2 Thessalonians 2

fullscreen1 ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।

fullscreen2 ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।

fullscreen3 ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।

fullscreen4 ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।

fullscreen5 ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।

fullscreen6 ମନେ ଅଛି କି ? ଏବେ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭମାନେେ ଜାଣିଛ। ଯେତବେେଳେ ଉଚିତ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।

fullscreen7 ସଂସାର ରେ ଏବେ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ଯପଟରୁ ଦୂ ରଇେ ନ ୟିବା ପର୍ୟ୍ଯନ୍ତ ସହେି ଶକ୍ତିକୁ ପ୍ରତିରୋଧ କରୁଥିବେ,

fullscreen8 ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।

fullscreen9 ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

fullscreen10 ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।

fullscreen11 ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।

fullscreen12 ଅତଏବ ଯେଉଁମାନେ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, ସମାନେେ ଦୋଷୀ ବୋଲି ବିଚାରିତ ହବେେ। ସମାନେେ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା ରେ ଆନନ୍ଦ ପାଇଛନ୍ତି।

1 Now we beseech you, brethren, by the coming of our Lord Jesus Christ, and by our gathering together unto him,

2 That ye be not soon shaken in mind, or be troubled, neither by spirit, nor by word, nor by letter as from us, as that the day of Christ is at hand.

3 Let no man deceive you by any means: for that day shall not come, except there come a falling away first, and that man of sin be revealed, the son of perdition;

4 Who opposeth and exalteth himself above all that is called God, or that is worshipped; so that he as God sitteth in the temple of God, shewing himself that he is God.

5 Remember ye not, that, when I was yet with you, I told you these things?

6 And now ye know what withholdeth that he might be revealed in his time.

7 For the mystery of iniquity doth already work: only he who now letteth will let, until he be taken out of the way.

8 And then shall that Wicked be revealed, whom the Lord shall consume with the spirit of his mouth, and shall destroy with the brightness of his coming:

9 Even him, whose coming is after the working of Satan with all power and signs and lying wonders,

10 And with all deceivableness of unrighteousness in them that perish; because they received not the love of the truth, that they might be saved.

11 And for this cause God shall send them strong delusion, that they should believe a lie:

12 That they all might be damned who believed not the truth, but had pleasure in unrighteousness.

2 Thessalonians 2 in Tamil and English

1 ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।
Now we beseech you, brethren, by the coming of our Lord Jesus Christ, and by our gathering together unto him,

2 ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।
That ye be not soon shaken in mind, or be troubled, neither by spirit, nor by word, nor by letter as from us, as that the day of Christ is at hand.

3 ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।
Let no man deceive you by any means: for that day shall not come, except there come a falling away first, and that man of sin be revealed, the son of perdition;

4 ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।
Who opposeth and exalteth himself above all that is called God, or that is worshipped; so that he as God sitteth in the temple of God, shewing himself that he is God.

5 ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।
Remember ye not, that, when I was yet with you, I told you these things?

6 ମନେ ଅଛି କି ? ଏବେ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭମାନେେ ଜାଣିଛ। ଯେତବେେଳେ ଉଚିତ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।
And now ye know what withholdeth that he might be revealed in his time.

7 ସଂସାର ରେ ଏବେ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ଯପଟରୁ ଦୂ ରଇେ ନ ୟିବା ପର୍ୟ୍ଯନ୍ତ ସହେି ଶକ୍ତିକୁ ପ୍ରତିରୋଧ କରୁଥିବେ,
For the mystery of iniquity doth already work: only he who now letteth will let, until he be taken out of the way.

8 ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।
And then shall that Wicked be revealed, whom the Lord shall consume with the spirit of his mouth, and shall destroy with the brightness of his coming:

9 ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।
Even him, whose coming is after the working of Satan with all power and signs and lying wonders,

10 ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।
And with all deceivableness of unrighteousness in them that perish; because they received not the love of the truth, that they might be saved.

11 ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।
And for this cause God shall send them strong delusion, that they should believe a lie:

12 ଅତଏବ ଯେଉଁମାନେ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, ସମାନେେ ଦୋଷୀ ବୋଲି ବିଚାରିତ ହବେେ। ସମାନେେ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା ରେ ଆନନ୍ଦ ପାଇଛନ୍ତି।
That they all might be damned who believed not the truth, but had pleasure in unrighteousness.