Ezekiel 28:13
ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।
Ezekiel 28:13 in Other Translations
King James Version (KJV)
Thou hast been in Eden the garden of God; every precious stone was thy covering, the sardius, topaz, and the diamond, the beryl, the onyx, and the jasper, the sapphire, the emerald, and the carbuncle, and gold: the workmanship of thy tabrets and of thy pipes was prepared in thee in the day that thou wast created.
American Standard Version (ASV)
Thou wast in Eden, the garden of God; every precious stone was thy covering, the sardius, the topaz, and the diamond, the beryl, the onyx, and the jasper, the sapphire, the emerald, and the carbuncle, and gold: the workmanship of thy tabrets and of thy pipes was in thee; in the day that thou wast created they were prepared.
Bible in Basic English (BBE)
You were in Eden, the garden of God; every stone of great price was your clothing, the sardius, the topaz, and the diamond, the beryl, the onyx, and the jasper, the emerald and the carbuncle: your store-houses were full of gold, and things of great price were in you; in the day when you were made they were got ready.
Darby English Bible (DBY)
thou wast in Eden, the garden of God. Every precious stone was thy covering: the sardius, the topaz, and the diamond, the chrysolite, the onyx, and the jasper, the sapphire, the carbuncle, and the emerald, and gold. The workmanship of thy tambours and of thy pipes was in thee: in the day that thou wast created were they prepared.
World English Bible (WEB)
You were in Eden, the garden of God; every precious stone adorned you: ruby, topaz, emerald, chrysolite, onx, jasper, sapphire{or, lapis lazuli}, turquoise, and beryl. Gold work of tambourines and of pipes was in you. In the day that you were created they were prepared.
Young's Literal Translation (YLT)
In Eden, the garden of God, thou hast been, Every precious stone thy covering, Ruby, topaz, and diamond, beryl, onyx, and jasper, Sapphire, emerald, and carbuncle, and gold, The workmanship of thy tabrets, and of thy pipes, In thee in the day of thy being produced, have been prepared.
| Thou hast been | בְּעֵ֨דֶן | bĕʿēden | beh-A-den |
| in Eden | גַּן | gan | ɡahn |
| garden the | אֱלֹהִ֜ים | ʾĕlōhîm | ay-loh-HEEM |
| of God; | הָיִ֗יתָ | hāyîtā | ha-YEE-ta |
| every | כָּל | kāl | kahl |
| precious | אֶ֨בֶן | ʾeben | EH-ven |
| stone | יְקָרָ֤ה | yĕqārâ | yeh-ka-RA |
| covering, thy was | מְסֻכָתֶ֙ךָ֙ | mĕsukātekā | meh-soo-ha-TEH-HA |
| the sardius, | אֹ֣דֶם | ʾōdem | OH-dem |
| topaz, | פִּטְדָ֞ה | piṭdâ | peet-DA |
| and the diamond, | וְיָהֲלֹ֗ם | wĕyāhălōm | veh-ya-huh-LOME |
| beryl, the | תַּרְשִׁ֥ישׁ | taršîš | tahr-SHEESH |
| the onyx, | שֹׁ֙הַם֙ | šōham | SHOH-HAHM |
| and the jasper, | וְיָ֣שְׁפֵ֔ה | wĕyāšĕpē | veh-YA-sheh-FAY |
| sapphire, the | סַפִּ֣יר | sappîr | sa-PEER |
| the emerald, | נֹ֔פֶךְ | nōpek | NOH-fek |
| and the carbuncle, | וּבָרְקַ֖ת | ûborqat | oo-vore-KAHT |
| gold: and | וְזָהָ֑ב | wĕzāhāb | veh-za-HAHV |
| the workmanship | מְלֶ֨אכֶת | mĕleʾket | meh-LEH-het |
| of thy tabrets | תֻּפֶּ֤יךָ | tuppêkā | too-PAY-ha |
| pipes thy of and | וּנְקָבֶ֙יךָ֙ | ûnĕqābêkā | oo-neh-ka-VAY-HA |
| was prepared | בָּ֔ךְ | bāk | bahk |
| day the in thee in | בְּי֥וֹם | bĕyôm | beh-YOME |
| that thou wast created. | הִבָּרַאֲךָ֖ | hibbāraʾăkā | hee-ba-ra-uh-HA |
| כּוֹנָֽנוּ׃ | kônānû | koh-na-NOO |
Cross Reference
Ezekiel 31:8
ଏପରିକି ପରମେଶ୍ବରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦବଦୋରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସହେିଭଳି ଶାଖା ୟୁକ୍ତ ନ ଥିଲା। ଆଉ ପରମେଶ୍ବରଙ୍କ ଉଦ୍ୟାନ ରେ କୌଣସି ବୃକ୍ଷ ସୌନ୍ଦର୍ୟ୍ଯ ରେ ତାହାପରି ନ ଥିଲେ।
Ezekiel 27:16
ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
Genesis 2:8
ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।
Isaiah 30:32
ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣା ରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତି ରେ ସେ ଅଶୂରର ପତନ ଘଟାଇବେ।
Isaiah 51:3
ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।
Isaiah 54:11
ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
Ezekiel 27:22
ଶିବାର ଓ ରଯମର ବଣିକମାନେ ତୁମ୍ଭ୍ ସହିତ ବାଣିଜ୍ଯ କରୁଥିଲେ। ସମାନେେ ସମାନଙ୍କେର ଶ୍ ରେଷ୍ଠ ଅତର ଓ ମୂଲ୍ଯବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳ ରେ ବାଣିଜ୍ଯ କଲେ।
Ezekiel 28:15
ଯେତବେେଳେ ତୁମ୍ଭମାନେେ ସୃଷ୍ଟି ହେଲ, ତୁମ୍ଭମାନେେ ନିର୍ଦ୍ ଦୋଷ ଥିଲ। କିନ୍ତୁ ପ ରେ ତୁମ୍ଭମାନେେ ଦୁଷ୍ଟ ହାଇଗେଲ।
Ezekiel 36:35
ତେଣୁ ଲୋକମାନେ କହିବେ, ଏହି ଧ୍ବଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହାଇେଅଛି। ଆଉ ଏହି ଶୂନ୍ଯ, ଧ୍ବଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ଯ ହାଇେଅଛି।'
Isaiah 14:11
ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
Exodus 39:10
ତାକୁ ଚାରି ପକ୍ତି ମଣି ରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତି ରେ ଚୁଣି, ପିତମଣି ଓ ମରକତ ଇତ୍ଯାଦି ରଖିଲେ।
Exodus 28:17
ତାହାକୁ ଚାରି ମଣି ପଂକ୍ତି ରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତି ରେ ଚୂଣୀ ଓ ପୀତମଣି ମର୍କତ,
Genesis 2:11
ପ୍ରଥମ ନଦୀର ନାମ ପିଶାେନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚ଼ତୁପାଶର୍ବ ଦଇେ ବହିଗଲା, ଯେଉଁ ସ୍ଥାନ ରେ ସୁବର୍ଣ୍ଣ ଅଛି।
Genesis 13:10
ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।
Isaiah 23:16
ହେ ବିସ୍ତୃତ ବେଶ୍ଯୋ! ବୀଣା ନଇେ ନଗର ଭ୍ରମଣ କର। ମଧୁର ତାଳ ରେ ବଜାଅ ଓ ଅନକେ ଗୀତ ଗାଅ। ତାହା ହେଲେ ତୁମ୍ଭମାନେେ ସ୍ମୃତି ପଥରେ ଆସିବ।
Ezekiel 21:30
' ହେ ବାବିଲ, ଖଡ୍ଗକୁ ପୁନର୍ବାର କୋଷ ମଧ୍ଯକୁ ଫରୋଇ ଆଣ। ତୁମ୍ଭେ ଯେଉଁଠା ରେ ସୃଷ୍ଟି ହାଇେଥିଲ ଓ ଯେଉଁଠା ରେ ତୁମ୍ଭେ ଜନ୍ମ ହାଇେଥିଲ, ସଠାେ ରେ ମୁଁ ତୁମ୍ଭର ବିଚାର କରିବି।
Ezekiel 26:13
ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।
Revelation 17:4
ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।
Revelation 21:19
ନଗରୀ କାନ୍ଥର ମୂଳଦୁଆ ପଥର ରେ ବହୁମୂଲ୍ଯ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ବିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ୟ୍ଯମଣି, ଚତୁର୍ଥଟି ମରକତମଣି ଥିଲା।
Revelation 2:7
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
Genesis 3:23
ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।