Job 30:20
ପରମେଶ୍ବର ତୁମ୍ଭର ସାହାୟ୍ଯ ପାଇଁ ମୁଁ ଚିତ୍କାର କରେ କିନ୍ତୁ ତୁମ୍ଭେ ଉତ୍ତର ଦିଅନାହିଁ ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
Job 30:20 in Other Translations
King James Version (KJV)
I cry unto thee, and thou dost not hear me: I stand up, and thou regardest me not.
American Standard Version (ASV)
I cry unto thee, and thou dost not answer me: I stand up, and thou gazest at me.
Bible in Basic English (BBE)
You give no answer to my cry, and take no note of my prayer.
Darby English Bible (DBY)
I cry unto thee, and thou answerest me not; I stand up, and thou lookest at me.
Webster's Bible (WBT)
I cry to thee, and thou dost not hear me: I stand up, and thou regardest me not.
World English Bible (WEB)
I cry to you, and you do not answer me. I stand up, and you gaze at me.
Young's Literal Translation (YLT)
I cry unto Thee, And Thou dost not answer me, I have stood, and Thou dost consider me.
| I cry | אֲשַׁוַּ֣ע | ʾăšawwaʿ | uh-sha-WA |
| unto | אֵ֭לֶיךָ | ʾēlêkā | A-lay-ha |
| not dost thou and thee, | וְלֹ֣א | wĕlōʾ | veh-LOH |
| hear | תַעֲנֵ֑נִי | taʿănēnî | ta-uh-NAY-nee |
| up, stand I me: | עָ֝מַ֗דְתִּי | ʿāmadtî | AH-MAHD-tee |
| and thou regardest | וַתִּתְבֹּ֥נֶן | wattitbōnen | va-teet-BOH-nen |
| me not. | בִּֽי׃ | bî | bee |
Cross Reference
Job 19:7
ମୁଁ ଚିତ୍କାର କଲି, କିନ୍ତୁ କହେି ମାରେ ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ। ମୁଁ ଚିତ୍କାର କଲି, ମାେତେ ରକ୍ଷା କର ! କିନ୍ତୁ ସଠାେରେ ନ୍ଯାଯ ନାହିଁ।
Job 27:9
ପରମେଶ୍ବର କ'ଣ ତା'ର ସାହାୟ୍ଯର ଡ଼ାକ ଶୁଣିବେ, ଯେତବେେଳେ ତା' ପ୍ରତି ଅସୁବିଧା ଆସିବ ?
Psalm 22:2
ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ଦିନରେ ଡ଼ାକିଲି କିନ୍ତୁ ତୁମ୍ଭେ ଉତ୍ତର ଦଲେ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡ଼ାକିଲି।
Psalm 80:4
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
Lamentations 3:8
ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।
Lamentations 3:44
ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭଦକରେି ତୁମ୍ଭ ନିକଟକୁ ୟାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘ ରେ ଆଚ୍ଛନ୍ନ କରିଅଛ।
Matthew 15:23
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।