John 4:26
ଯୀଶୁ ତାହାକୁ କହିଲେ, ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।
John 4:26 in Other Translations
King James Version (KJV)
Jesus saith unto her, I that speak unto thee am he.
American Standard Version (ASV)
Jesus saith unto her, I that speak unto thee am `he'.
Bible in Basic English (BBE)
Jesus said to her, I, who am talking to you, am he.
Darby English Bible (DBY)
Jesus says to her, I who speak to thee am [he].
World English Bible (WEB)
Jesus said to her, "I am he, the one who speaks to you."
Young's Literal Translation (YLT)
Jesus saith to her, `I am `he', who am speaking to thee.'
| λέγει | legei | LAY-gee | |
| Jesus | αὐτῇ | autē | af-TAY |
| saith | ὁ | ho | oh |
| unto her, | Ἰησοῦς | iēsous | ee-ay-SOOS |
| I | Ἐγώ | egō | ay-GOH |
| that | εἰμι | eimi | ee-mee |
| speak | ὁ | ho | oh |
| unto thee | λαλῶν | lalōn | la-LONE |
| am | σοι | soi | soo |
Cross Reference
Romans 10:20
ଏହା ପରେ ୟିଶାଇୟ ନିର୍ଭୟ ହାଇେ କହନ୍ତି:
Matthew 20:15
ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'
Matthew 26:63
ଯୀଶୁ କିନ୍ତୁ ଚୁପ୍ ରହିଲେ।
Mark 14:61
କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।
Luke 13:30
କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'
John 8:24
ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।
John 9:35
ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡି ଦଇେଛନ୍ତି। ଯୀଶୁ ସେ ଲୋକକୁ ଖାଜେି ପାଇଲେ। ଏବଂ ସେ ତାହାକୁ ପଚାରିଲେ, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ବିଶ୍ବାସ କର?
Matthew 16:20
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।