Job 33:18
ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।
Job 33:18 in Other Translations
King James Version (KJV)
He keepeth back his soul from the pit, and his life from perishing by the sword.
American Standard Version (ASV)
He keepeth back his soul from the pit, And his life from perishing by the sword.
Bible in Basic English (BBE)
To keep back his soul from the underworld, and his life from destruction.
Darby English Bible (DBY)
He keepeth back his soul from the pit, and his life from passing away by the sword.
Webster's Bible (WBT)
He keepeth back his soul from the pit, and his life from perishing by the sword.
World English Bible (WEB)
He keeps back his soul from the pit, And his life from perishing by the sword.
Young's Literal Translation (YLT)
He keepeth back his soul from corruption, And his life from passing away by a dart.
| He keepeth back | יַחְשֹׂ֣ךְ | yaḥśōk | yahk-SOKE |
| his soul | נַ֭פְשׁוֹ | napšô | NAHF-shoh |
| from | מִנִּי | minnî | mee-NEE |
| the pit, | שָׁ֑חַת | šāḥat | SHA-haht |
| life his and | וְ֝חַיָּת֗וֹ | wĕḥayyātô | VEH-ha-ya-TOH |
| from perishing | מֵעֲבֹ֥ר | mēʿăbōr | may-uh-VORE |
| by the sword. | בַּשָּֽׁלַח׃ | baššālaḥ | ba-SHA-lahk |
Cross Reference
Job 15:22
ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।
Job 33:22
ସହେି ଲୋକ ମୃତ୍ଯୁର ଦ୍ବାର ଦେଶ ରେ ପହଞ୍ଚି ୟାଏ। ତା'ର ଜୀବନ ମୃତ୍ଯୁର ନିକଟ ହାଇେ ଆ ସେ।
Job 33:24
ହୁଏତ ସହେି ଦୂତ ସହେି ଲୋକକୁ କୃପା କରିବେ ଏବଂ ତା' ତରଫରୁ ପରମେଶ୍ବରଙ୍କୁ କହି ପାରନ୍ତି, ' ସହେି ଲୋକ କବରକୁ ୟିବା ପାଇଁ ରକ୍ଷା ପାଉ' ମୁଁ କ୍ଷତି ପୂରଣ ପାଇଅଛି।
Job 33:28
ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'
Job 33:30
କାହିଁକି ? ସହେି ଲୋକକୁ ଚତାବେନୀ ଦଇେ ତା'ର ଆତ୍ମାକୁ ମୁକ୍ତି ଦଇେ ତାକୁ ମରଣରୁ ରକ୍ଷା କରନ୍ତି। ଫଳ ରେ ସେ ଲୋକ ତା'ର ଜୀବନ ଆନନ୍ଦ ରେ ବିତାଇବ।
Acts 16:27
କାରାଧ୍ଯକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖାଲିେଥିବାର ଦେଖି, ସେ ନିଜକୁ ହତ୍ଯା କରିବା ଉଦ୍ଦେଶ୍ଯ ରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି।
Romans 2:4
ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।
2 Peter 3:9
ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
2 Peter 3:15
ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।