Lamentations 5:9
ପ୍ରାନ୍ତର ରେ ଖଡ୍ଗ ଥିବାରୁ ଆମ୍ଭମାନେେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
Lamentations 5:9 in Other Translations
King James Version (KJV)
We gat our bread with the peril of our lives because of the sword of the wilderness.
American Standard Version (ASV)
We get our bread at the peril of our lives, Because of the sword of the wilderness.
Bible in Basic English (BBE)
We put our lives in danger to get our bread, because of the sword of the waste land.
Darby English Bible (DBY)
We have to get our bread at the risk of our lives, because of the sword of the wilderness.
World English Bible (WEB)
We get our bread at the peril of our lives, Because of the sword of the wilderness.
Young's Literal Translation (YLT)
With our lives we bring in our bread, Because of the sword of the wilderness.
| We gat | בְּנַפְשֵׁ֙נוּ֙ | bĕnapšēnû | beh-nahf-SHAY-NOO |
| our bread | נָבִ֣יא | nābîʾ | na-VEE |
| lives our of peril the with | לַחְמֵ֔נוּ | laḥmēnû | lahk-MAY-noo |
| because | מִפְּנֵ֖י | mippĕnê | mee-peh-NAY |
| sword the of | חֶ֥רֶב | ḥereb | HEH-rev |
| of the wilderness. | הַמִּדְבָּֽר׃ | hammidbār | ha-meed-BAHR |
Cross Reference
Jeremiah 40:9
ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ସହେି ସୈନ୍ଯମାନଙ୍କ ଓ ସମାନଙ୍କେର ଲୋକମାନଙ୍କ ନିକଟରେ ଶପଥ କରି କହିଲା, ତୁମ୍ଭମାନେେ କଲଦୀଯମାନଙ୍କର ଦାସ ହବୋପାଇଁ ଭୟ କର ନାହିଁ। ବାବିଲ ରାଜାର ସବୋକାରି ଏହି ଦେଶ ରେ ବାସ କର। ଏଥି ରେ ତୁମ୍ଭମାନଙ୍କର ମଙ୍ଗଳ ହବେ।
Judges 6:11
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।
2 Samuel 23:17
ଦାଉଦ କହିଲେ, ହେ ସଦାପ୍ରଭୁ, ମୁ ନିଶ୍ଚଯ ଏହି ପାଣି ପିଇବି ନାହିଁ। ଏହା ସହେି ମଣିଷର ରକ୍ତ ପିଇବା ପରି ହବେ, ଯେଉଁମାନେ ମାେ ପାଇଁ ସମାନଙ୍କେ ପାଇଁ ଉତ୍ସର୍ଗ କରି ଦେଲେ। ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସହେି ତିନି ବୀର କରିଥିଲେ।
Jeremiah 41:1
ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।
Jeremiah 41:18
ତେଣୁ ସେ ମିଶରକୁ ପଳାଇ ୟିବା ପୂର୍ବରୁ ବୈଥଲହେମ୍ ସହର ନିକଟସ୍ଥ ଗରେୁତ୍ତ୍ବକିମହମ ରେ କିଛି ସମୟ ଅଟକି ଥିଲେ।
Jeremiah 42:14
ଆଉ ମଧ୍ଯ ତୁମ୍ଭମାନେେ ଯଦି କହିବ, 'ଆମ୍ଭମାନେେ ମିଶର ଦେଶକୁ ୟିବା ଓ ସଠାେ ରେ ବାସ କରିବା, ସଠାେ ରେ ଆମ୍ଭମାନେେ ୟୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସଠାେ ରେ ଆମ୍ଭମାନେେ ଖାଦ୍ୟର ଅଭାବ ଭୋଗିବା ନାହିଁ।'
Jeremiah 42:16
ତୁମ୍ଭମାନେେ ଯେଉଁ ଖଡ୍ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପେଛ ପେଛ ୟାଇ ମିଶର ରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷଯ ରେ ତୁମ୍ଭମାନେେ ଭୟଭୀତ, ତାହା ମିଶର ଦେଶ ରେ ତୁମ୍ଭମାଙ୍କ ପେଛ ପେଛ ଲାଗି ରହିବ ଓ ସହେିଠା ରେ ତୁମ୍ଭମାନେେ ମରିବ।
Ezekiel 4:16
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।
Ezekiel 12:18
ହେ ମନୁଷ୍ଯ ପୁତ୍ର, ଉତ୍କଣ୍ଠା ରେ ତୁମ୍ଭେ କମ୍ପିତ ହାଇେ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହାଇେ ଆପଣା ଜଳ ପାନ କର।