Mark 2:28 in Oriya

Oriya Oriya Bible Mark Mark 2 Mark 2:28

Mark 2:28
ଏଣୁ ମନୁଷ୍ଯପୁତ୍ର ପ୍ରେତ୍ୟକକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ଯ।

Mark 2:27Mark 2

Mark 2:28 in Other Translations

King James Version (KJV)
Therefore the Son of man is Lord also of the sabbath.

American Standard Version (ASV)
so that the Son of man is lord even of the sabbath.

Bible in Basic English (BBE)
So that the Son of man is lord even of the Sabbath.

Darby English Bible (DBY)
so that the Son of man is lord of the sabbath also.

World English Bible (WEB)
Therefore the Son of Man is lord even of the Sabbath."

Young's Literal Translation (YLT)
so that the son of man is lord also of the sabbath.'

Therefore
ὥστεhōsteOH-stay
the
κύριόςkyriosKYOO-ree-OSE
Son
ἐστινestinay-steen

hooh
of
man
υἱὸςhuiosyoo-OSE
is
τοῦtoutoo
Lord
ἀνθρώπουanthrōpouan-THROH-poo
also
καὶkaikay
of
the
τοῦtoutoo
sabbath.
σαββάτουsabbatousahv-VA-too

Cross Reference

Revelation 1:10
ପ୍ରଭୁଙ୍କ ଦିନ ରେ ପବିତ୍ର ଆତ୍ମା ମାେତେ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।

Ephesians 1:22
ପରମେଶ୍ବର ସବୁ କିଛି ଖ୍ରୀଷ୍ଟଙ୍କ ଅଧିନ ରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ଯ ରୂପେ ସ୍ଥାପିତ କରିଛନ୍ତି।

John 9:16
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।

John 9:14
ଯୀଶୁ କାଦୁଅ କରିଥିଲେ ଓ ତା' ଆଖି ସୁସ୍ଥ କରିଥିଲେ। ସେ ଏ କାର୍ୟ୍ଯ ବିଶ୍ରାମବାର ଦିନ କରିଥିଲେ।

John 9:5
ମୁଁ ଜଗତ ରେ ଥିବା ପର୍ୟ୍ଯନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।

John 5:17
କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, ମାରେ ପିତା ସର୍ବଦା କାର୍ୟ୍ଯରତ, ଅତଏବ ମୁଁ ମଧ୍ଯ କାର୍ୟ୍ଯ କରେ।

John 5:9
ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହାଇଗେଲା। ସେ ତା' ବିଛଣା ଉେଠଇ ଚାଲିବାକୁ ଆରମ୍ଭ କଲା।

Luke 13:15
ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।

Luke 6:5
ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ମନୁଷ୍ଯ ପୁତ୍ର ବିଶ୍ରାମବାରର ମଧ୍ଯ ମାଲିକ।

Mark 3:4
ତା'ପରେ ଯୀଶୁ ଲୋକମାନଙ୍କୁ ପଚାରିଲେ, ବିଶ୍ରାମ ଦିବସ ରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣଙ୍କର ଜୀବନ ରକ୍ଷା କରବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍? କିନ୍ତୁ ସମାନେେ ନୀରବ ରହିଲେ।

Matthew 12:8
ମନୁଷ୍ଯପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।