Lamentations 3:59
ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ଅନ୍ଯାଯ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଚାର କର।
Lamentations 3:59 in Other Translations
King James Version (KJV)
O LORD, thou hast seen my wrong: judge thou my cause.
American Standard Version (ASV)
O Jehovah, thou hast seen my wrong; judge thou my cause.
Bible in Basic English (BBE)
O Lord, you have seen my wrong; be judge in my cause.
Darby English Bible (DBY)
Jehovah, thou hast seen my wrong: judge thou my cause.
World English Bible (WEB)
Yahweh, you have seen my wrong; judge you my cause.
Young's Literal Translation (YLT)
Thou hast seen, O Jehovah, my overthrow, Judge Thou my cause.
| O Lord, | רָאִ֤יתָה | rāʾîtâ | ra-EE-ta |
| thou hast seen | יְהוָה֙ | yĕhwāh | yeh-VA |
| wrong: my | עַוָּ֣תָתִ֔י | ʿawwātātî | ah-WA-ta-TEE |
| judge | שָׁפְטָ֖ה | šopṭâ | shofe-TA |
| thou my cause. | מִשְׁפָּטִֽי׃ | mišpāṭî | meesh-pa-TEE |
Cross Reference
Psalm 43:1
ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।
Psalm 35:23
ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମାରେ ପରମେଶ୍ବର ଓ ମାରେ ସଦାପ୍ରଭୁ, ମାେ ପାଇଁ ସଂଗ୍ରାମ କର ଏବଂ ମାେତେ ନ୍ଯାଯ ପ୍ରଦାନ କର।
Psalm 26:1
ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
1 Peter 2:23
ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସମାନଙ୍କେୁ ମନ୍ଦ କଥା କହି ନାହାଁନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦଇେ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନବୋ ପାଇଁ ପରମେଶ୍ବରଙ୍କ ଠା ରେ ନିର୍ଭରଶୀଳ ହେଲେ।
Jeremiah 37:1
ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।
Jeremiah 20:7
ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।
Jeremiah 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।
Jeremiah 15:10
ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମାେ ପରି ଏକ ୟୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦଇେଛ। ମୁଁ କାହାରିକୁ ଧାର ଦଇେ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରେତ୍ୟକକ ମାେତେ ଅଭିଶାପ ଦିଅନ୍ତି।
Jeremiah 11:19
ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।
Psalm 35:1
ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।
Psalm 9:4
ତୁମ୍ଭେ ହେଉଛି ସବୁଠାରୁ ବିଚାରବନ୍ତ। ତୁମ୍ଭେ ସିଂହାସନରେ ବିଚାରପତିର ଆସନ ଅଳଙ୍କୃତ କରି ବସୁଛ। ହେ ସଦାପ୍ରଭୁ, ତୁମ୍ଭେ ମାେ କଥା କର୍ଣ୍ଣପାତ କର ଓ ତା'ପରେ ମାେ ପାଇଁ ନିଷ୍ପତ୍ତି ନଲେ।
Genesis 31:42
ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।