Proverbs 12:10
ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।
Proverbs 12:10 in Other Translations
King James Version (KJV)
A righteous man regardeth the life of his beast: but the tender mercies of the wicked are cruel.
American Standard Version (ASV)
A righteous man regardeth the life of his beast; But the tender mercies of the wicked are cruel.
Bible in Basic English (BBE)
An upright man has thought for the life of his beast, but the hearts of evil-doers are cruel.
Darby English Bible (DBY)
A righteous man is concerned for the life of his beast; but the tender mercies of the wicked are cruel.
World English Bible (WEB)
A righteous man regards the life of his animal, But the tender mercies of the wicked are cruel.
Young's Literal Translation (YLT)
The righteous knoweth the life of his beast, And the mercies of the wicked `are' cruel.
| A righteous | יוֹדֵ֣עַ | yôdēaʿ | yoh-DAY-ah |
| man regardeth | צַ֭דִּיק | ṣaddîq | TSA-deek |
| life the | נֶ֣פֶשׁ | nepeš | NEH-fesh |
| of his beast: | בְּהֶמְתּ֑וֹ | bĕhemtô | beh-hem-TOH |
| mercies tender the but | וְֽרַחֲמֵ֥י | wĕraḥămê | veh-ra-huh-MAY |
| of the wicked | רְ֝שָׁעִ֗ים | rĕšāʿîm | REH-sha-EEM |
| are cruel. | אַכְזָרִֽי׃ | ʾakzārî | ak-za-REE |
Cross Reference
Deuteronomy 25:4
ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।
1 John 3:17
ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।
James 2:13
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
John 4:11
ସହେି ସ୍ତ୍ରୀ ଲୋକଟି କହିଲା, ମହାଶୟ, ଆପଣ କେଉଁଠାରୁ ସହେି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢିବା ପାଇଁ ଆପଣଙ୍କ ପାଖ ରେ କିଛି ନାହିଁ।
John 19:31
ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।
1 Samuel 11:2
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।
Judges 1:7
ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।
Numbers 22:28
ତହୁଁ ସଦାପ୍ରଭୁ ଗଧ ମୁଖ ରେ ଭାଷା ଦେଲେ, ତେଣୁ ସେ ବିଲିଯମକୁ କହିଲା, ମୁଁ ତୁମ୍ଭର କ'ଣ କଲି? କାହିଁକି ତୁମ୍ଭେ ରାଗି ମାେତେ ତିନିଥର ପ୍ରହାର କଲ?
Genesis 37:26
ତେଣୁ ଯିହୁଦା ତା'ର ଭାଇମାନଙ୍କୁ କହିଲେ, ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ଯାକରି ଓ ତା'ର ମୃତ୍ଯୁକୁ ଲୁଚାଇଲେ ଆମ୍ଭର ଲାଭ କ'ଣ?
Genesis 33:13
କିନ୍ତୁ ଯାକୁବ ତାଙ୍କୁ କହିଲଲ, ତୁମ୍ଲଭ ଜାଣସମାର ସନ୍ତାନଗଣସଛାଟ ଏବଂ ମୁଁସମାର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ସହବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକସଗାଟିଏ ଦିନସର ବହୁତ ବାଟସନଇୟାଏସତଲବ ସମସ୍ତ ପଶୁ ମରିଯିଲବ।