2 Samuel 2:6
ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।
2 Samuel 2:6 in Other Translations
King James Version (KJV)
And now the LORD show kindness and truth unto you: and I also will requite you this kindness, because ye have done this thing.
American Standard Version (ASV)
And now Jehovah show lovingkindness and truth unto you: and I also will requite you this kindness, because ye have done this thing.
Bible in Basic English (BBE)
May the Lord be good and true to you: and I myself will see that your kind act is rewarded, because you have done this thing.
Darby English Bible (DBY)
And now Jehovah shew kindness and faithfulness to you; and I also will requite you this good, because ye have done this thing.
Webster's Bible (WBT)
And now the LORD show kindness and truth to you: and I also will requite you this kindness, because ye have done this thing.
World English Bible (WEB)
Now Yahweh show loving kindness and truth to you: and I also will requite you this kindness, because you have done this thing.
Young's Literal Translation (YLT)
`And, now, Jehovah doth with you kindness and truth, and also, I do with you this good because ye have done this thing;
| And now | וְעַתָּ֕ה | wĕʿattâ | veh-ah-TA |
| the Lord | יַֽעַשׂ | yaʿaś | YA-as |
| shew | יְהוָ֥ה | yĕhwâ | yeh-VA |
| kindness | עִמָּכֶ֖ם | ʿimmākem | ee-ma-HEM |
| truth and | חֶ֣סֶד | ḥesed | HEH-sed |
| unto | וֶֽאֱמֶ֑ת | weʾĕmet | veh-ay-MET |
| you: and I | וְגַ֣ם | wĕgam | veh-ɡAHM |
| also | אָֽנֹכִ֗י | ʾānōkî | ah-noh-HEE |
| will requite | אֶֽעֱשֶׂ֤ה | ʾeʿĕśe | eh-ay-SEH |
| you this | אִתְּכֶם֙ | ʾittĕkem | ee-teh-HEM |
| kindness, | הַטּוֹבָ֣ה | haṭṭôbâ | ha-toh-VA |
| because | הַזֹּ֔את | hazzōt | ha-ZOTE |
| ye have done | אֲשֶׁ֥ר | ʾăšer | uh-SHER |
| this | עֲשִׂיתֶ֖ם | ʿăśîtem | uh-see-TEM |
| thing. | הַדָּבָ֥ר | haddābār | ha-da-VAHR |
| הַזֶּֽה׃ | hazze | ha-ZEH |
Cross Reference
Exodus 34:6
ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।
2 Timothy 1:16
ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।
Matthew 10:16
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
Matthew 5:44
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।
Matthew 5:7
ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।
Proverbs 14:22
ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସମାନେେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସଠାେ ରେ ସତ୍ଯ ଓ ଦୟା ଥାଏ।
Psalm 57:3
ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।
2 Samuel 15:20
ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।
2 Samuel 10:2
ଦାଉଦ କହିଲେ, ମୁ ହାନୂନ୍ ପ୍ରତି ବିଶଷେ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମାେ ପ୍ରତି ବହକ୍ସ୍ଟତ ବିଶ୍ବସ୍ତ ଓ ଦୟାବାନ ଥିଲା। ତେଣୁ ତାକକ୍ସ୍ଟ ପିତୃ ଶାେକରୁ ସାନ୍ତ୍ବନା ଦବୋ ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକକ୍ସ୍ଟ ପଠାଇଲେ।
2 Samuel 9:7
ଦାଉଦ ମଫୀବୋଶତ୍କକ୍ସ୍ଟ କହିଲେ, ଭୟ କର ନାହିଁ, ମୁ ତକ୍ସ୍ଟମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁ ତୁମ୍ଭକୁ ଦୟା ଦଖାେଉଛି। ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଜଜେେ ବାପା ଶାଉଲଙ୍କର ସମସ୍ତ ସଐତ୍ତି ତୁମ୍ଭକୁ ଫରୋଇ ଦବେି। ତୁମ୍ଭେ ମଧ୍ଯ ମାେ ପାଖ ରେ ସବୁଦିନ ଭୋଜନ କରିବ।
2 Samuel 9:3
ରାଜା କହିଲେ, ଆଉ ଶାଉଲ ପରିବାରର କହେି ଅଛନ୍ତି କି? ପରମେଶ୍ବରଙ୍କର ଦୟା ସମାନଙ୍କେୁ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି।
Philemon 1:18
ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦବୋକୁ ଅଛି ତବେେ ତାହା ମାେ ଖାତା ରେ ପକାଇ ଦିଅ।