Proverbs 29:11
ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
Proverbs 29:11 in Other Translations
King James Version (KJV)
A fool uttereth all his mind: but a wise man keepeth it in till afterwards.
American Standard Version (ASV)
A fool uttereth all his anger; But a wise man keepeth it back and stilleth it.
Bible in Basic English (BBE)
A foolish man lets out all his wrath, but a wise man keeps it back quietly.
Darby English Bible (DBY)
A fool uttereth all his mind; but a wise [man] keepeth it back.
World English Bible (WEB)
A fool vents all of his anger, But a wise man brings himself under control.
Young's Literal Translation (YLT)
A fool bringeth out all his mind, And the wise till afterwards restraineth it.
| A fool | כָּל | kāl | kahl |
| uttereth | ר֭וּחוֹ | rûḥô | ROO-hoh |
| all | יוֹצִ֣יא | yôṣîʾ | yoh-TSEE |
| his mind: | כְסִ֑יל | kĕsîl | heh-SEEL |
| wise a but | וְ֝חָכָ֗ם | wĕḥākām | VEH-ha-HAHM |
| man keepeth | בְּאָח֥וֹר | bĕʾāḥôr | beh-ah-HORE |
| it in till afterwards. | יְשַׁבְּחֶֽנָּה׃ | yĕšabbĕḥennâ | yeh-sha-beh-HEH-na |
Cross Reference
Proverbs 12:16
ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ ; କିନ୍ତୁ ବିଜ୍ଞ ମନୁଷ୍ଯ ଅପମାନକୁ ଉପେକ୍ଷା କରେ।
Judges 16:17
ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।
Proverbs 19:11
ମନୁଷ୍ଯର ସୁବୁଦ୍ଧି ତାହାକୁ କୋର୍ଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ୟ୍ଯ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।
Proverbs 12:23
ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
Proverbs 14:33
ଜ୍ଞାନ ବୁଦ୍ଧମାନର ହୃଦଯ ରେ ଥାଏ। ମାତ୍ର ମୂର୍ଖମାନଙ୍କ ମଧିଅରେ ଏହା ନ ଥାଏ।
Amos 5:13
ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।
Micah 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।