Job 28:13
ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ଯ କେତେ। ପୃଥିବୀର ଲୋକେ ଖଣି ଖାେଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
Job 28:13 in Other Translations
King James Version (KJV)
Man knoweth not the price thereof; neither is it found in the land of the living.
American Standard Version (ASV)
Man knoweth not the price thereof; Neither is it found in the land of the living.
Bible in Basic English (BBE)
Man has not seen the way to it, and it is not in the land of the living.
Darby English Bible (DBY)
Man knoweth not the value thereof; and it is not found in the land of the living.
Webster's Bible (WBT)
Man knoweth not the price of it; neither is it found in the land of the living.
World English Bible (WEB)
Man doesn't know its price; Neither is it found in the land of the living.
Young's Literal Translation (YLT)
Man hath not known its arrangement, Nor is it found in the land of the living.
| Man | לֹא | lōʾ | loh |
| knoweth | יָדַ֣ע | yādaʿ | ya-DA |
| not | אֱנ֣וֹשׁ | ʾĕnôš | ay-NOHSH |
| the price | עֶרְכָּ֑הּ | ʿerkāh | er-KA |
| thereof; neither | וְלֹ֥א | wĕlōʾ | veh-LOH |
| found it is | תִ֝מָּצֵ֗א | timmāṣēʾ | TEE-ma-TSAY |
| in the land | בְּאֶ֣רֶץ | bĕʾereṣ | beh-EH-rets |
| of the living. | הַֽחַיִּֽים׃ | haḥayyîm | HA-ha-YEEM |
Cross Reference
Job 28:15
ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ।
Isaiah 53:8
ଲୋକମାନେ ବଳପୂର୍ବକ ତାଙ୍କୁ ବିଚାର ପାଇଁ ଧରି ନେଲେ ଓ ଉପୟୁକ୍ତ ବିଚାର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବଚେନା କଲା ? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ।
Isaiah 38:11
ତେଣୁ ମୁଁ କହିଲି, ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶ ରେ ଦେଖିବି ନାହିଁ। ପୁଣି ଏ ଜଗତ ରେ ଜୀବିତମାନଙ୍କୁ ମଧ୍ଯ ଦେଖିବି ନାହିଁ।
Ecclesiastes 8:16
ଯେତବେେଳେ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ ରେ ଘଟୁଥିବା କାର୍ୟ୍ଯ ଦେଖିବାକୁ ମନୋୟୋଗ କଲି। ଏଇ ଦିନ ରେ ମୁଁ ନ ଶାଇେ ଦିନରାତି କାମ କଲି।
Proverbs 23:23
ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।
Proverbs 16:16
ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।
Proverbs 8:18
ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
Proverbs 8:11
ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
Proverbs 3:14
ରୂପାର ବାଣିଜ୍ଯଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ଯବସାଯଠାରୁ ବିଦ୍ଯା ମଧ୍ଯ ଅଧିକ ଲାଭଦାୟକ।
Psalm 119:72
ତୁମ୍ଭର ଶିକ୍ଷାସବୁ ମାେ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
Psalm 52:5
ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
Psalm 19:10
ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ଯବାନ। ସଗେୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫଣୋରୁ ଆସିଥାଏ।
Job 28:21
ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ।
Matthew 13:44
ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।