Proverbs 20:11 in Oriya

Oriya Oriya Bible Proverbs Proverbs 20 Proverbs 20:11

Proverbs 20:11
ଏପରିକି ଜଣେ େଛାଟ ପିଲା କରୁଥିବା କର୍ମରୁ ଜଣାୟାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ।

Proverbs 20:10Proverbs 20Proverbs 20:12

Proverbs 20:11 in Other Translations

King James Version (KJV)
Even a child is known by his doings, whether his work be pure, and whether it be right.

American Standard Version (ASV)
Even a child maketh himself known by his doings, Whether his work be pure, and whether it be right.

Bible in Basic English (BBE)
Even a child may be judged by his doings, if his work is free from sin and if it is right.

Darby English Bible (DBY)
Even a child is known by his doings, whether his work be pure, and whether it be right.

World English Bible (WEB)
Even a child makes himself known by his doings, Whether his work is pure, and whether it is right.

Young's Literal Translation (YLT)
Even by his actions a youth maketh himself known, Whether his work be pure or upright.

Even
גַּ֣םgamɡahm
a
child
בְּ֭מַעֲלָלָיוbĕmaʿălālāywBEH-ma-uh-la-lav
is
known
יִתְנַכֶּרyitnakkeryeet-na-KER
doings,
his
by
נָ֑עַרnāʿarNA-ar
whether
אִםʾimeem
work
his
זַ֖ךְzakzahk
be
pure,
וְאִםwĕʾimveh-EEM
and
whether
יָשָׁ֣רyāšārya-SHAHR
it
be
right.
פָּעֳלֽוֹ׃pāʿŏlôpa-oh-LOH

Cross Reference

Matthew 7:16
ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।

Proverbs 21:8
ଦୋଷ ରେ ଭାରାକ୍ରାନ୍ତ ଲୋକର ପଥ ଅତିଶଯ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

Psalm 51:5
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।

Psalm 58:3
ସହେି ଦୁଷ୍ଟ ଲୋକମାନେ ଜନ୍ମ ହବୋ ମାତ୍ରେ ବିପଥଗାମୀ। ସମାନେେ ଜନ୍ମଠାରୁ ମିଥ୍ଯାବାଦୀ।

Proverbs 22:15
ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।

Luke 6:43
ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।

Luke 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।

Luke 1:66
ଏ କଥା ଯେଉଁମାନେ ଶୁଣିଲେ, ସମାନେେ ବିସ୍ମିତ ହାଇେ ଗଲେ। ଲୋକେ ଭାବିଲେ, ଏ ବାଳକଟି କ'ଣ ହବେ? ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସମାନେେ ଏପରି ଭାବିଲେ।

Luke 2:46
ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।