Ezekiel 1:24
ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
Ezekiel 1:24 in Other Translations
King James Version (KJV)
And when they went, I heard the noise of their wings, like the noise of great waters, as the voice of the Almighty, the voice of speech, as the noise of an host: when they stood, they let down their wings.
American Standard Version (ASV)
And when they went, I heard the noise of their wings like the noise of great waters, like the voice of the Almighty, a noise of tumult like the noise of a host: when they stood, they let down their wings.
Bible in Basic English (BBE)
And when they went, the sound of their wings was like the sound of great waters to my ears, like the voice of the Ruler of all, a sound like the rushing of an army: when they came to rest they let down their wings.
Darby English Bible (DBY)
And when they went, I heard the noise of their wings, like the noise of great waters, as the voice of the Almighty, a tumultuous noise, as the noise of a host: when they stood, they let down their wings;
World English Bible (WEB)
When they went, I heard the noise of their wings like the noise of great waters, like the voice of the Almighty, a noise of tumult like the noise of a host: when they stood, they let down their wings.
Young's Literal Translation (YLT)
And I hear the noise of their wings, as the noise of many waters, as the noise of the Mighty One, in their going -- the noise of tumult, as the noise of a camp, in their standing they let fall their wings.
| And when they went, | וָאֶשְׁמַ֣ע | wāʾešmaʿ | va-esh-MA |
| heard I | אֶת | ʾet | et |
| ק֣וֹל | qôl | kole | |
| the noise | כַּנְפֵיהֶ֡ם | kanpêhem | kahn-fay-HEM |
| wings, their of | כְּקוֹל֩ | kĕqôl | keh-KOLE |
| like the noise | מַ֨יִם | mayim | MA-yeem |
| great of | רַבִּ֤ים | rabbîm | ra-BEEM |
| waters, | כְּקוֹל | kĕqôl | keh-KOLE |
| as the voice | שַׁדַּי֙ | šadday | sha-DA |
| Almighty, the of | בְּלֶכְתָּ֔ם | bĕlektām | beh-lek-TAHM |
| the voice | ק֥וֹל | qôl | kole |
| of speech, | הֲמֻלָּ֖ה | hămullâ | huh-moo-LA |
| as the noise | כְּק֣וֹל | kĕqôl | keh-KOLE |
| host: an of | מַחֲנֶ֑ה | maḥăne | ma-huh-NEH |
| when they stood, | בְּעָמְדָ֖ם | bĕʿomdām | beh-ome-DAHM |
| they let down | תְּרַפֶּ֥ינָה | tĕrappênâ | teh-ra-PAY-na |
| their wings. | כַנְפֵיהֶֽן׃ | kanpêhen | hahn-fay-HEN |
Cross Reference
Daniel 10:6
ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।
Revelation 19:6
ତା'ପରେ ମୁଁ ଅନକେ ଲୋକମାନଙ୍କର ସ୍ବର ଶୁଣିଲି। ଏହା ଜଳପ୍ରପାତର ଧ୍ବନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସମାନେେ କହୁଥିଲେ :
Revelation 1:15
ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟି ରେ ଦଖାଯାେଏ ସହେିପରି ଶୁଦ୍ଧ ଦଖାଯାେଉଥିଲା। ତାହାଙ୍କ ସ୍ବର ବନ୍ଯାଜଳର ଗର୍ଜନ ଭଳି ଥିଲା।
Ezekiel 43:2
ଏବଂ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖିପାରିଲି ଏବଂ ତାଙ୍କର ସ୍ବର ସମୁଦ୍ରର ଗର୍ଜ୍ଜନର ସ୍ବର ପରି ଥିଲା ଏବଂ ଦେଶଟି ତାଙ୍କ ମହିମା ରେ ଆଲୋକିତ ହାଇଗେଲା।
Ezekiel 10:5
ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।
2 Kings 7:6
କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।
Psalm 68:33
ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।
Psalm 29:3
ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
Psalm 18:13
ସଦାପ୍ରଭୁ ଆକାଶ ମଧ୍ଯରୁ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
Job 37:4
ତା'ପରେ ବିଜୁଳି ମାରିବା ପରେ ପରମେଶ୍ବରଙ୍କ ବଜ୍ର ଗମ୍ଭିର କଣ୍ଠସ୍ବର ଶୁଣାୟାଏ, ପରମେଶ୍ବର ତାଙ୍କର ଚମତ୍କାର ସ୍ବର ରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ମା ରେ।
Job 37:2
ସମସ୍ତେ ଶୁଣ ! ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ଭଳି ଶୁଣାୟାଏ। ସହେି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ବରଙ୍କ ପାଟିରୁ ବାହା ରେ।