Job 5:20
ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।
Job 5:20 in Other Translations
King James Version (KJV)
In famine he shall redeem thee from death: and in war from the power of the sword.
American Standard Version (ASV)
In famine he will redeem thee from death; And in war from the power of the sword.
Bible in Basic English (BBE)
When there is need of food he will keep you from death, and in war from the power of the sword.
Darby English Bible (DBY)
In famine he will redeem thee from death, and in war from the power of the sword.
Webster's Bible (WBT)
In famine he will redeem thee from death: and in war from the power of the sword.
World English Bible (WEB)
In famine he will redeem you from death; In war, from the power of the sword.
Young's Literal Translation (YLT)
In famine He hath redeemed thee from death, And in battle from the hands of the sword.
| In famine | בְּֽ֭רָעָב | bĕrāʿob | BEH-ra-ove |
| he shall redeem | פָּֽדְךָ֣ | pādĕkā | pa-deh-HA |
| thee from death: | מִמָּ֑וֶת | mimmāwet | mee-MA-vet |
| war in and | וּ֝בְמִלְחָמָ֗ה | ûbĕmilḥāmâ | OO-veh-meel-ha-MA |
| from the power | מִ֣ידֵי | mîdê | MEE-day |
| of the sword. | חָֽרֶב׃ | ḥāreb | HA-rev |
Cross Reference
Psalm 33:19
ପ୍ରଭୁ ସହେି ଲୋକମାନଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରନ୍ତି। ସେ ସମାନଙ୍କେୁ ଶକ୍ତି ପ୍ରଦାନ କରନ୍ତି। ଯେତବେେଳେ ସମାନେେ ଅତ୍ଯନ୍ତ ଭୋକିଲା ଥାନ୍ତି।
Matthew 24:6
ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
Habakkuk 3:17
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।
Hosea 13:14
ଆମ୍ଭେ ସମାନଙ୍କେୁ ମୃତ୍ଯୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍ଭେ ସେ ମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ଉଚିତ୍ କି? ହେ ମୃତ କେଉଁଠା ରେ ତୁମ୍ଭର ମହାମାରୀ ଅଛି? ହେ କବର, ତୁମ୍ଭର ଶକ୍ତି କେଉଁଠା ରେ ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ।
Isaiah 33:16
ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।
Proverbs 10:3
ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।
Psalm 144:10
ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।
Psalm 49:7
କହେି ମନୁଷ୍ଯ ବନ୍ଧୁ ତୁମ୍ଭକୁ ବଞ୍ଚାଇପାରିବେ ନାହିଁ କି ତୁମ୍ଭେ ପରମେଶ୍ବରଙ୍କୁ ଲାଞ୍ଚ ଦଇପୋରିବ ନାହିଁ।
Psalm 37:19
ଯେତବେେଳେ ବିପଦ ଆସେ ସେତବେେଳେ ଧାର୍ମିକ ଲୋକମାନେ ଧ୍ବଂସ ହବେେ ନାହିଁ। ଯେତବେେଳେ ଦୁର୍ଭିକ୍ଷ ପଡ଼ିବ ସେତବେେଳେ ଧାର୍ମିକ ଲେଶକ ପ୍ରଚୁର ଖାଦ୍ୟ ପାଇବେ।
Psalm 27:3
ୟଦି ସମସ୍ତ ସନୋବାହିନୀ ମାରେ ଚାରି ଦିଗରୁ ମାେତେ ଘରେି ୟାଆନ୍ତି, ତବେେ ମୁଁ ଭୟ କରିବି ନାହିଁ। ୟଦି ମାେତେ ଲୋକମାନେ ୟୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହବେି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ବାସ କରେ।
1 Kings 17:6
ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।
Genesis 45:7
ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।