Job 24:23
ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସମାନେେ ଶକ୍ତିଶାଳୀ ହବୋକୁ ଚେଷ୍ଟା କରନ୍ତି।
Job 24:23 in Other Translations
King James Version (KJV)
Though it be given him to be in safety, whereon he resteth; yet his eyes are upon their ways.
American Standard Version (ASV)
`God' giveth them to be in security, and they rest thereon; And his eyes are upon their ways.
Bible in Basic English (BBE)
He takes away his fear of danger and gives him support; and his eyes are on his ways.
Darby English Bible (DBY)
[God] setteth him in safety, and he resteth thereon; but his eyes are upon their ways.
Webster's Bible (WBT)
Though it is given him to be in safety, on which he resteth; yet his eyes are upon their ways.
World English Bible (WEB)
God gives them security, and they rest in it. His eyes are on their ways.
Young's Literal Translation (YLT)
He giveth to him confidence, and he is supported, And his eyes `are' on their ways.
| Though it be given | יִתֶּן | yitten | yee-TEN |
| safety, in be to him | ל֣וֹ | lô | loh |
| resteth; he whereon | לָ֭בֶטַח | lābeṭaḥ | LA-veh-tahk |
| yet his eyes | וְיִשָּׁעֵ֑ן | wĕyiššāʿēn | veh-yee-sha-ANE |
| are upon | וְ֝עֵינֵ֗יהוּ | wĕʿênêhû | VEH-ay-NAY-hoo |
| their ways. | עַל | ʿal | al |
| דַּרְכֵיהֶֽם׃ | darkêhem | dahr-hay-HEM |
Cross Reference
Revelation 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।
Proverbs 15:3
ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।
Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
Amos 8:7
ସଦାପ୍ରଭୁ ଯାକୁବର ଗର୍ବକୁ ନଇେ ଶପଥ କରି କହିଲେ, ସହେି ଲୋକମାନେ ଯାହା କଲେ ଆମ୍ଭେ କବେେ ତାହା ପାଶୋରି ପାରିବା ନାହିଁ।
Amos 9:2
ଯଦି ସମାନେେ ଭୂମି ଖାେଳି ପାତାଳକୁ ଯିବେ, ସଠାରୁେ ମଧ୍ଯ ଆମ୍ଭେ ସମାନଙ୍କେୁ ଟାଣି ଆଣିବା। ଯଦି ସମାନେେ ସ୍ବର୍ଗକୁ ୟାଆନ୍ତି, ଆମ୍ଭେ ସମାନଙ୍କେୁ ସହେି ସ୍ଥାନରୁ ମଧ୍ଯ ତଳକୁ ଖସାଇ ଆଣିବା।
Habakkuk 1:13
ତୁମ୍ଭର ଚକ୍ଷୁଗୁଡିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖିପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ଯ କରିପାରିବ ନାହିଁ। ତେଣୁ କିପରି ସହେି ମନ୍ଦ ଲୋକମାନେ ଜଯ କରିବାର ତୁମ୍ଭେ ଦେଖିପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିଯା କରୁନାହଁ, ଯେତବେେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
Luke 12:16
ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।
Luke 12:45
କିନ୍ତୁ ଯଦି ସବେକଟି ଦୁଷ୍ଟ ହାଇେଥିବ ଓ ମନମେନେ କହିବ, ମାେ ମାଲିକ ତୁରନ୍ତ ଆସିବେ ନାହିଁ, ତବେେ କ'ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସବେକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦବେ ଓ ନିଜେ ଖିଆପିଆ ରେ ବୁଡି ରହିବ ଓ ମଦ ପିଇ ମାତାଲ ହବେ।
1 Thessalonians 5:3
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।
Isaiah 56:12
ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'
Isaiah 10:8
ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।
Job 12:6
ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।
Psalm 10:13
କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧରେ ୟାଆନ୍ତି ? କାରଣ ସମାନେେ ଭାବନ୍ତି ୟେ ତାଙ୍କୁ ଦଣ୍ଡ ଦବେେ ନାହିଁ।
Psalm 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
Psalm 73:3
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
Proverbs 5:21
ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।
Proverbs 25:21
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
Ecclesiastes 5:8
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
Ecclesiastes 8:11
ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
Job 11:11
ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।