Job 7:12 in Oriya

Oriya Oriya Bible Job Job 7 Job 7:12

Job 7:12
ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?

Job 7:11Job 7Job 7:13

Job 7:12 in Other Translations

King James Version (KJV)
Am I a sea, or a whale, that thou settest a watch over me?

American Standard Version (ASV)
Am I a sea, or a sea-monster, That thou settest a watch over me?

Bible in Basic English (BBE)
Am I a sea, or a sea-beast, that you put a watch over me?

Darby English Bible (DBY)
Am I a sea, or a sea-monster, that thou settest a watch over me?

Webster's Bible (WBT)
Am I a sea, or a whale, that thou settest a watch over me?

World English Bible (WEB)
Am I a sea, or a sea-monster, That you put a guard over me?

Young's Literal Translation (YLT)
A sea-`monster' am I, or a dragon, That thou settest over me a guard?

Am
I
הֲֽיָםhăyomHUH-yome
a
sea,
אָ֭נִיʾānîAH-nee
or
אִםʾimeem
a
whale,
תַּנִּ֑יןtannînta-NEEN
that
כִּֽיkee
thou
settest
תָשִׂ֖יםtāśîmta-SEEM
a
watch
עָלַ֣יʿālayah-LAI
over
מִשְׁמָֽר׃mišmārmeesh-MAHR

Cross Reference

Job 7:17
ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?

Job 38:6
ପୃଥିବୀ କାହା ଉପରେ ସ୍ଥିର ରହିଛି ? କିଏ ଏହି ସ୍ଥାନ ରେ ପ୍ରଥମ ପଥର ରଖିଲା ?

Job 41:1
ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?

Lamentations 3:7
ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।

Ezekiel 32:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,