2 Thessalonians 3
1 ଭାଇ ଓ ଭଉଣୀମାନେ ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହବେ। ପ୍ରାର୍ଥନା କର, ତୁମ୍ଭମାନେେ ଯେଉଁଭଳି ସହେି ଶିକ୍ଷାକୁ ସମ୍ମାନ ଦଲେ, ଠିକ୍ ସହେିଭଳି ଲୋକେ ସହେି ଶିକ୍ଷାକୁ ସମ୍ମାନ ଦବେେ।
2 ଆହୁରି ମଧ୍ଯ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା ରେ ବିଶ୍ବାସ ନ ଥାଏ।)
3 ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।
4 ତୁମ୍ଭମାନଙ୍କୁ କୁହାୟାଇଥିବା କାମସବୁ ତୁମ୍ଭମାନେେ କରୁଛ ବୋଲି ପରମେଶ୍ବର ଆମ୍ଭକୁ ନିଶ୍ଚିତ ଭାବେ ଉପଲବଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭମାନେେ ଏହି କାମ ସବୁ କରି ଚାଲିଥିବ।
5 ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରମେଶ୍ବରଙ୍କ ପ୍ ରମେ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହବୋ ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଚାଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
1 Finally, brethren, pray for us, that the word of the Lord may have free course, and be glorified, even as it is with you:
2 And that we may be delivered from unreasonable and wicked men: for all men have not faith.
3 But the Lord is faithful, who shall stablish you, and keep you from evil.
4 And we have confidence in the Lord touching you, that ye both do and will do the things which we command you.
5 And the Lord direct your hearts into the love of God, and into the patient waiting for Christ.
2 Thessalonians 3 in Tamil and English
1 ଭାଇ ଓ ଭଉଣୀମାନେ ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହବେ। ପ୍ରାର୍ଥନା କର, ତୁମ୍ଭମାନେେ ଯେଉଁଭଳି ସହେି ଶିକ୍ଷାକୁ ସମ୍ମାନ ଦଲେ, ଠିକ୍ ସହେିଭଳି ଲୋକେ ସହେି ଶିକ୍ଷାକୁ ସମ୍ମାନ ଦବେେ।
Finally, brethren, pray for us, that the word of the Lord may have free course, and be glorified, even as it is with you:
2 ଆହୁରି ମଧ୍ଯ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା ରେ ବିଶ୍ବାସ ନ ଥାଏ।)
And that we may be delivered from unreasonable and wicked men: for all men have not faith.
3 ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।
But the Lord is faithful, who shall stablish you, and keep you from evil.
4 ତୁମ୍ଭମାନଙ୍କୁ କୁହାୟାଇଥିବା କାମସବୁ ତୁମ୍ଭମାନେେ କରୁଛ ବୋଲି ପରମେଶ୍ବର ଆମ୍ଭକୁ ନିଶ୍ଚିତ ଭାବେ ଉପଲବଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭମାନେେ ଏହି କାମ ସବୁ କରି ଚାଲିଥିବ।
And we have confidence in the Lord touching you, that ye both do and will do the things which we command you.
5 ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରମେଶ୍ବରଙ୍କ ପ୍ ରମେ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହବୋ ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଚାଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
And the Lord direct your hearts into the love of God, and into the patient waiting for Christ.