Jeremiah 15:11
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣ ରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
Jeremiah 15:11 in Other Translations
King James Version (KJV)
The LORD said, Verily it shall be well with thy remnant; verily I will cause the enemy to entreat thee well in the time of evil and in the time of affliction.
American Standard Version (ASV)
Jehovah said, Verily I will strengthen thee for good; verily I will cause the enemy to make supplication unto thee in the time of evil and in the time of affliction.
Bible in Basic English (BBE)
...
Darby English Bible (DBY)
Jehovah said, Verily I will set thee free for [thy] good; verily I will cause the enemy to meet thee kindly in the time of evil and in the time of affliction.
World English Bible (WEB)
Yahweh said, Most assuredly I will strengthen you for good; most assuredly I will cause the enemy to make supplication to you in the time of evil and in the time of affliction.
Young's Literal Translation (YLT)
Jehovah said, Did I not direct thee for good? Did not I intercede for thee in a time of evil, And in a time of adversity, with the enemy?
| The Lord | אָמַ֣ר | ʾāmar | ah-MAHR |
| said, | יְהוָ֔ה | yĕhwâ | yeh-VA |
| Verily | אִם | ʾim | eem |
| לֹ֥א | lōʾ | loh | |
| well be shall it | שֵֽׁרִותִ֖ךָ | šēriwtikā | shay-reev-TEE-ha |
| with thy remnant; | לְט֑וֹב | lĕṭôb | leh-TOVE |
| verily | אִם | ʾim | eem |
| ל֣וֹא׀ | lôʾ | loh | |
cause will I | הִפְגַּ֣עְתִּֽי | hipgaʿtî | heef-ɡA-tee |
| the enemy | בְךָ֗ | bĕkā | veh-HA |
| to entreat | בְּעֵ֥ת | bĕʿēt | beh-ATE |
| time the in well thee | רָעָ֛ה | rāʿâ | ra-AH |
| of evil | וּבְעֵ֥ת | ûbĕʿēt | oo-veh-ATE |
| time the in and | צָרָ֖ה | ṣārâ | tsa-RA |
| of affliction. | אֶת | ʾet | et |
| הָאֹיֵֽב׃ | hāʾōyēb | ha-oh-YAVE |
Cross Reference
Proverbs 16:7
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
Jeremiah 29:11
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।
Psalm 106:46
ସେ ସମାନଙ୍କେର ସମସ୍ତଙ୍କୁ ବନ୍ଦି କରିଥିବା ମନରେ ଦୟା ଦଖାଇେଲେ।
Jeremiah 42:2
ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।
Jeremiah 40:2
ସେତବେେଳେ ପ୍ରହରୀବର୍ଗର ସନୋପତି, ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ବର ଏହି ସ୍ଥାନ ବିଷଯ ରେ ଏହି ଅମଙ୍ଗଳକର କଥା କହିଥିଲେ।
Jeremiah 39:11
ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।
Jeremiah 37:3
ପୁଣି ସିଦିକିଯ ରାଜା ଶଲେିମିଯର ପୁତ୍ର ୟିହୁଖଲକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ଯିରିମିୟ ଭବିଷ୍ଯଦବକ୍ତା ନିକଟକୁ ଏକ ବାର୍ତ୍ତା ଦଇେ ପଠାଇଲେ। ସମାନେେ ଯିରିମିୟଙ୍କୁ ବିନଯ କରି କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।
Jeremiah 21:2
ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।
Ecclesiastes 8:12
ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
Proverbs 21:1
କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।
Psalm 37:3
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।