Job 4:17 in Oriya

Oriya Oriya Bible Job Job 4 Job 4:17

Job 4:17
ଜଣେ ମନୁଷ୍ଯ କ'ଣ ପରମେଶ୍ବରଙ୍କଠାରୁ ଅଧିକ ଧାର୍ମିକ ହାଇେ ପାରିବ? ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ଯ କ'ଣ ଅଧିକ ପବିତ୍ର ହାଇପୋରିବ ?

Job 4:16Job 4Job 4:18

Job 4:17 in Other Translations

King James Version (KJV)
Shall mortal man be more just than God? shall a man be more pure than his maker?

American Standard Version (ASV)
Shall mortal man be more just than God? Shall a man be more pure than his Maker?

Bible in Basic English (BBE)
May a man be upright before God? or a man be clean before his Maker?

Darby English Bible (DBY)
Shall [mortal] man be more just than +God? Shall a man be purer than his Maker?

Webster's Bible (WBT)
Shall mortal man be more just than God? shall a man be more pure than his maker?

World English Bible (WEB)
'Shall mortal man be more just than God? Shall a man be more pure than his Maker?

Young's Literal Translation (YLT)
`Is mortal man than God more righteous? Than his Maker is a man cleaner?

Shall
mortal
man
הַֽ֭אֱנוֹשׁhaʾĕnôšHA-ay-nohsh
be
more
just
מֵאֱל֣וֹהַmēʾĕlôahmay-ay-LOH-ah
than
God?
יִצְדָּ֑קyiṣdāqyeets-DAHK
man
a
shall
אִ֥םʾimeem
be
more
pure
מֵֽ֝עֹשֵׂ֗הוּmēʿōśēhûMAY-oh-SAY-hoo
than
his
maker?
יִטְהַרyiṭharyeet-HAHR
גָּֽבֶר׃gāberɡA-ver

Cross Reference

Job 9:2
ହଁ, ଏହା ସତ୍ଯ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ବରଙ୍କୁ ୟୁକ୍ତି ରେ କିପରି ଜିତି ପାରିବ ?

Job 25:4
ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।

Psalm 143:2
ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

Mark 7:20
ସେ ପୁଣି କହିଲେ, ମନୁଷ୍ଯର ଭିତରୁ ଯାହା ବାହାରକୁ ଆ ସେ, ତାହା ତାହାକୁ ଅଶୁଦ୍ଧ କରିଥାଏ।

Romans 2:5
କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

Romans 3:4
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:

Romans 9:20
ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

Romans 11:33
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

Revelation 4:8
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :

Jeremiah 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

Ecclesiastes 7:20
ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।

Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?

Job 9:30
ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।

Job 14:4
'ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପା ରେ। ନା, କହେି ଜଣେ ମନୁଷ୍ଯ କରି ପାରିବ ନାହିଁ।

Job 15:14
ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?

Job 35:2
ଆୟୁବ, 'ତୁମ୍ଭେ କ'ଣ ଭାବୁଛ ଯେ ଏହା କହିବା ନ୍ଯାୟ୍ଯ,' ମୁଁ ଠିକ୍ ମାରେ ମକଦ୍ଦମା ରେ ପରମେଶ୍ବରଙ୍କ ବିରୁଦ୍ଧ ରେ।

Job 35:10
କିନ୍ତୁ ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି ନାହିଁ। ସମାନେେ କହିବେ ନାହିଁ, 'କେଉଁଠି ସହେି ପରମେଶ୍ବର ଅଛନ୍ତି, ୟିଏ ମାେତେ ତିଆରି କରିଛନ୍ତି। ଲୋକମାନେ ଯେତବେେଳେ ନିରାଶ ହୁଅନ୍ତି, ପରମେଶ୍ବର ସେତବେେଳେ ତାଙ୍କୁ ସାହାୟ୍ଯ କରନ୍ତି। ତେଣୁ ସେ କାହାଁନ୍ତି।

Job 40:8
ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।

Psalm 145:17
ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।

Genesis 18:25
ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।