Job 8:4 in Oriya

Oriya Oriya Bible Job Job 8 Job 8:4

Job 8:4
ଯଦି ତୁମ୍ଭର ପୁତ୍ର କନ୍ଯାଗଣ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କରିଅଛନ୍ତି, ସେଥିପାଇଁ ସେ ସମାନଙ୍କେୁ ସମାନଙ୍କେର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।

Job 8:3Job 8Job 8:5

Job 8:4 in Other Translations

King James Version (KJV)
If thy children have sinned against him, and he have cast them away for their transgression;

American Standard Version (ASV)
If thy children have sinned against him, And he hath delivered them into the hand of their transgression;

Bible in Basic English (BBE)
If your children have done evil against him, then their punishment is from his hand.

Darby English Bible (DBY)
If thy children have sinned against him, he hath also given them over into the hand of their transgression.

Webster's Bible (WBT)
If thy children have sinned against him, and he hath cast them away for their transgression;

World English Bible (WEB)
If your children have sinned against him, He has delivered them into the hand of their disobedience;

Young's Literal Translation (YLT)
If thy sons have sinned before Him, And He doth send them away, By the hand of their transgression,

If
אִםʾimeem
thy
children
בָּנֶ֥יךָbānêkāba-NAY-ha
have
sinned
חָֽטְאוּḥāṭĕʾûHA-teh-oo
away
them
cast
have
he
and
him,
against
ל֑וֹloh
for
וַֽ֝יְשַׁלְּחֵ֗םwayšallĕḥēmVA-sha-leh-HAME
their
transgression;
בְּיַדbĕyadbeh-YAHD
פִּשְׁעָֽם׃pišʿāmpeesh-AM

Cross Reference

Job 1:5
ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶୟ୍ଯା ତ୍ଯାଗ କରି ତା'ର ପ୍ରେତ୍ୟକକ ପୁଅର ମଙ୍ଗଳ ପାଇଁ ପରମେଶ୍ବରଙ୍କ ନିକଟରେ ହାମବେଳି ଅର୍ପଣ କରୁଥିଲା। ସେ ଭାବୁଥିଲା, ମାେ ପିଲାମାନେ ହୁଏତ ହୃଦଯ ରେ ପାପକରି ପରମେଶ୍ବରଙ୍କୁ ଶାପ ଦଇେଥାଇ ପାରନ୍ତି। ଆୟୁବ ପ୍ରେତ୍ୟକକ ଥର ଏପରି କଲେ।

Job 1:18
ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, ଆପଣଙ୍କ ପୁଅ-ଝିଅମାନେ ଯେତବେେଳେ ବଡ ଭାଇର ଘ ରେ ଦ୍ରାକ୍ଷାରସ ପାନ ଓ ଖାଇବା ରେ ବ୍ଯସ୍ତଥିଲେ

Genesis 13:13
ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

Genesis 19:13
ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ବଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ବର ଜାଣନ୍ତି ଏହି ଦେଶ କେତେ ଖରାପ ଏବଂ ଏହି ନଗର ଧ୍ବଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।

Job 5:4
ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।

Job 18:16
ତା'ର ମୂଳ ଶୁଷ୍କ ହାଇଯେିବ ଓ ତା'ର ଉପରର ଡ଼ାଳ ଶାଖାପ୍ରଶାଖା ମରିୟିବ।