Job 34:4
ତେଣୁ ଆସ ଏହିସବୁ ୟୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧିଅରେ। ଆମ୍ଭେ ସମସ୍ତେ ମିଶି ଶିଖିବା ଭଲ କାହାକୁ କହନ୍ତି।
Job 34:4 in Other Translations
King James Version (KJV)
Let us choose to us judgment: let us know among ourselves what is good.
American Standard Version (ASV)
Let us choose for us that which is right: Let us know among ourselves what is good.
Bible in Basic English (BBE)
Let us make the decision for ourselves as to what is right; let us have the knowledge among ourselves of what is good.
Darby English Bible (DBY)
Let us choose for ourselves what is right; let us know among ourselves what is good!
Webster's Bible (WBT)
Let us choose to us judgment: let us know among ourselves what is good.
World English Bible (WEB)
Let us choose for us that which is right. Let us know among ourselves what is good.
Young's Literal Translation (YLT)
Judgment let us choose for ourselves, Let us know among ourselves what `is' good.
| Let us choose | מִשְׁפָּ֥ט | mišpāṭ | meesh-PAHT |
| to us judgment: | נִבְחֲרָה | nibḥărâ | neev-huh-RA |
| know us let | לָּ֑נוּ | lānû | LA-noo |
| among | נֵדְעָ֖ה | nēdĕʿâ | nay-deh-AH |
| ourselves what | בֵינֵ֣ינוּ | bênênû | vay-NAY-noo |
| is good. | מַה | ma | ma |
| טּֽוֹב׃ | ṭôb | tove |
Cross Reference
1 Thessalonians 5:21
କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।
Judges 19:30
ଏଥି ରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସମାନେେ କହିଲେ, ଇଶ୍ରାୟେଲୀୟଗଣ ମିଶର ଦେଶ ପରିତ୍ଯାଗ କଲାଠାରକ୍ସ୍ଟ ଆଜି ପର୍ୟ୍ଯନ୍ତ ଏପରି ଜିନିଷ କବେେ କରାୟାଇନାହିଁ କି କବେେ ଦଖାୟୋଇନାହିଁ। ଏହି ବିଷଯ ରେ ଚିନ୍ତା କର, ସିଦ୍ଧାନ୍ତ ରେ ଉପନୀତ ହକ୍ସ୍ଟଅ ଏବଂ ଏହାକକ୍ସ୍ଟ ଉଚ୍ଚାରଣ କର।
Judges 20:7
ବର୍ତ୍ତମାନ ଇଶ୍ରାୟେଲର ସମସ୍ତ ଲୋକଗଣ କକ୍ସ୍ଟହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭମାନେେ କ'ଣ କରିବା।
Job 34:36
ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆୟିବା ଦରକାର। କାହିଁକି ? କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦଲୋ, ଯମେିତି ଜଣେ ଦୁଷ୍ଟ ବ୍ଯକ୍ତି ଉତ୍ତର ଦବେ।
Isaiah 11:2
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।
John 7:24
କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।
Romans 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
1 Corinthians 6:2
ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?
Galatians 2:11
ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :