reason with thee, And thou hast been found false.
| Add | אַל | ʾal | al |
| thou not | תּ֥וֹסְףְּ | tôsĕp | TOH-sep |
| unto | עַל | ʿal | al |
| his words, | דְּבָרָ֑יו | dĕbārāyw | deh-va-RAV |
| lest | פֶּן | pen | pen |
| reprove he | יוֹכִ֖יחַ | yôkîaḥ | yoh-HEE-ak |
| thee, and thou be found a liar. | בְּךָ֣ | bĕkā | beh-HA |
| וְנִכְזָֽבְתָּ׃ | wĕnikzābĕttā | veh-neek-ZA-veh-ta |
Cross Reference
Deuteronomy 4:2
ମୁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭମାନେେ ସହେି ବାକ୍ଯ ରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରକ୍ସ୍ଟ କିଛି ଉଣାକରି ପାଳନ କର ନାହିଁ। ସପୂର୍ଣ ଭାବେ ସହେି ବାକ୍ଯମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ମାନ।
Deuteronomy 12:32
ମୁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭମାନେେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭମାନେେ ତାହାଠାରକ୍ସ୍ଟ କିଛି ଉଣା କରିବ ନାହିଁ କି ତହିଁରେ କିଛି ଅଧିକ ୟୋଗ କରିବ ନାହିଁ।
Revelation 22:18
ଏହି ପୁସ୍ତକର ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଶୁଣୁଥିବା ପ୍ରେତ୍ୟକକ ଲୋକକୁ ମୁଁ ସତର୍କ କରିଦିଏ। କହେି ଯଦି ଏହି ବାକ୍ଯଗୁଡ଼ିକ ସହିତ କିଛି ଯୋଗକରେ, ତବେେ ପରମେଶ୍ବର ତାହାକୁ ଏହି ପୁସ୍ତକରେ ଲଖାେଥିବା କ୍ଲେଶଗୁଡ଼ିକ ଦବେେ।
Job 13:7
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ରେ ମିଥ୍ଯା କଥା କହିବ। ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ ତୁମ୍ଭର ମିଥ୍ଯା କଥା ପରମେଶ୍ବରଙ୍କ ଦ୍ବାରା ସମର୍ଥିତ ହବେ।
1 Corinthians 15:15
ଆମ୍ଭେ ମଧ୍ଯ ପରମେଶ୍ବରଙ୍କ ବିଷୟ ରେ ମିଛ କହିଥିବା ଅପରାଧ ରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ବରଙ୍କ ବିଷୟ ରେ ପ୍ରଚାର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ଯଦି ମୃତମାନେ ଉଥିତ ନ ହୁଅନ୍ତି, ତା' ହେଲେ ପରମେଶ୍ବର ମଧ୍ଯ ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ଉଠାଇ ନାହାଁନ୍ତି।