Hebrews 12:22
କିନ୍ତୁ ତୁମ୍ଭମାନେେ ସପରେି ଜାଗାକୁ ଆସିନାହଁ। ତୁମ୍ଭମାନେେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସୀଯୋନ ପର୍ବତ।324 ତୁମ୍ଭମାନେେ ଜୀବନ୍ତ ପରମେଶ୍ବରଙ୍କ ନଗରୀକୁ ଆସିଛ, ସ୍ବର୍ଗୀୟ ୟିରୁଶାଲମକୁ ଆସିଛ। ତୁମ୍ଭମାନେେ ଏକତ୍ରିତ ହାଇେଥିବା ଓ ଆନନ୍ଦ ରେ ପରିପୂର୍ଣ୍ଣ ହଜାର ହଜାର ସ୍ବର୍ଗଦୂତଙ୍କ ପାଖ ରେ ଆସି ପହଁଞ୍ଚିଛ।
Hebrews 12:22 in Other Translations
King James Version (KJV)
But ye are come unto mount Sion, and unto the city of the living God, the heavenly Jerusalem, and to an innumerable company of angels,
American Standard Version (ASV)
but ye are come unto mount Zion, and unto the city of the living God, the heavenly Jerusalem, and to innumerable hosts of angels,
Bible in Basic English (BBE)
But you have come to the mountain of Zion, to the place of the living God, to the Jerusalem which is in heaven, and to an army of angels which may not be numbered,
Darby English Bible (DBY)
but ye have come to mount Zion; and to [the] city of [the] living God, heavenly Jerusalem; and to myriads of angels,
World English Bible (WEB)
But you have come to Mount Zion, and to the city of the living God, the heavenly Jerusalem, and to innumerable hosts of angels,
Young's Literal Translation (YLT)
But, ye came to Mount Zion, and to a city of the living God, to the heavenly Jerusalem, and to myriads of messengers,
| But | ἀλλὰ | alla | al-LA |
| ye are come | προσεληλύθατε | proselēlythate | prose-ay-lay-LYOO-tha-tay |
| unto mount | Σιὼν | siōn | see-ONE |
| Sion, | ὄρει | orei | OH-ree |
| and | καὶ | kai | kay |
| unto the city | πόλει | polei | POH-lee |
| living the of | θεοῦ | theou | thay-OO |
| God, | ζῶντος | zōntos | ZONE-tose |
| the heavenly | Ἰερουσαλὴμ | ierousalēm | ee-ay-roo-sa-LAME |
| Jerusalem, | ἐπουρανίῳ | epouraniō | ape-oo-ra-NEE-oh |
| and | καὶ | kai | kay |
| company innumerable an to | μυριάσιν | myriasin | myoo-ree-AH-seen |
| of angels, | ἀγγέλων | angelōn | ang-GAY-lone |
Cross Reference
Galatians 4:26
କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
Philippians 3:20
କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ବର୍ଗ। ଆମେ ସ୍ବର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।
Revelation 14:1
ତା'ପରେ ମୁଁ ମାେ ସମ୍ମୁଖ ରେ ମଷେଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହାଇେଥିଲେ। ତାହାଙ୍କ ସହିତ 1,44,000 ଲୋକ ଥିଲେ। ସମାନଙ୍କେ କପାଳ ରେ ମଷେଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲଖାେଥିଲା।
Psalm 48:2
ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
2 Kings 19:4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'
Jude 1:14
ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷ ରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟ ରେ ଏହି କଥା କହିଥିଲେ : ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି।
Revelation 21:2
ତା'ପରେ ମୁଁ ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ୟିରୁଶାଲମ ଅଟେ। ବର ପାଇଁ କନ୍ଯା ଯେପରି ସୁସଜ୍ଜିତା ହାଇେଥାଏ, ଠିକ୍ ସହେିପରି ଏହା ପ୍ରସ୍ତୁତ ଥିଲା।
Revelation 22:19
ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।
Revelation 21:10
ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।
Romans 9:26
ଏବଂ ଯେଉଁ ସ୍ଥାନ ରେ ପରମେଶ୍ବର କହିଥୀଲେ, 'ତୁମ୍ଭମାନେେ ଆମ୍ବ ଲୋକ ନୁହଁ'- ସହେି ସ୍ଥାନ ରେ ସମାନେେ ଜୀବିତ ପରମେଶ୍ବରଙ୍କ ସନ୍ତାନ ବୋଲାଇବେ। ହାେେଶୟ 1:10
Romans 11:26
ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:
1 Thessalonians 1:9
ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
Hebrews 3:12
ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
Hebrews 9:14
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।
Hebrews 10:31
ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।
Hebrews 11:10
ପରମେଶ୍ବରଙ୍କଠାରୁ ସହେି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ320 ର ଅପେକ୍ଷା ରେ ଥିଲେ। ପରମେଶ୍ବର ସ୍ବଯଂ ସହେି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।
Hebrews 13:14
ଏହି ପୃଥିବୀ ରେ ଆମ୍ଭର କୌଣସି ଚିରସ୍ଥାଯୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ଯତ ରେ ଆସିବ।
Revelation 3:12
ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।
Revelation 5:11
ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।
Revelation 7:2
ତା'ପରେ ମୁଁ ଅନ୍ୟ ଜଣେ ସ୍ବର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖ ରେ ଜୀବିତ ପରମେଶ୍ବରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ବର ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ବର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦଇେଥିଲେ।
Psalm 68:17
ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
Matthew 16:16
ଶିମାନେ ପିତର ଉତ୍ତର ଦେଲେ, ଆପଣ ହେଉଛନ୍ତି ଖ୍ରୀଷ୍ଟ। ଜୀବନ୍ତ ପରମେଶ୍ବରଙ୍କ ପୁତ୍ର।
Matthew 5:35
ପୃଥିବୀ ନାମ ରେ ପ୍ରତିଜ୍ଞା ନିଅନାହିଁ। କାରଣ ତାହା ପରମେଶ୍ବରଙ୍କର ପାଦ ପୀଠ। ୟିରୂଶାଲମ ନାମ ରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ବରଙ୍କ ନଗରୀ।
Isaiah 12:6
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
Psalm 132:13
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
Psalm 87:3
ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
Psalm 84:2
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।
Psalm 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।
Joshua 3:10
ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।
Deuteronomy 33:2
ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,
Deuteronomy 5:26
ଅଗ୍ନି ମଧ୍ଯରକ୍ସ୍ଟ ଜୀବନ୍ତ ପରମେଶ୍ବର କାହିବାର କହେି ଶକ୍ସ୍ଟଣି ନାହାନ୍ତି। ଯେପରି ଆମ୍ଭମାନେେ ଶକ୍ସ୍ଟଣିଛକ୍ସ୍ଟ ଓ ବଞ୍ଚିଛକ୍ସ୍ଟ।
Isaiah 28:16
ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।
Isaiah 51:11
ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ, ଆନନ୍ଦ ଗାନ କରି ସିୟୋନ ରେ ଉପସ୍ଥିତ ହବେେ। ଚିର ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହବେେ ଏବଂ ଦୁଃଖ ଶାେକ ସୁଦୂରଗାମୀ ହବେ।
Joel 2:32
ସହେି ସମୟରେ, ଯେ କହେି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବି, ସେ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ ଲୋକମାନେ ୟିରୁଶାଲମର ଓ ସିୟୋନ୍ପର୍ବତ ଉପ ରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହବେେ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ ସମାନେେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ, ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ବାନ କରୁଛନ୍ତି।
Hosea 1:10
ସମୁଦ୍ରର ବାଲୁକା ସଦୃଶ ଇଶ୍ରାୟେଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ ରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନ ରେ ସମାନଙ୍କେୁ କୁହାୟାଇଥିଲା, ସହେି ସ୍ଥାନ ରେ ଏହା ଘଟିବ। ସମାନଙ୍କେୁ ମଧ୍ଯ କୁହାୟିବ, 'ତୁମ୍ଭମାନେେ ମାେ ଲୋକ ନୁହଁ।' 'ତୁମ୍ଭେ ଜୀବନ୍ତ ପରମେଶ୍ବରଙ୍କର ସନ୍ତାନ ଅଟ।'
Daniel 7:10
ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।
Daniel 6:26
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
Jeremiah 10:10
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
Isaiah 60:14
ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'
Isaiah 59:20
ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧିଅରେ ଯେଉଁମାନେ ଅଧର୍ମରୁ ଫରନ୍େତି, ସମାନଙ୍କେ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।
Isaiah 51:16
ହେ ମାରେ ସବେକ ଇଶ୍ରାୟେଲ, ଆମ୍ଭେ ତୁମ୍ଭ ମୁଖ ରେ ଆମ୍ଭର ବାକ୍ଯ ରଖିଅଛୁ ଓ ଆମ୍ଭର ହସ୍ତର ଛାଯା ରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ ଆମ୍ଭେ ସ୍ବର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ତୁମ୍ଭମାନେେ ମାରେ ସନ୍ତାନ।'
Isaiah 14:32
ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
Psalm 42:2
ମାରେ ପ୍ରାଣ ଜୀବନ୍ତ ପରମେଶ୍ବରଙ୍କ ନିମନ୍ତେ ତୃଷିତ। ମୁଁ କବେେ ପ୍ରଭୁଙ୍କ ଦର୍ଶନ ପାଇବି ?