2 Thessalonians 2:9 in Oriya

Oriya Oriya Bible 2 Thessalonians 2 Thessalonians 2 2 Thessalonians 2:9

2 Thessalonians 2:9
ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

2 Thessalonians 2:82 Thessalonians 22 Thessalonians 2:10

2 Thessalonians 2:9 in Other Translations

King James Version (KJV)
Even him, whose coming is after the working of Satan with all power and signs and lying wonders,

American Standard Version (ASV)
`even he', whose coming is according to the working of Satan with all power and signs and lying wonders,

Bible in Basic English (BBE)
Even the one whose coming is marked by the working of Satan, with all power and signs and false wonders,

Darby English Bible (DBY)
whose coming is according to the working of Satan in all power and signs and wonders of falsehood,

World English Bible (WEB)
even he whose coming is according to the working of Satan with all power and signs and lying wonders,

Young's Literal Translation (YLT)
`him,' whose presence is according to the working of the Adversary, in all power, and signs, and lying wonders,

Even
him,
whose
οὗhouoo

ἐστινestinay-steen
coming
ay
is
παρουσίαparousiapa-roo-SEE-ah
after
κατ'katkaht
the
working
ἐνέργειανenergeianane-ARE-gee-an

of
τοῦtoutoo
Satan
Σατανᾶsatanasa-ta-NA
with
ἐνenane
all
πάσῃpasēPA-say
power
δυνάμειdynameithyoo-NA-mee
and
καὶkaikay
signs
σημείοιςsēmeioissay-MEE-oos
and
καὶkaikay
lying
τέρασινterasinTAY-ra-seen
wonders,
ψεύδουςpseudousPSAVE-thoos

Cross Reference

Matthew 24:24
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।

Revelation 19:20
କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।

Revelation 18:23
ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।

Deuteronomy 13:1
ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,

2 Timothy 3:8
ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।

Revelation 9:11
ପାତାଳସ୍ଥ ସହେି ଅତଳ ଗହ୍ବରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷା ରେ 'ଅବଦ୍ଦୋନ୍' ଓ ଗ୍ରୀକ୍ ଭାଷା ରେ 'ଅପଲିଯୋନ' (ବିନାଶକ) ଥିଲା।

Revelation 12:9
ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।

Revelation 12:17
ତେଣୁ ସାପ ସହେି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ବରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦିଅନ୍ତି ସହେିମାନେ ତାହାଙ୍କର ସନ୍ତାନ। [18] ସହେି ବିଶାଳ ସାପ ଯାଇ ସମୁଦ୍ର କୂଳ ରେ ଠିଆ ହେଲା।

Revelation 13:11
ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମଷେ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।

Revelation 20:10
ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।

Ephesians 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।

2 Corinthians 11:14
ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ଯ ତଜେସ୍ବୀ ସ୍ବର୍ଗଦୂତର ରୂପ ଧାରଣ କରେ।

2 Corinthians 11:3
ସେ କବଳେ ତୁମ୍ଭମାନଙ୍କର ସ୍ବାମୀ ହବେେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ ହାଇେଥିଲା, ସହେି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ।

Exodus 7:22
ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ୟାଦୁବିଦ୍ଯା ପ୍ରଯୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି ଦୃଢ଼ ହେଲ ହୃଦଯ କଠିନ କଲେ ଏବଂ ସେ ସମାନଙ୍କେର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ଘଟିଲା।

Exodus 8:7
ମନ୍ତ୍ରଜ୍ଞ ମଧ୍ଯ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ବଳ ରେ ଠିକ୍ ସହପରେି ବେଙ୍ଗମାନଙ୍କୁ ବାହାର କରିପାରିଲେ। ଯେଉଁଥିପାଇଁ ସମଗ୍ର ମିଶରର ବେଙ୍ଗ ରେ ପରିପୂର୍ଣ୍ଣ ହାଇଗେଲା।

Exodus 8:18
ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।

Mark 13:22
ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।

John 4:48
ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ।

John 8:41
ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ୟ୍ଯ ଗୁଡିକ କରୁଛ।

John 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

Acts 8:9
ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।

Acts 13:10
ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ୟ୍ଯ ଓ ମିଥ୍ଯା ରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ଯକୁ ମିଥ୍ଯା ରେ ପରିଣତ କରିବାକୁ ଚେ଼ଷ୍ଟା କରିଥାଅ।

2 Corinthians 4:4
ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।