Acts 8:21
ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
Acts 8:21 in Other Translations
King James Version (KJV)
Thou hast neither part nor lot in this matter: for thy heart is not right in the sight of God.
American Standard Version (ASV)
Thou hast neither part nor lot in this matter: for thy heart is not right before God.
Bible in Basic English (BBE)
You have no part in this business, because your heart is not right before God.
Darby English Bible (DBY)
Thou hast neither part nor lot in this matter, for thy heart is not upright before God.
World English Bible (WEB)
You have neither part nor lot in this matter, for your heart isn't right before God.
Young's Literal Translation (YLT)
thou hast neither part nor lot in this thing, for thy heart is not right before God;
| Thou | οὐκ | ouk | ook |
| hast | ἔστιν | estin | A-steen |
| neither | σοι | soi | soo |
| part | μερὶς | meris | may-REES |
| nor | οὐδὲ | oude | oo-THAY |
| lot | κλῆρος | klēros | KLAY-rose |
| in | ἐν | en | ane |
| this | τῷ | tō | toh |
| λόγῳ | logō | LOH-goh | |
| matter: | τούτῳ | toutō | TOO-toh |
| ἡ | hē | ay | |
| for | γὰρ | gar | gahr |
| thy | καρδία | kardia | kahr-THEE-ah |
| heart | σου | sou | soo |
| is | οὐκ | ouk | ook |
| not | ἔστιν | estin | A-steen |
| right | εὐθεῖα | eutheia | afe-THEE-ah |
| of sight the in | ἐνώπιον | enōpion | ane-OH-pee-one |
| τοῦ | tou | too | |
| God. | θεοῦ | theou | thay-OO |
Cross Reference
Revelation 22:19
ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।
Revelation 20:6
ଏହି ପ୍ରଥମ ପୁନରୁତ୍ଥାନ ରେ ଯେଉଁମାନେ ଅଂଶୀ ହୁଅନ୍ତି, ସମାନେେ ଧନ୍ଯ ଓ ପବିତ୍ର। ଏମାନଙ୍କ ଉପରେ ଦ୍ବିତୀୟ ମୃତ୍ଯୁର କୌଣସି କ୍ଷମତା ନାହିଁ। ସହେି ଲୋକମାନେ ପରମେଶ୍ବରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହବେେ। ସମାନେେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କରିବେ।
Revelation 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।
Hebrews 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
John 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?
Matthew 6:22
ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।
Habakkuk 2:4
ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।
Ezekiel 14:3
ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?
Psalm 36:1
ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦ କାର୍ୟ୍ଯ କରେ। ଯେତବେେଳେ ସେ ଆପଣା ହୃଦଯକୁ କ ହେ, ମୁଁ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।
2 Chronicles 25:2
ଅମତ୍ସିଯ ସଦାପ୍ରଭୁଙ୍କର ଇଚ୍ଛାନୁୟାଯୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦଯର ସହିତ ତାହା କଲେ ନାହିଁ।
Joshua 22:25
ସଦାପ୍ରଭୁ ୟର୍ଦ୍ଦନ ସପୋରି ରେ ଆମ୍ଭକକ୍ସ୍ଟ ଭୂମି ଦଇେଛନ୍ତି। ଏହା ଅର୍ଥ ୟର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭମାନେେ ଆଶଙ୍କା କରୁଅଛକ୍ସ୍ଟ ଯେ ଯେତବେେଳେ ତୁମ୍ଭମାନଙ୍କ ପିଲା ବଡ ହାଇେ ଦେଶ ଶାସନ କରିବେ ସମାନେେ ବିଶ୍ବାସ କରିବେ ନାହିଁ ଯେ କି ଆମ୍ଭେ ତୁମ୍ଭର ଲୋକ ବୋଲି। ସମାନେେ ଯେତବେେଳେ ବଡ ହାଇେ ଶାସନ କରିବେ, ସମାନେେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, 'ତୁମ୍ଭେ, ରକ୍ସ୍ଟବନ୍େ, ଗାଦ , ଆମ୍ଭମାନଙ୍କର ଅଂଶ ନକ୍ସ୍ଟହଁ।' ଏହାପରେ ତୁମ୍ଭମାନଙ୍କର ସନ୍ତାନ ଆମ୍ଭମାନଙ୍କ ପିଲାଙ୍କକ୍ସ୍ଟ ସଠାେରେ ଉପାସନା କରିବାକୁ ମନା କରିପାରନ୍ତି।
Psalm 78:36
କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।