John 18:17
ସହେି ଦାସୀ ପିତରଙ୍କୁ ପଚାରିଲା, ତୁମ୍ଭେ ବି କ'ଣ ଏହି ଲୋକର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ?
John 18:17 in Other Translations
King James Version (KJV)
Then saith the damsel that kept the door unto Peter, Art not thou also one of this man's disciples? He saith, I am not.
American Standard Version (ASV)
The maid therefore that kept the door saith unto Peter, Art thou also `one' of this man's disciples? He saith, I am not.
Bible in Basic English (BBE)
Then the girl who was the door-keeper said to Peter, Are you not one of this man's disciples? In answer he said, I am not.
Darby English Bible (DBY)
The maid therefore, who was porteress, says to Peter, Art thou also of the disciples of this man? He says, I am not.
World English Bible (WEB)
Then the maid who kept the door said to Peter, "Are you also one of this man's disciples?" He said, "I am not."
Young's Literal Translation (YLT)
Then said the maid keeping the door to Peter, `Art thou also of the disciples of this man?' he saith, `I am not;'
| Then | λέγει | legei | LAY-gee |
| saith | οὖν | oun | oon |
| the kept the | ἡ | hē | ay |
| παιδίσκη | paidiskē | pay-THEE-skay | |
| damsel | ἡ | hē | ay |
| that | θυρωρός | thyrōros | thyoo-roh-ROSE |
| door | τῷ | tō | toh |
| unto Peter, | Πέτρῳ | petrō | PAY-troh |
| Art | Μὴ | mē | may |
| not | καὶ | kai | kay |
| thou | σὺ | sy | syoo |
| also | ἐκ | ek | ake |
| one of | τῶν | tōn | tone |
| this | μαθητῶν | mathētōn | ma-thay-TONE |
| εἶ | ei | ee | |
| man's | τοῦ | tou | too |
| disciples? | ἀνθρώπου | anthrōpou | an-THROH-poo |
| He saith, | τούτου | toutou | TOO-too |
| I am | λέγει | legei | LAY-gee |
| not. | ἐκεῖνος | ekeinos | ake-EE-nose |
| Οὐκ | ouk | ook | |
| εἰμί | eimi | ee-MEE |
Cross Reference
Matthew 26:33
ପିତର କହିଲେ, ଅନ୍ୟ ସମସ୍ତେ ଶିଷ୍ଯ ଆପଣଙ୍କ ଉପରୁ ବିଶ୍ବାସ ହ ରଇେ ପାରନ୍ତି, କିନ୍ତୁ ମୁଁ କବେେ ହେଲେ ମାରେ ବିଶ୍ବାସ ହରାଇବି ନାହିଁ।
John 21:15
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
John 18:25
ଶିମାନେ ପିତର ନିଆଁ ପାଖେ ଠିଆ ହାଇେ ସକେି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଏହି ଲୋକର ଶିଷ୍ଯମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।
John 18:16
କିନ୍ତୁ ପିତର ଫାଟକ ବାହା ରେ ଅପେକ୍ଷା କଲେ। ମହାୟାଜକଙ୍କୁ ଜାଣିଥିବା ସହେି ଶିଷ୍ଯ ଜଣକ ବାହାରକୁ ଫରେି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ।
John 18:8
ଯୀଶୁ କହିଲେ, ମୁଁ ତ କହିଲି ଯେ ମୁଁ ସହେି ଯୀଶୁ। ଯଦି ତୁମ୍ଭେ ମାେତେ ଖୋଜୁଛ, ତବେେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ୟିବାକୁ ଛାଡିଦିଅ।
John 18:5
ସହେି ଲୋକମାନେ ଉତ୍ତର ଦେଲେ, 'ନାଜରିତୀୟ ଯୀଶୁଙ୍କୁ।' ଯୀଶୁ କହିଲେ, 'ମୁଁ ନିଜେ ସହେି ଯୀଶୁ।' ଯୀଶୁଙ୍କ ବିରୁଦ୍ଧ ରେ ଯାଇଥିବା ୟିହୂଦା ମଧ୍ଯ ସମାନଙ୍କେ ସହିତ ଠିଆ ହାଇେଥିଲା।
Luke 22:56
ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।
Luke 22:54
ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।
Mark 14:66
ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।
Matthew 26:69
ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।
Acts 12:13
ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖାଲିବୋକୁ ଆସିଲା।