Mark 14:28
କିନ୍ତୁ ମୁଁ ମୃତ୍ଯୁ ପରେ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେରେ ଥିବି।
Mark 14:28 in Other Translations
King James Version (KJV)
But after that I am risen, I will go before you into Galilee.
American Standard Version (ASV)
Howbeit, after I am raised up, I will go before you into Galilee.
Bible in Basic English (BBE)
But after I have come back from the dead, I will go before you into Galilee.
Darby English Bible (DBY)
But after I am risen, I will go before you into Galilee.
World English Bible (WEB)
However, after I am raised up, I will go before you into Galilee."
Young's Literal Translation (YLT)
but after my having risen I will go before you to Galilee.'
| But | ἀλλὰ | alla | al-LA |
| after | μετὰ | meta | may-TA |
| that I | τὸ | to | toh |
| ἐγερθῆναί | egerthēnai | ay-gare-THAY-NAY | |
| am risen, | με | me | may |
| before go will I | προάξω | proaxō | proh-AH-ksoh |
| you | ὑμᾶς | hymas | yoo-MAHS |
| into | εἰς | eis | ees |
| τὴν | tēn | tane | |
| Galilee. | Γαλιλαίαν | galilaian | ga-lee-LAY-an |
Cross Reference
Matthew 28:16
ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।
Mark 16:7
ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।
Matthew 28:7
ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଜଣାଅ: 'ଯୀଶୁ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସଠାେରେ ଥିବେ। ତୁମ୍ଭମାନେେ ତାହାଙ୍କୁ ସଠାେରେ ଦେଖିବ।' ତା'ପରେ ସ୍ବର୍ଗଦୂତ ଆଉ ଥରେ କହିଲେ, ଏହି ସବୁକଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।
Matthew 28:10
ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ତୁମ୍ଭମାନେେ ଯାଇ ମାେ ଭାଇମାନଙ୍କୁ କୁହ ଯେ, ସମାନେେ ଗାଲିଲୀ ଯାଆନ୍ତୁ। ସମାନେେ ମାେତେ ସହେିଠା ରେ ଦେଖିବେ।
Matthew 16:21
ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।
Matthew 26:32
କିନ୍ତୁ ମୁଁ ପୁଣି ଥରେ ମୃତ୍ଯୁରୁ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ଚ଼ାଲିୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେକୁ ଯାଇଥିବି।
John 21:1
ତା'ପରେ ଯୀଶୁ ନିଜକୁ ଶିଷ୍ଯମାନଙ୍କ ଆଗ ରେ ଦଖାଦେେଲେ। ସେ ତିବିରିଆ ହ୍ରଦ ଗାଲୀଲୀ କୂଳ ରେ ସମାନଙ୍କେୁ ଦଖାଦେଇେଥିଲେ। ସେ ଏହିପରି ଭାବରେ ଦର୍ଶନ ଦଇେଥିଲେ:
1 Corinthians 15:4
ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।